Browsing Tag

coffee

ଗରମା ଗରମ କଫି, ସତ ନୁହେଁ ଛବି; ଇଏ ତ ଚିତ୍ରକରର କରାମତି

ଦିନ ସାରା ଖଟି ଖଟି ଘରକୁ ଫେରିବା ପରେ କପେ କଫି ମିଳିଗଲେ, ଶରୀରରେ ପୁଣିଥରେ ଜୋଶ୍‌ ଚାଲି ଆସେ। ଶରୀରକୁ ଫୂର୍ତ୍ତି ରଖିବାରେ କଫି ବେଶ୍‌ ସାହାଯ୍ୟ କରିଥାଏ। ପ୍ରାୟତଃ ଆମେ ସମସ୍ତେ ଘରେ କଫି ପିଇଥାଉ। ଏହାର ସ୍ୱାଦ ଯୋଗୁ ହିଁ ଅନେକ ଲୋକଙ୍କ ନିୟମିତ ଡାଏଟ୍‌ରେ କପେ କଫି ଥାଏ। ଏବେ…

ଚା’ ନା କଫି ! ଶୀତଦିନେ କେଉଁ ପାନୀୟ ପିଇବା ଉଚିତ

ଶୀତ ଦିନେ ଚା’ ଓ କଫି ପିଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଏହାର ସ୍ୱାଦ ପାଟିକୁ ମିଠା ଲାଗୁଥିବାରୁ ଲୋକମାନେ ଥଣ୍ଡାରୁ ମୁକ୍ତି ପାଇଁ ଚା’ ଓ କଫି ପିଇଥାନ୍ତି। ଏହା ଶରୀରକୁ ସତେଜ ବି ରଖିଥାଏ। ଏଣୁ ଅବସାଦରେ ରହିଲେ କିମ୍ବା ମାନ୍ଦା ଲାଗୁଥିଲେ ଚା’ କିମ୍ବା କଫି ପିଇବାକୁ ଡାକ୍ତର…

ଆଜି ଇଣ୍ଟରନ୍ୟାସନାଲ କଫି ଡେ, ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ ଟେଷ୍ଟୀ କଫି

ଆବଶ୍ୟକ ସାମଗ୍ରୀ ୨ ଗ୍ଲାସ କ୍ଷୀର ୫ ଚାମଚ ଚିନି ୨ଟି କଫି ପାଉଚ ଗୋଟେ କଫି ମଗ୍‌ ୧/୨ କପରୁ ଅଳ୍ପ ପାଣି ଗରମ କ୍ଷୀର ପ୍ରସ୍ତୁତି ପ୍ରଣାଳୀ ଯେତେବେଳ ଯାଏଁ କ୍ଷୀର ଗରମ ହେଉଥିବ, ତାରି ଭିତରେ ଆପଣ ବାକି ସବୁକୁ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ଏକ କଫି ମଗରେ ଚିନି ପକାନ୍ତୁ।…

ଦେଶବିଦେଶରେ ମହକିବ କୋରାପୁଟ କଫି, ବିକ୍ରି ପାଇଁ ସହମତି ପ୍ରକାଶ କଲା ଟାଟା କଫି

କୋରାପୁଟ(କେ.ନ୍ୟୁଜ): ଦେଶବିଦେଶରେ ମହକିବ କୋରାପୁଟ କଫି। କୋରାପୁଟ କଫିର ବିକ୍ରି ବଟା ପାଇଁ ଟାଟା କଫି ସହମତି ପ୍ରକାଶ କରିଛି। ଏନେଇ କୋରାପୁଟ କସମପଦର ଗାଁର ସଫଳ କଫି ଚାଷୀ ସୁଲୋଚନା ଖରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ପ୍ରଶଂସା କରିଛନ୍ତି। କୋରାପୁଟର କଫି ଚାଷୀଙ୍କ ସମୃଦ୍ଧି…

ଓଜନ କମ୍ କରିବା ପାଇଁ କଫିରେ ମିଶାନ୍ତୁ କେବଳ ଗୋଟିଏ ଜିନିଷ, ମାସକରେ ହୋଇଯିବେ ସ୍ଲିମ୍

କରୋନା ମହାମାରୀ ଯୋଗୁ ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ୱାର୍କ ଫ୍ରମ ହୋମ କରୁଛନ୍ତି। ଏଭଳି ସ୍ଥିତିରେ ଦିନ ସାରା ଗୋଟିଏ ସ୍ଥାନରେ ବସିବା ହେତୁ ଲୋକଙ୍କ ଓଜନ ବଢ଼ିବାରେ ଲାଗିଛି। କୌଣସି ଶାରୀରିକ ପରିଶ୍ରମ ନ କରିବା ଯୋଗୁ ଓଜନ ଆଶାତୀତ ଭାବେ ବୃଦ୍ଧି ପାଉଛି। ତେବେ ଆପଣ ଚାହିଁଲେ ଘରେ ରହି…

କଫି ପିଇବାର ସଠିକ୍ ସମୟ କ’ଣ ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ଏବେ କଫି ପିଉଥିବା ଲୋକଙ୍କ ସଂଖ୍ଯା ଧିରେ ଧିରେ ବଢିବାକୁ ଲାଗିଲାଣି। ଥକ୍କାପଣ ଦୂର କରିବା ପାଇଁ ଲୋକ କଫି ପିଉଛନ୍ତି। ଏକ ଅଧ୍ୟୟନ ମୁତାବକ, କଫି ପିଇବା ଦ୍ବାରା ଶରୀରରେ ଏନର୍ଜି ଆସିଥାଏ। କଫି ପିଇବାର ସଠିକ୍ ସମୟ ରହିଛି କିନ୍ତୁ ଆଜିକାଲି ଲୋକ ଦରକାର ଠାରୁ ଅଧିକ କଫି ପିଇବାକୁ ଲାଗିଛନ୍ତି।…

ନିୟମିତ କଫି ପିଅନ୍ତୁ, ଲିଭର କ୍ୟାନ୍ସର ଠାରୁ ଦୁରେଇ ରୁହନ୍ତୁ

ପୃଥିବୀର ପ୍ରାୟ ସବୁ ଦେଶର ଲୋକେ କଫି ପିଇବାକୁ ପସନ୍ଦ କରିଥାନ୍ତି । ପୂର୍ବରୁ ହୋଇଥିବା ଏକ ଗବେଷଣା ଅନୁଯାୟୀ କଫି ପିଇବା ପରେ ବ୍ରେନ ବା ମସ୍ତିସ୍କ ଅଧିକ କ୍ରିୟାଶୀଳ ହୋଇଉଠେ । ଫଳରେ ଶରୀର ଅଧିକ ଫୁର୍ତ୍ତି ହୁଏ । କିନ୍ତୁ ଏହି କଫିଯେ କ୍ୟାନ୍ସର ପରି ଏକ ଗମ୍ଭୀର ସମସ୍ୟାକୁ ମଧ୍ୟ ମାତ…

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ଇଣ୍ଡୋନେସିଆରେ ଏହି ଶିଶୁ ଦିନକୁ ପିଉଛି ୧.୫ ଲିଟର କଫି

ସାଧାରଣ ଭାବେ ୫ ବର୍ଷରୁ ସାନ ପିଲାଙ୍କୁ ଚାହା କିମ୍ବା କଫି ପିଇବାକୁ ଦିଆଯାଇନଥାଏ । କିନ୍ତୁ ଇଣ୍ଡୋନେସିଆରେ ଏମିତି ଏକ ଶିଶୁ ଅଛି । ଯିଏ ପ୍ରତିଦିନ ଅତି କମରେ ୧.୫ ଲିଟର କଫି ପିଇଥାଏ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏହି ଶିଶୁ ଟିର ବୟଷ ମାତ୍ର ୧୪ ମାସ । କିନ୍ତୁ ଦିନକୁ ଏତେ ମାତ୍ରାରେ କଫି…

ଦୁନିଆର ସବୁଠାରୁ ଦାମି କଫି, ମୂଲ୍ୟ ଜାଣି ହେବ ନାହିଁ ବିଶ୍ବାସ

କାଲିଫୋର୍ଣ୍ଣିଆ : କାଲିଫୋର୍ଣ୍ଣିଆର ପ୍ରସିଦ୍ଧ କ୍ଳେଚ କ୍ୟାଫେ ଦାବି କରିଛି ତାଙ୍କ ପାଖରେ ଦୁନିଆର ସବୁଠାରୁ ମହଙ୍ଗା କଫି ବିକ୍ରି ହୋଇଥାଏ। ଏହି କ୍ୟାଫେରେ ଗୋଟିଏ କପ୍ କଫିର ମୂଲ୍ୟ ୭୫ ଡଲାର ଅର୍ଥାତ୍ ପାଖାପାଖି ୫୨୦୦ ଟଙ୍କା ରହିଛି। ଏହି ବହୁମୂଲ୍ୟ କଫିର ନାମ ଏଲିଡା ନେଚୁରାଲ ଗିସା ୮୦୩…