Browsing Tag

coimbatore

ନିଜକୁ ଗୁଳି ମାରିଲେ କୋଏମ୍ବାଟୁର ଡିଆଇଜି ବିଜୟ କୁମାର, ଅଫିସରେ ପହଞ୍ଚି ସୁରକ୍ଷା ଅଧିକାରୀଙ୍କୁ ପିସ୍ତଲ ମାଗିଥିଲେ

ତାମିଲନାଡୁର କୋଏମ୍ବାଟୁର ଡିଆଇଜି ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ନିଜକୁ ଗୁଳି ମାରିବା ପୂର୍ବରୁ ଡିଆଇଜି ବିଜୟକୁମାର ରେସ କୋର୍ସରେ କ୍ୟାମ୍ପ ଅଫିସରେ ପିସ୍ତଲରେ ନିଜକୁ ଗୁଳି ମାରିଛନ୍ତି । ସେ ଗତ କିଛିଦିନ ହେଲାଣି ଟେନସନରେ ଥିଲେ ବୋଲି ତାଙ୍କ ସହକର୍ମୀ କହିଛନ୍ତି । ଫଳରେ ଏଭଳି…

ଚଳନ୍ତା ଟ୍ରେନ ଓ ପ୍ଲାଟଫର୍ମ ମଝିରେ ପଡ଼ିଯାଇଥିଲେ ଯାତ୍ରୀ, ଦେବଦୂତ ସାଜି ଜୀବନ ବଞ୍ଚାଇଲେ RPF ଯବାନ

ରେଳ ଷ୍ଟେସନରେ ଯେତେବେଳେ ଟ୍ରେନ ରହିଥାଏ ସେତେବେଳେ ଅନେକ ଯାତ୍ରୀ ସଙ୍ଗେ ସଙ୍ଗେ ଟ୍ରେନ ଭିତରକୁ ଯିବା ପାଇଁ ଚାହିଁଥାନ୍ତି। କିନ୍ତୁ ଏହା କରିବା ଉଚିତ ନୁହେଁ। ଟ୍ରେନ ଚାଲୁଥିବା ସମୟରେ ଟ୍ରେନ ଭିତରକୁ ଏଣ୍ଟ୍ରି କଲେ ଅନେକ ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ। ଲୋକଙ୍କର ମୃତ୍ୟୁ ହେବାର ଖବର…

ଆରମ୍ଭ ହେଲା ଭାରତର ପ୍ରଥମ ପ୍ରାଇଭେଟ ଟ୍ରେନ ବ୍ୟବସ୍ଥା, ଏଥିରେ ଯାତ୍ରୀଙ୍କୁ ମିଳିବ ଭିଆଇପି ସୁବିଧା

ଭାରତର ପ୍ରଥମ ପ୍ରାଇଭେଟ ଟ୍ରେନ। ଭାରତରେ ପ୍ରଥମ ଥର ପ୍ରାଇଭେଟ ଟ୍ରେନ ବ୍ୟବସ୍ଥା ଆରମ୍ଭ ହୋଇଛି। ଯାତ୍ରୀ ମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଭାରତୀୟ ରେଳ ବିଭାଗ ଏହି ଯୋଜନାକୁ କାର୍ଯ୍ୟକାରୀ କରାଇଛି। ସୂଚନା ଅନୁଯାୟୀ ଭାରତ ଗୌରବ ଯୋଜନା ଅନ୍ତର୍ଗତ ଇଣ୍ଡିଆ ର ପ୍ରଥମ ପ୍ରାଇଭେ ଟ୍ରେନ…

କୋୟେମ୍ବଟୁର: ସିସିଟିଭିରେ କଏଦ ହେଲା ପୂରା ଘଟଣା, ଦେଖନ୍ତୁ ଚଳନ୍ତା କାର୍‌ରୁ କେମିତି ମହିଳାଙ୍କୁ ଫିଙ୍ଗି ଦେଉଛନ୍ତି…

କୋୟେମ୍ବଟୁରରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଚଳନ୍ତା ସ୍କର୍ପିଓ କାର୍‌ରୁ ବାହାରକୁ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ମଙ୍ଗଳବାର ସକାଳେ ମହିଳାଙ୍କ ମୃତଦେହକୁ ରାଜପଥରୁ ଜବତ କରିଛି। ଏହି ପୂରା ଘଟଣା ସେଠାରେ ଲାଗିଥିବା…

୧୦୦ ବର୍ଷ ପୂର୍ବେ ମହାମାରୀରେ ତିଆରି ହୋଇଥିଲା ‘ପ୍ଲେଗ ମରିଅମ୍ମନ ମନ୍ଦିର’, ଆଉ ଏବେ ନିର୍ମାଣ ହେଲା…

ଦେଶରେ କରୋନା ଭାଇରସ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି। ଦୈନିକ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ଏହାରି ଭିତରେ କୋୟମ୍ବଟୁରରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଲୋକ ମିଶି କରୋନା ଦେବୀଙ୍କ ନାଁରେ ଏକ ମନ୍ଦିର ନିର୍ମାଣ କରିଛନ୍ତି। ତେବେ ଏଭଳି ସ୍ଥିତି ୧୯୦୦…

ଏଟିଏମରୁ ଟଙ୍କା ନୁହେଁ ବାହାରୁଛି ସାପ, ଭିଡିଓ ଭାଇରାଲ୍

ଏଟିଏମରୁ ଟଙ୍କା ବାହାର କରିବାକୁ ଯାଉଛନ୍ତି ? ତେବେ ହୋଇ ଯାଆନ୍ତୁ ସାବଧାନ୍ । ଏଟିଏମରୁ ଟଙ୍କା ନୁହେଁ ବାହାରିପାରେ ସାପ । ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର କୋଇମ୍ବାଟୋରେ ଅଂଚଳରେ । ଏହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ…