Browsing Tag

collapsed

ପୃଥିବୀରେ ମନୁଷ୍ୟର ଅସ୍ତିତ୍ୱ କେବେ ହେବ ଶେଷ ? ବୈଜ୍ଞାନିକମାନେ କମ୍ପ୍ୟୁଟର ବ୍ୟବହାର କରି କଲେ ଭବିଷ୍ୟବାଣୀ

ଆମ ପୃଥିବୀରେ ଏପରି ସମୟ ଥିଲା ଯେତେବେଳେ ଏଠାରେ କୌଣସି ମଣିଷ ବସବାସ କରୁନଥିଲେ, ଏଠାରେ କେବଳ ଗଛ, ନଦୀ, ପର୍ବତ ଏବଂ ବିଭିନ୍ନ ପ୍ରାଣୀ ଦେଖିବାକୁ ମିଳୁଥିଲା । ତେବେ ଅନେକ ବର୍ଷ ପରେ ଆମ ପୃଥିବୀରେ ମଣିଷମାନେ ସୃଷ୍ଟି ହେଲେ ଏବଂ ଏହା ପରେ ପୃଥିବୀର ମାନଚିତ୍ର ବଦଳିଗଲା । ଧୀରେ ଧୀରେ…

ଜବାହରଲାଲ ନେହେରୁ ଷ୍ଟାଡିୟମରେ ଭୁଶୁଡିଲା ଅସ୍ଥାୟୀ ପେଣ୍ଡାଲ, ୮ ଆହତ, ଅନେକ ଦବିଥିବା ଆଶଙ୍କା

ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ବଡ ଦୁର୍ଘଟଣା । ଷ୍ଟାଡିୟମର ଗେଟ୍ ନମ୍ବର ୨ ର ପ୍ରବେଶ ଦ୍ୱାରରେ ଏକ ପେଣ୍ଡାଲ ଭୁଶୁଡିଛି । ଫଳରେ ୮ ଜଣ ଆହତ ହୋଇଥିବା ବେଳେ ଅନେକ ଲୋକ ଦବିଥିବା ହୋଇଥିବା ସୂଚନା ମିଳିଛି । ଭାଙ୍ଗିପଡିଥିବା ପେଣ୍ଡାଲକୁ ହଟାବା ପାଇଁ କ୍ରେନ ଡକାଯାଇଛି । ଘଟଣାକୁ…

ତେଲେଙ୍ଗାନା: ନିର୍ମାଣାଧୀନ ଷ୍ଟାଡିୟମ୍‌ର ଛାତ ଭୁଶୁଡ଼ିଲା; ୩ ମୃତ, ୧୦ ଆହତ

ତେଲେଙ୍ଗାନାରେ ଏକ ନିର୍ମାଣାଧୀନ ଷ୍ଟାଡିୟମ୍‌ର ଛାତ ଭୁୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଲୋକ ଆହତ ହୋଇଛନ୍ତି। ରଙ୍ଗାରେଡ୍ଡୀ ଜିଲ୍ଲାର ମୋଇନାବାଦ ଗାଁରେ ଏକ ଇନ୍‌ଡୋର ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାର ଛାତଟି ହଠାତ୍‌ ଭୁଶୁଡ଼ି…

ମହାରାଷ୍ଟ୍ର ଥାନେରେ ଅଘଟଣ: କୋଠାରୁ ସ୍ଲାବ୍ ଭୁଶୁଡ଼ି ୭ମୃତ

ଥାନେ: ମହାରାଷ୍ଟ୍ରର ଥାନେରେ ଅଘଟଣ । ଏକ କୋଠାରୁ ସ୍ଲାବ୍ ଭୁଶୁଡ଼ି ପଡିବାକୁ ୭ଜଣଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଥାନେ ଜିଲ୍ଲାର ଉଲ୍ଲାସନଗରରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ରାତି ପାଖାପାଖି ୯ଟା ସମୟରେ ହଠାତ୍ କେଠାଟିର ସ୍ଲାବ୍ ଭୁଶୁଡିବାକୁ ଲାଗିଥିଲା। ପ୍ରାଣ ବିକଳରେ…

ପୁଣି ମହାରାଷ୍ଟ୍ରରେ ଭୁଶୁଡ଼ିଲା କୋଠା: ୧୦ମୃତ, ଆହୁରି ୨୦ରୁ ୨୫ ଲୋକ ଫସିରହିଥିବା ଅନୁମାନ

ମହାରାଷ୍ଟ୍ର: ପୁଣି ମହାରାଷ୍ଟ୍ରରେ ଅଘଟଣ । ହଠାତ୍ ଭୁଶୁଡିଲା କୋଠା । ମୁମ୍ବାଇ ଭିଓ୍ଵଣ୍ଡେ ପଟେଲ ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ତେବେ କୋଠା ଭୁଶୁଡ଼ି ପାଖାପାଖି ୧୦ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି । ଭଗ୍ନାବଶେଷ ତଳୁ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହୁରି ୨୦ରୁ ୨୫ ଲୋକ…

ପଞ୍ଜାବ ଅମୃତଶରରେ ଭୁଶୁଡିଲା ବିଲ୍ଡିଂର ଛାତ, ଗୋଟିଏ ପରିବାରର ୩ମୃତ

ପଞ୍ଜାବ: ପଞ୍ଜାବର ଅମୃତଶରରେ ଅଘଟଣ । ଭୁଶୁଡି ପଡିଲା ଏକ ବିଲ୍ଡିଂର ଛାତ । ଯାହାଫଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଅମୃତଶର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରେ ସମସ୍ତେ ଶୋଇଥିବା ବେଳେ…

ଭୁଶୁଡ଼ି ପଡିଲା ୨ ଶହ ଫୁଟର ଗାର୍ଡ ୱାଲ୍‌, ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଆସିଲା ଅଭିଯୋଗ

ମାହାଙ୍ଗା : କଟକ ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ନୃତାଙ୍ଗ ଜଙ୍କୋଟି ରାସ୍ତାର ଖରତାଙ୍ଗ ବରଦିଆ ସାଇଫନ ନିକଟରେ ୨ ଶହ ଫୁଟ ନବନିର୍ମିତ ଗାର୍ଡ ଭୁଶୁଡ଼ି ପଡ଼ିଛି । ଦୁଇ ମାସ ତଳେ ରାସ୍ତା କାମ କରାଯାଇଥିଲା । ରାସ୍ତାର ସୁରକ୍ଷା ପାଇଁ ଦକ୍ଷିଣ ପାର୍ଶ୍ୱରେ ଥିବା ସୁକ ନଦୀ କଡ଼ରେ ୫ ଶହ ଫୁଟ ଉର୍ଦ୍ଧ୍ୱ…

ଧସିଲା ଆରଡ଼ି ନିକଟ ମୁଆଁ ଗାଁ ଦେଇ ପ୍ରବାହିତ ବୈତରଣୀ ନଦୀର ସୁରକ୍ଷା ବନ୍ଧ, ନଦୀ କୂଳିଆ ଲୋକେ ଭୟଭୀତ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଆରଡ଼ି ନିକଟସ୍ଥ ମୁଆଁ ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ସୁରକ୍ଷା ବନ୍ଧ ଧସିଥିବା ଦେଖିବାକୁ ମିଳିଛି। ପାଖାପାଖି ୨ ଶହ ଫୁଟ୍‌ ଲମ୍ବର ସୁରକ୍ଷା ବନ୍ଧରୁ ମାଟି ଅତଡ଼ା ଧସି ନଦୀ ଗର୍ଭକୁ ଚାଲିଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ନଦୀକୂଳିଆ ଲୋକେ…