କଲମ୍ବିଆରେ ଭୟଙ୍କର ଭୂସ୍ଖଳନ: ମାଟି ତଳେ ଚାପି ହୋଇ ୩୪ ମୃତ, ଅନେକ ଦବିଥିବା ଆଶଙ୍କା
କଲମ୍ବିଆ ଭୟଙ୍କର ଦୁର୍ଘଟଣା । ଉତ୍ତର ପଶ୍ଚିମ ସ୍ଥିତ ରିସାରାଲ୍ଡା ପ୍ରାନ୍ତରେ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ୩୪ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଯୋଗୁ ମାଟି ତଳେ ଦବି ହୋଇଯାଇଛି ଯାତ୍ରୀବାହୀ ବସ୍ । ଫଳରେ ଲୋକଙ୍କ ଜୀବନ ଚାଲିଯାଇଛି । ତେବେ ମାଟି ତଳେ ଚାପି ହୋଇଥିବା ଯୋଗୁଁ ମୃତ୍ୟୁ…