Browsing Tag

congress president

୨୯ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସଙ୍ଗଠନକୁ ମଜବୁତ କରିବାକୁ ଦଳୀୟ କର୍ମୀଙ୍କୁ ଦେବେ…

ଭୁବନେଶ୍ୱର (କେନ୍ୟୁଜ): ୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର କସରତ। ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିବାକୁ ୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଆଜି ଆସୁଛନ୍ତି ପ୍ରଭାରୀ ଡକ୍ଟର ଅଜୟ କୁମାର। ଖଡଗେଙ୍କ ଗସ୍ତ ନେଇ କାର୍ଯ୍ୟ ସୂଚୀ ପ୍ରସ୍ତୁତ…

କଂଗ୍ରେସ ଅଧ୍ୟକ୍ଷ ପଦରେ ଶପଥ ନେଲେ ମଲ୍ଲିକାର୍ଜୁନ ଖଡ୍‌ଗେ; କହିଲେ, ‘ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ କ୍ଷଣ…’

ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ କଂଗ୍ରେସ ପାଇଁ ଆଜିର ଦିନ ହେଉଛି ଐତିହାସିକ ଦିନ। ଖଡ୍‌ଗେ ଆଜି ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ଅଧ୍ୟକ୍ଷ ପଦର ଶପଥ ନେଇଛନ୍ତି। ଏହି ସମୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।…

କିଏ ମଲ୍ଲିକାର୍ଜୁନ ଖଡ୍‌ଗେ? ଶ୍ରମିକ ନେତାରୁ କଂଗ୍ରେସ ଅଧ୍ୟକ୍ଷ ପର୍ଯ୍ୟନ୍ତ ଯାତ୍ରା କେମିତି ଥିଲା ଜାଣନ୍ତୁ…

ଯେମିତି ସମ୍ଭାବନା ଥିଲା, ସେମିତି ହିଁ ହେଲା। ମଲ୍ଲିକାର୍ଜୁନ ଖଡ୍‌ଗେ ଜିତିଛନ୍ତି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ଏହି ନିର୍ବାଚନରେ ସେ ନିଜର ପ୍ରତିନ୍ଦ୍ୱନ୍ଦୀ ଶଶି ଥରୁରଙ୍କୁ ହରାଇ ଦେଇଛନ୍ତି। ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଯେଉଁଠି ୭୮୯୭ ଖଣ୍ଡ ଭୋଟ୍‌ ମିଳିଛି, ସେଠି ଶଶି ଥରୁରଙ୍କୁ ମିଳିଛି…

ଅକ୍ଟୋବର ୧୯ରେ କଂଗ୍ରେସକୁ ମିଳିବ ନୂଆ ମୁଖିଆ, ଆଜି କଂଗ୍ରେସ ବିଧାୟକ ଦଳ ବୈଠକ

କେନ୍ୟୁଜ୍(ବ୍ୟୁରୋ):  ଅକ୍ଟୋବର ୧୯ରେ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ନୂଆ ଅଧ୍ୟକ୍ଷ ରେସରେ ଆଗରେ ଅଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ । ନିର୍ବାଚନ ଲଢ଼ିବେ ବୋଲି ନିଜେ ଗେହଲଟ୍‌ ସ୍ପଷ୍ଟ କରିଛନ୍ତି । ଗେହଲଟ୍‌ କଂଗ୍ରେସ କମାଣ ଧରିଲେ କିଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ…

କଂଗ୍ରେସକୁ ଅକ୍ଟୋବରରେ ମିଳିବ ନୂଆ ଅଧ୍ୟକ୍ଷ; ଏହି ତାରିଖରେ ହେବ ନିର୍ବାଚନ

କଂଗ୍ରେସକୁ ଅକ୍ଟୋବର ମାସରେ ନୂଆ ଅଧ୍ୟକ୍ଷ ମିଳିବ। ରବିବାର ଦଳର କେନ୍ଦ୍ର କାର୍ଯ୍ୟକାରୀ କମିଟି (CWC) ବୈଠକରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ଅଧ୍ୟକ୍ଷଙ୍କୁ ବାଛିବା ପାଇଁ ଦଳ ପକ୍ଷରୁ ଅକ୍ଟୋବର ୧୭ରେ ନିର୍ବାଚନ ଆୟୋଜନ କରାଯିବ। ନିର୍ବାଚନ…

କଂଗ୍ରେସର ନୂଆ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ, ସେପ୍ଟେମ୍ବର ୨୦ ସୁଦ୍ଧା ଦଳକୁ ମିଳିବ ନୂଆ ଅଧ୍ୟକ୍ଷ

କଂଗ୍ରେସ ଦଳ (AICC)ର ନୂତନ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ରବିବାର ଆରମ୍ଭ ହୋଇଛି। ଦଳର ନିର୍ବାଚନ କର୍ତ୍ତୃପକ୍ଷ କହିଛନ୍ତି ଯେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ନୂଆ ପ୍ରମୁଖ ଚୟନ କରିବାର କାର୍ଯ୍ୟକ୍ରମ ରହିବ। ନିର୍ବାଚନ କର୍ତ୍ତୃପକ୍ଷ AICC ପ୍ରତିନିଧିମାନଙ୍କ ଚୟନକୁ ଅନ୍ତିମ ରୂପ…

ଟ୍ରେନ୍‌ରେ ଫେରୁଥିବା ଶ୍ରମିକଙ୍କ ଗସ୍ତ ଖର୍ଚ୍ଚ ବହନ କରିବ ପ୍ରଦେଶ କଂଗ୍ରେସ କମିଟି, ଘୋଷଣା କଲେ କଂଗ୍ରେସ ଅଧ୍ୟକ୍ଷା…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଯୋଗୁ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିଛି । ସବୁ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛି କଂଗ୍ରେସ । ଟ୍ରେନ୍‌ରେ ଫେରୁଥିବା ଶ୍ରମିକଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ ପ୍ରଦେଶ କଂଗ୍ରେସ କମିଟି । ଏନେଇ ଘୋଷଣା…