ରାୟଗଡା ଦୁର୍ଗମ ଅଞ୍ଚଳରେ ପ୍ରବେଶ କଲା କରୋନା, ହାତୀପଦର ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ରାୟଗଡା: ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପ୍ରବେଶ କରିଛି କରୋନା। ମୁନିଗୁଡା ବ୍ଳକ ହାତୀପଦର ଗାଁ କଣ୍ଟେନମେଣ୍ଟ ଜୋନ୍ । ୫୪ ଜଣ ପଜିଟିଭ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ ।
ଗତ ୨୯ ତାରିଖରେ ୧୦୦ ଜଣଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୪…