Below header
Browsing Tag

containment zone

ପୁରୀର ୪ଟି ୱାର୍ଡ ୯ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ୪୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହେବାପରେ କଟକଣା ଲାଗୁ

ପୁରୀ: ପୁରୀର ୪ଟି ୱାର୍ଡ ୯ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା। କରୋନା ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫,୨୬,୩୧ ଓ ୩୨ ନମ୍ବର ୱାର୍ଡର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ୯ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଗତକାଲି ରାତି ୯ଟାରୁ ଅଗଷ୍ଟ ୩ତାରିଖ ସକାଳ ପର୍ଯ୍ୟନ୍ତ…

ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ଗଣପତି ବସ୍ତି କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ, ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ…

ଭୁବନେଶ୍ୱର: ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ଗଣପତି ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଗତକାଲି ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ବସ୍ତି ଓ ନିକଟବର୍ତ୍ତୀ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଥିଲା । କିଛି ଦିନ ତଳେ ବସ୍ତିର ଜଣେ ଗର୍ଭବତୀ…

କଟକ ଖଟବିନ୍‌ ସାହିର ବାରିଲେନ୍‌ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ଏକାକାଳୀନ ୫୦ରୁ ଅଧିକ ପଜିଟିଭ ଚିହ୍ନଟ ହେବା ପରେ…

କଟକ : କଟକ ସ୍ଥିତ ଖଟବିନ୍‌ ସାହିର ବାରିଲେନ୍‌ ହେଲା କଣ୍ଟେନମେଣ୍ଟ ଜୋନ୍‌ । ସହରରୁ ମଙ୍ଗଳବାର ଦିନ ଏକାକାଳୀନ ୫୦ରୁ ଅଧିକ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ସ୍ଥିତ ୧୫ନଂ ଓ୍ଵାର୍ଡ ଖଟବିନ୍‌ ସାହିର ବାରିଲେନ୍‌ ଖଟବିନ୍‌ ସାହିରୁ ୩୦ରୁ ଅଧିକ ଜଣ ଆକ୍ରାନ୍ତ ହୋଇଛନ୍ତି । ସିଏମସି…

ଅନିର୍ଦ୍ଦିଷ୍ଟ କାଳ ପାଇଁ ମାଲକାନଗିରି ମୁନସିପାଲ୍‌ଟି କଣ୍ଟେନମେଣ୍ଟ ଜୋନ ଘୋଷଣା

ମାଲକାନଗିରି: ମାଲକାନଗିରି ମୁନସିପାଲ୍‌ଟି କଣ୍ଟେନମେଣ୍ଟ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁନସିପାଲଟିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ଏହି ଅଞ୍ଚଳରେ ହୋମ୍‌ ଡେଲିଭରୀ ବ୍ୟବସ୍ଥା କରାଯାଇଛି । ଗାଡି ମୋଟର ଚଳାଚଳକୁ ବାରଣ କରାଯିବ ସହ ବିଶୋଧନୀକରଣ କରାଯାଉଛି । ସେପଟେ ଆସନ୍ତ ୨୧ ତାରିଖ…

ପୁରୀ ଜିଲ୍ଲାର ୩ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଗତକାଲି ସଂଧ୍ୟା ସୁଦ୍ଧା ଜିଲ୍ଲାର ୩ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେଥିମଧ୍ୟରୁ ପୁରୀ ସହରର ୪ ନମ୍ବର ଓ୍ଵାର୍ଡ ମଣିକର୍ଣ୍ଣିକା ସାହି ଥିବା ବେଳେ ପିପିଲି ବ୍ଲକର ପପରଙ୍ଗା ଗାଁ ଓ ବ୍ରହ୍ମଗିରି…

କଟକ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

କଟକ: କଟକ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି । ଗତକାଲିଠାରୁ ପୁରୁଣା ରାଉସପାଟଣା କଣ୍ଟେନମେଣ୍ଟ ରହିଛି । ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ୨୭ ନମ୍ବର ଓ୍ଵାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ସିଏମ୍‌ସି ପକ୍ଷରୁ ଏପରି…

ରାଉରକେଲାରେ ଚିନ୍ତା ବଢାଇଲେ ସୁପର ସ୍ପ୍ରେଡର, ସେକ୍ଟର-୧୬କୁ ଅନିର୍ଦ୍ଦିଷ୍ଟ କାଳ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉରକେଲା: ରାଉରକେଲା ସେକ୍ଟର-୧୬ରୁ ସୁପର ସ୍ପ୍ରେଡର ବାହାରିବା ପରେ ପ୍ରଶାସନର ଚିନ୍ତା ବଢ଼ିଛି । ସୁପର ସ୍ପ୍ରେଡରଙ୍କ ସଂସ୍ପର୍ଶରେ ଆସି ୧୧୦ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା…

ରାଉରକେଲାରେ ସୁପର ସ୍ପ୍ରେଡର ଆତଙ୍କ ପରେ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ରାଉରକେଲା: ରାଉରକେଲାରେ ସୁପର ସ୍ପ୍ରେଡର ଆତଙ୍କ ପରେ ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସହରର ବାସନ୍ତୀ କଲୋନୀର ଦୁଇଟି ଲେନ, ସେକ୍ଟର ୧୬, ସେକ୍ଟର ୫ ଗୋଲଘରର ବାରାକ ଭଳି ସହରର ୩ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାସହ ରାଉରକେଲା…

ଆସ୍କା: ୨୭ଜଣ କରୋନା ପଜିଟିଭ ଚିହ୍ନଟ ପରେ ଏନଏସିର ମେଡିକାଲ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ

କେନ୍ଯୁଜ୍: ଆସ୍କା ଏନଏସିର ମେଡିକାଲ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ। ୨୭ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାସହ ବାଣୀବିହାରର ପ୍ରଥମ ଓ ତୃତୀୟ ସାହିକୁ ବଫର ଜୋନ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ…

ଭୁବନେଶ୍ବର: ପଟିଆ ଅଞ୍ଚଳର ସୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀର ପଟିଆ ସ୍ଥିତ ସୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ। ଜଣେ କରୋନା ପଜେଟିଭ ଏହି ଆପାର୍ଟମେଣ୍ଟରୁ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ଘୋଷଣା କରିଛି। ଆଜି  ରାତି ୭ଟା ଠାରୁ  ୩୦ ତାରିଖ ରାତି ୭ ଟା ପର୍ଯ୍ୟନ୍ତ…

ଡୁମଡୁମା କଣ୍ଟେନମେଣ୍ଟ ଜୋନରେ ତାତିଲେ ଲୋକେ, ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନଥିବା ଅଭିଯୋଗ

ଭୁବନେଶ୍ୱର: ଡୁମଡୁମାରେ ତାତିଲେ ଲୋକ । କଣ୍ଟେନମେଣ୍ଟ ଜୋନରେ ମିଳୁନି ଉପଯୁକ୍ତ ସୁବିଧା। ଯାହାଫଳରେ ଭୁବନେଶ୍ୱର ଡୁମଡୁମାରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ତେଜନା । ସୁଚନା ଅନୂଯାୟୀ, କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସାମଗ୍ରୀ…

କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଡୁମୁଡୁମାର ସୁବାସ ନଗର ବସ୍ତି, ଟ୍ରାଭେଲ ହିଷ୍ଟ୍ରି ନଥାଇ ଏଠାରୁ ବାହାରିଛନ୍ତି…

ଭୁବନେଶ୍ବର: କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଡୁମୁଡୁମାର କିଛି ଅଞ୍ଚଳ। ଡୁମୁଡୁମାର ସୁବାସ ନଗର ବସ୍ତିରୁ ଏକାଧିକ ପଜିଟିଭ ମିଳିବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମ୍‌ସି । କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ଏଠାରୁ ବାହାରିଛନ୍ତି ଏକାଧିକ ଆକ୍ରାନ୍ତ। ଡୁମୁଡୁମା…