Below header
Browsing Tag

corona awareness

ଗାଁ ଗାଁ ବୁଲି ଗୀତ ଗାଇ କରୋନା ସଚେତନତା କରୁଛନ୍ତି ଏହି କୁନି କଳାକାର, ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ କରୁଛନ୍ତି…

ନିମାପଡା: ମହାମାରୀ କରୋନା ଏବେ ସାରା ବିଶ୍ବ ତଥା ଦେଶରେ ଚହଳ ପକାଇଛି । ଏଥିରୁ ବାଦ୍ ପଡିନି ଆମ ରାଜ୍ଯ ଓଡିଶା । ସରକାର କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ଯକ୍ରମ କରୁଛନ୍ତି । ବାରମ୍ବାର ହାତ ଧୋଇବା ସହିତ ଘର ଦ୍ବାର ସଫା ରଖିବା, ସାନିଟାଇଜର ବ୍ଯବହାର କରିବା…

ଯାଜପୁର ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ: ଅଭିନୟ ମାଧ୍ୟମରେ ସଚେତନତା ବାର୍ତ୍ତା ପହଞ୍ଚାଇଲେ ଜିଲ୍ଲାବାସୀଙ୍କୁ,…

ଯାଜପୁର ଟାଉନ: ଯାଜପୁର ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ। ଅଭିନୟ ମାଧ୍ୟମରେ ସଚେତନତା ବାର୍ତା ପହଞ୍ଚାଇନ୍ତି ଜିଲ୍ଲାବାସୀଙ୍କୁ । ଏହି ଭିଡ଼ିଓଟିରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଅଭିନୟ କରିଛନ୍ତି । ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ଭୁବନେଶ୍ୱର : ଯୁବ ଚିତ୍ରକରଙ୍କ କରୋନା ବାର୍ତ୍ତା, ସ୍କୁଟିକୁ ବନାଇ ଦେଲେ କରୋନା ରଥ

ଭୁବନେଶ୍ୱର (କେନ୍ୟୁଜ୍‌) : କୋରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ବାର୍ତ୍ତ ଦିଆଯାଇଛି । ହେଲେ ରାଜଧାନୀ ଭୁବନେଶ୍ବରର ଜଣେ ଚିତ୍ରକର ନିଆରା ଢଙ୍ଗରେ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି। ପ୍ରମୋଦ ମୁଦୁଲି ନିଜ ପ୍ରଚେଷ୍ଟାରେ ସ୍କୁଟିରେ…

ଓଲଟପୁର ପୋଲିସର ନିଆରା ପ୍ରୟାସ: କରୋନା ପାଇଁ ସାଇକେଲରେ ସଚେତନତା ବାର୍ତ୍ତା ବାଣ୍ଟିଲେ

ନିଆଳି: କରୋନା ସଂକ୍ରମଣରୁ ରକ୍ଷା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। ଏ ନେଇ କେନ୍ଦ୍ର ତଥା ରାଜ୍ୟ ସରକାର ମେ’ ୩ ତାରିଖ ପର୍ଯ୍ୟନ୍ତ ଦେଶସାରା ଲକ୍‌ଡାଉନ ଲାଗୁ କରିଛନ୍ତି। ଏହି ସମୟରେ ଜରୁରୀ କାମ ନ ଥିଲେ କେହି ବାହାରକୁ ବାହାରିବା ଉଚିତ୍‌ ନୁହେଁ ବୋଲି ବାରମ୍ବାର ସଚେତନ…

ମାଇକରେ ଗୀତ ଗାଇ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଲେ ଏହି ପୋଲିସ ଅଧିକାରୀ, ଏମିତି କହି ପ୍ରଶଂସା କଲେ ସୁରେଶ ରାଇନା

ଛତିଶଗଡର ବିଳାଶପୁରରେ ପୋଲିସ ଅଧିକାରୀ ଅଭିନବ ଉପାଧ୍ୟାୟ କରୋନା ଦୂରେଇ ରହିବା ପାଇଁ ଲୋକଙ୍କୁ ଗୀତ ଗାଇ ସଚେତନ କରାଇଥିଲେ, ଯାହାର ଭିଡିଓ ଖୁବ ଭାଇରଲ ହୋଇଥିଲା । ସେ ନିଜ ଗୀତ ଜରିଆରେ ଲୋକଙ୍କୁ ଘରେ ରହିବାକୁ ଏବଂ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦେଇଥିଲେ । ତାଙ୍କ ଦ୍ୱାରା କରାଯାଇଥିବା…

ପୋଲିସ ସବ ଇନ୍ସପେକ୍ଟର ଘୋଡା ଉପରେ ପେଣ୍ଟ କଲେ କୋଭିଡ-19ର ଫଟୋ, ଲୋକେ କହିଲେ …

କରୋନା ମହାମାରୀ ଭିତରେ ଆନ୍ଧ୍ର ପ୍ରଦେଶ କୁନୁରଲ ଜିଲ୍ଲାରୁ ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି, ଏଥିରେ ଜଣେ ସବ ଇନ୍ସପେକ୍ଟର କରୋନା ଭାଇରସ ଚିତ୍ରିତ ହୋଇଥିବା ଏକ ଘୋଡା ଉପରେ ବସି ଯାଉଥିବାର ନଜର ଆସୁଛନ୍ତି । ଲୋକଙ୍କୁ ସଚେତନ କରିବା ପାଇଁ ସେ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ।…

କେମିତି ପରୀକ୍ଷା କରିବେ, କରୋନା ହୋଇଛି କି ନାହିଁ କେମିତି ଜାଣିବେ

କରୋନା ଭାଇରସ୍‌ ବର୍ତ୍ତମାନ ବିଶ୍ୱର ୨୦୨ଟି ଦେଶକୁ ମାଡ଼ି ସାରିଲାଣି । ସର୍ବାଧିକ ସଂକ୍ରମଣରେ ସମସ୍ତଙ୍କୁ ଟପି ଯାଇଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଅଗ୍ରଣୀ ଦେଶ ଭାବେ କୁହାଯାଉଥିବା ଆମେରିକା । ଭାରତୀୟ ସମୟ ଅପରାହ୍ନ ୪ଟା ସୁଦ୍ଧା ସାରା ବିଶ୍ୱରେ ୫ ଲକ୍ଷ ୧୨ ହଜାର ୭୧ ଜଣ କରୋନା…

ପରିବାର ନାଁରେ ଶପଥ ନେଇ ଘରୁ ବାହାରକୁ ନଯିବା ପାଇଁ କହିଲେ ମୁଖ୍ୟମନ୍ତ୍ରୀ, ପ୍ରତିଦିନ ଏହି ଶପଥ ପାଠ କରିବାକୁ କଲେ…

କେନ୍ୟୁଜ୍(ବ୍ୟୁରୋ): ଘରେ ରୁହନ୍ତୁ ପରିବାରକୁ ବଞ୍ଚାନ୍ତୁ । କରୋନାକୁ ନେଇ ଓଡ଼ିଶାବାସୀଙ୍କୁ ଏହି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗରୁ କରୋନା ଭାଇରସ ଦୂରରେ ଥିଲା। ଏବେ କିନ୍ତୁ ଭାଇରସ ଆମ ଘର ପାଖରେ ପହଂଚିଛି। ଆମ ନିଜ ଭଲ ପାଇଁ ନିଜ ପରିବାରର ଭଲ ପାଇଁ ଆମର ଦାୟିତ୍ୱ…

ବ୍ରହ୍ମପୁର: କରୋନା ଭାଇରସରୁ ମୁକ୍ତି ପାଇଁ ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା

ବ୍ରହ୍ମପୁର (କେନ୍ୟୁଜ୍): କରୋନା ଭାଇରସକୁ ମୁକାବିଲା କରିବା ଲାଗି ସବୁ ସ୍ତରରେ ଲୋକେ ଏବେ ଚିନ୍ତିତ । କିଏ କେଉଁ ଢଙ୍ଗରେ ଲୋକଙ୍କୁ ଏହି ମହାମାରୀରୁ ମୁକ୍ତ ପାଇଁ ଲାଗି ପଡିଛନ୍ତି । ଏହି କ୍ରମରେ ଆଜି ବ୍ରହ୍ମପୁର ସହରର ବାଲୁକା ଶିଳ୍ପୀ ସତ୍ୟ ମହାରାଣା ମଧ୍ୟ ନିଜର ବାଲୁକା କଳା ମାଧ୍ୟମରେ…