Browsing Tag

corona death in odisha

ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ, ରାଜ୍ଯରେ ମୋଟ୍ ମୃତକଙ୍କ ସଂଖ୍ଯା ୧୮କୁ ବୃଦ୍ଧି

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ମୃତକଙ୍କ ସଂଖ୍ଯା ୧୮କୁ ବୃଦ୍ଧି ପାଇଛି ।ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ଜଣେ ୬୮ ବର୍ଷିୟ ପୁରୁଷ। ସେ ବିଭିନ୍ନ ରୋଗରେ ପୀଡିତ ଥିଲେ । ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ଆଉ ୧୭୦ କରୋନା…

ରାଜ୍ଯରେ ପୁଣି ୨ ଜଣଙ୍କ ଜୀବନ ନେଲା କରୋନା, ସମୁଦାୟ ମୃତକଙ୍କ ସଂଖ୍ଯା ୧୭କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ଯରେ ପୁଣି ୨ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍। ଏହାକୁ ମିଶାଇ ରାଜ୍ଯରେ ସମୁଦାୟ ମୃତକଙ୍କ ସଂଖ୍ଯା ୧୭କୁ ବୃଦ୍ଧି  ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ଭିତରେ ଜଣେ ୭୧ ବର୍ଷିୟ ବୃଦ୍ଧ ଅଛନ୍ତି । ଯିଏକ…

ଓଡ଼ିଶାରେ କରୋନା ନେଲା ଆଉ ଦୁଇ ଜୀବନ, ରାଜ୍ୟରେ ୧୪ ଛୁଇଁଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ସଂକ୍ରମଣ କାରଣରୁ ଦୁଇ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମୃତକଙ୍କ ମଧ୍ୟରୁ ଜଣେ ବରଗଡ଼ ଜିଲ୍ଲାର ୭୬ ବର୍ଷୀୟ ବୃଦ୍ଧ ହୋଇଥିବା…

ରାଜ୍ୟରେ କରୋନା ମହାମାରୀ ନେଲା ଆଉ ଏକ ଜୀବନ, ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର: ଆଜି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଗଂଜାମ ଜିଲ୍ଲାର ୫୦ ବର୍ଷୀୟ ବ୍ୟକ୍ତି ବୋଲି ଜଣାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୂଚନା…

ରାଜ୍ୟରେ ଆଜି ଆଉ ଜଣେ କରୋନା ସଂକ୍ରାମିତଙ୍କ ମୃତ୍ୟୁ ହୋଇଛି, ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର

ଭୁବନେଶ୍ୱର: ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟ ବ୍ୟକ୍ତି ବୋଲି ଜଣାଯାଇଛି । ଏବାବଦରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।…

ରାଜ୍ଯରେ କରୋନା ମୃତ୍ୟୁ ସଂଖ୍ଯା ୧୦ରେ ପହଁଚିଲା, ଭୁବନେଶ୍ବରରେ ଜଣେ ୩୮ବର୍ଷିୟା ମହିଳାଙ୍କର ପ୍ରାଣ ନେଲା ମହାମାରୀ

ଭୁବନେଶ୍ବର: ରାଜ୍ଯରେ ଦୁଇ ଅଙ୍କ ଛୁଇଁଲା କରୋନା ମୃତ୍ୟୁ ସଂଖ୍ଯା । ଭୁବନେଶ୍ବରରେ ଜଣେ ୩୮ବର୍ଷିୟା ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ଯରେ କରୋନା ମୃତ୍ୟୁ ସଂଖ୍ଯା ୧୦ରେ ପହଁଚିଛି। ତେବେ ସୂଚନା ଥାଉକି, ମହିଳା ଜଣଙ୍କ ସୋରିୟାସିସ୍ ପାଇଁ ଦୀର୍ଘ ଦିନ ଧରି…

ପୁଣି ଝଟକା ଦେଲା କରୋନା: ରାଜ୍ଯରେ ୫ମ କରୋନା ମୃତ୍ୟୁ, ମୃତକ କଟକ ଜିଲ୍ଲାର ୭୫ ବର୍ଷୀୟ ବୃଦ୍ଧ

କଟକ: ରାଜ୍ଯରେ ୫ମ କରୋନା ମୃତ୍ୟୁ । ରାଜ୍ୟକୁ ଆଉ ଏକ ଝଟକା ଦେଇଛି କରୋନା। ଯେଉଁଥିରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କଟକ ଜିଲ୍ଲାର ୭୫ ବର୍ଷୀୟ ବୃଦ୍ଧ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସେପଟେ ରାଜ୍ୟରେ ଗତ ୨୪ଘଣ୍ଟା…

ରାଜ୍ୟରେ ଆଉ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି । ମୃତକ ଦୁଇ ଜଣ ପୁରୁଷ ହୋଇଥିବା ହୋଇଥିବା ବେଳେ ସେମାନେ ଗଞ୍ଜାମ ଜିଲ୍ଲାର ମୂଳ ବାସିନ୍ଦା ବୋଲି ଜଣାଯାଇଛି । ଏମାନେ ସୁରତରୁ ଫେରିଥିଲେ । ସେମାନଙ୍କ ବୟସ ଯଥାକ୍ରମେ ୩୮ ବର୍ଷ ଓ…

ଆଉ ଏକ କରୋନା ମୃତ୍ୟୁ, ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

କେନ୍ୟୁଜ ବ୍ୟୁରୋ : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା…