Below header
Browsing Tag

corona death

ରାଜ୍ଯରେ କରୋନା ମୃତ୍ୟୁ ସଂଖ୍ଯା ୧୦ରେ ପହଁଚିଲା, ଭୁବନେଶ୍ବରରେ ଜଣେ ୩୮ବର୍ଷିୟା ମହିଳାଙ୍କର ପ୍ରାଣ ନେଲା ମହାମାରୀ

ଭୁବନେଶ୍ବର: ରାଜ୍ଯରେ ଦୁଇ ଅଙ୍କ ଛୁଇଁଲା କରୋନା ମୃତ୍ୟୁ ସଂଖ୍ଯା । ଭୁବନେଶ୍ବରରେ ଜଣେ ୩୮ବର୍ଷିୟା ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ଯରେ କରୋନା ମୃତ୍ୟୁ ସଂଖ୍ଯା ୧୦ରେ ପହଁଚିଛି। ତେବେ ସୂଚନା ଥାଉକି, ମହିଳା ଜଣଙ୍କ ସୋରିୟାସିସ୍ ପାଇଁ ଦୀର୍ଘ ଦିନ ଧରି…

ଜନ୍ମ ଦିନରେ ମୃତ୍ୟୁ: ତାମିଲନାଡୁର ବିଧାୟକ ଜେ. ଅନ୍‌ବାଝାଗନଙ୍କ ଦେହାନ୍ତ, କରୋନାରେ ହୋଇଥିଲେ ସଂକ୍ରମିତ

ତାମିଲନାଡୁ: ତାମିଲନାଡୁର ବିଧାୟକ ଜେ. ଅନ୍‌ବାଝାଗନଙ୍କ ମୃତ୍ୟୁ । ୬୨ ବର୍ଷରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସବୁଠାରୁ ଦୁଃଖର କଥା ଆଜି ତାଙ୍କର ଜନ୍ମ ଦିନ ଥିବାବେଳେ ତାଙ୍କର ଜୀବନ ମଧ୍ଯ ଆଜି ଯାଇଛି। ତେବେ କରୋନାରେ ସଂକ୍ରମିତ ହୋଇ ଚେନ୍ନାଇର ଏକ କୋଭିଡ୍‌ ହସ୍ପିଟାଲରେ…

ସାରା ବିଶ୍ୱରେ ୪ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା, ଦେଶରେ ୭ହଜାରରୁ ଅଧିକ ମୁଣ୍ଡ ନେଲାଣି ମହାମାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ୪ଲକ୍ଷ ଟପିଛି ମୃତ୍ୟୁସଂଖ୍ୟା। ୪ଲକ୍ଷ ୮ହଜାର ୨୩୮ଜଣଙ୍କ ଜୀବନ ନେଲାଣି ଏହି ମାରାତ୍ମକ ଭାଇରସ୍‌। ଏଯାଏ ୭୧ଲକ୍ଷ ୮୯ହଜାର ୫୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ସର୍ବାଧିକ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ରହିଛନ୍ତି। ୭ହଜାର ଟପିଲା ଦେଶରେ କରୋନା…

ବିଶ୍ୱରେ କରୋନା ସଂକ୍ରମଣରେ ୧୦ ନମ୍ବର ସ୍ଥାନରେ ଭାରତ: ୨୪ ଘଣ୍ଟାରେ ଭିତରେ ୬ ହଜାର ୯୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବ୍ୟାପିବାରେ ଲାଗିଛି ସଂକ୍ରମଣ। ବିଶ୍ୱରେ କରୋନା ପ୍ରଭାବିତ ତାଲିକାର ୧୦ ତମ ତାଲିକାରେ ରହିିଛି ଭାରତ । ଏଯାଏ ଦେଶରେ ୧ ଲକ୍ଷ ୩୮ ହଜାର ୮୪୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ଯକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ…

ରାଜ୍ୟରେ ସପ୍ତମ କରୋନା ମୃତ୍ୟୁ, ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର

ଭୁବନେଶ୍ବର : ରାଜ୍ୟରେ ପୁଣି ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ। ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ୮୫ ବର୍ଷୀୟ ବୃଦ୍ଧ ବୋଲି ଜଣାପଡିଛି । ସେ ନିକଟରେ ସୁରତରୁ ଫେରିଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଗଞ୍ଜାମରେ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇସାରିଛି…

ପୁଣି ଝଟକା ଦେଲା କରୋନା: ରାଜ୍ଯରେ ୫ମ କରୋନା ମୃତ୍ୟୁ, ମୃତକ କଟକ ଜିଲ୍ଲାର ୭୫ ବର୍ଷୀୟ ବୃଦ୍ଧ

କଟକ: ରାଜ୍ଯରେ ୫ମ କରୋନା ମୃତ୍ୟୁ । ରାଜ୍ୟକୁ ଆଉ ଏକ ଝଟକା ଦେଇଛି କରୋନା। ଯେଉଁଥିରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କଟକ ଜିଲ୍ଲାର ୭୫ ବର୍ଷୀୟ ବୃଦ୍ଧ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସେପଟେ ରାଜ୍ୟରେ ଗତ ୨୪ଘଣ୍ଟା…

ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଖୁବ ଶୀଘ୍ର ବିଶ୍ୱରେ ୩ ଲକ୍ଷ ଛୁଇଁବ କରୋନା ମୃତ୍ୟୁ ସଂଖ୍ୟା

କେନ୍ୟୁଜ: ସାରା ବିଶ୍ୱରେ ବେକାବୁ କରୋନା । ୨୧୨ଟି ରାଷ୍ଟ୍ରରେ ଭୂତାଣୁ କାୟା ମେଲାଇଥିବା ବେଳେ ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ଖୁବ ଶୀଘ୍ର ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଛୁଇଁପାରେ। ଏଥିରେ ୪୪ ଲକ୍ଷ ୩୦ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୧୬ ଲକ୍ଷ ୬୨…

ଦୁବାଇରେ କରୋନାରେ ପ୍ରାଣ ହରାଇଲେ ଓଡ଼ିଆ, ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ

ପଟ୍ଟାମୁଣ୍ଡାଇ: ବିଦେଶରେ ପୁଣି ଜଣେ ଓଡ଼ିଆଙ୍କ କରୋନାରେ ମୃତ୍ୟୁ । ଦୁବାଇରେ ପ୍ରାଣ ହରାଇଲେ ଓଡ଼ିଆ । ମୃତକ ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗାଁର ମହେନ୍ଦ୍ର ନାଥ । କରେନାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଦୁବାଇ ମେଡିକାଲ ରିପୋର୍ଟ ସ୍ପଷ୍ଟ କରିଛି । ସେପଟେ ପୁଅକୁ ହରାଇବା ଦୁଃଖରେ ଭାଙ୍ଗି…

ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ, ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର

ଭୁବନେଶ୍ବର: ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ। ଓଡ଼ିଶାରେ କରୋନାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ମୃତକ ହେଉଛନ୍ତି ୭୭ବର୍ଷ ବୟସ୍କ, ଯିଏକି ଭୁବନେଶ୍ୱର ମଧୁସୂଦନ ନଗରର ବାସିନ୍ଦା । ସେ କରୋନା ସଂକ୍ରମିତ ହେବା…

ଆମେରିକାରେ କମୁନି କରୋନା ମୃତ୍ୟୁ, ୨୪ ଘଣ୍ଟାରେ ଗଲା ୧୮୮୩ ଜୀବନ

ଆମେରିକାରେ କରୋନା ସଙ୍କଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଭାଇରସ ଆମେରିକାରେ ନିଜର କାୟା ବିସ୍ତାର କରି ଚାଲିଛି । ଅନ୍ୟ ଦେଶ ଅପେକ୍ଷା ଏହି ମହାମାରୀର ପ୍ରଭାବରେ ଆମେରିକାବାସି ଏବେ ତ୍ରାହି ତ୍ରାହି ଡାକୁଛନ୍ତି । ନା କମୁଛି ମୃତ୍ୟୁ ସଂଖ୍ୟା, ନା କମୁଛି ସଂକ୍ରମିତଙ୍କ ସଂଖ୍ୟା…

ଯାଜପୁରରେ ଥମୁନି କୋରୋନା: ଆଉ ଜଣେ ପଜିଟିଭ ଚିହ୍ନଟ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଁଚିଲା

ଯାଜପୁର: ଯାଜପୁରରେ ପୁଣି ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ । ଯାଜପୁରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ ଜଣଙ୍କ ୩୦ ବର୍ଷିୟ ଯୁବକ, ଯିଏକି ବେହେରାପାଟଣା ଅଞ୍ଚଳର। ସେ ନିକଟରେ କୋଲକତାରୁ ଫେରିଥିଲେ । ତେବେ ଏହାକୁ ମିଶାଇ ରାଜ୍ୟରେ କୋରୋନା…