Browsing Tag

corona death

କରୋନାର କରାଳ ରୂପ, ଶେଷରେ ଆଖି ବୁଜିଲା ୪ ମାସର ଶିଶୁ

କେରଳ : କରୋନାରେ ଆଖି ବୁଜିଲା ୪ ମାସର ଶିଶୁ । ଆଜି ସକାଳେ କେରଳ କୋଝିକୋଡେ ମେଡିକାଲ୍ କଲେଜରେ ପିଲାଟି ପ୍ରାଣ ହରାଇଥିବା ଜଣାପଡିଛି । ଗତକାଲି ମାଲାପୁରାମର ଏହି ୪ ମାସର ଶିଶୁଟିର କରୋନା ଟେଷ୍ଟ କରାଯାଇଥିବାବେଳେ ତାର ପଜିଟିଭ୍ ରିପୋର୍ଟ ଆସିଥିଲା । ତେବେ ଆଜି ସକାଳେ ସେ ପ୍ରାଣ…

କରୋନାରେ ଦୁଇ ଦୁଇଥର ନେଗେଟିଭ୍‌ ଆସିବା ପରେ ମଲଟି ଅର୍ଗାନ୍‌ ଫେଲୁୟର ଯୋଗୁଁ ମୃତ୍ୟୁ ଘଟିଛି ୪୪ ନମ୍ବର ଆକ୍ରାନ୍ତଙ୍କର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ ୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୪୪ ନମ୍ବର କରୋନା ଆକ୍ରାନ୍ତଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ମେଦିନୀପୁରରୁ…

ମୁମ୍ବାଇରେ କରୋନା ନେଲା ଜଣେ ଓଡ଼ିଆଙ୍କ ଜୀବନ

ମୁମ୍ବାଇ: କରୋନାରେ ମୁମ୍ବାଇରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ଘର ଗଞ୍ଜାମରେ । ଦୀର୍ଘ ବର୍ଷ ହେଲା ମୁମ୍ବାଇର ଶାକିନାକା ବୈଲ୍‌ ବଜାରର ସନ୍ଦେଶ ନଗରରେ ରହୁଥିଲେ । ସେଠାରେ ସେ ଅଟୋ ଚାଳକ ଭାବେ କାମ କରୁଥିଲେ । ମୃତକ ଜଣଙ୍କ ଶ୍ୱାସଜନିତ ରୋଗରେ ପୀଡିତ ଥିଲେ । ସେ…

ଦେଶର ସର୍ବକନିଷ୍ଠ କରୋନା ମୃତ୍ୟୁ, ୪୫ ଦିନର ଶିଶୁ ହସ୍ପିଟାଲର ICUରେ ହାରିଲେ ଜୀବନ

ଏସିଆର ବୃହତ୍ତମ ଶିଶୁ ଡାକ୍ତରଖାନା ଭାବରେ ପରିଗଣିତ କାଲାଭାଟୀ ସରାନ୍ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସିତ ହେଉଥିବା ସମୟରେ ଦେଶର ସର୍ବକନିଷ୍ଠ କରୋନାଭାଇରସ୍ ରୋଗୀ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ଏହି ଡାକ୍ତରଖାନାର ୮ ଜଣ କର୍ମଚାରୀ ମଧ୍ୟ Covid-19 ପଜିଟିଭ୍ ଥିଲେ । ଲେଡି…

ଫିଲ୍ମଜଗତ ଉପରେ ପଡ଼ିଛି କରୋନାର ନଜର, କୋଭିଡ-୧୯ରେ ଏହି ଲୋକପ୍ରିୟ କମେଡିଆନଙ୍କ ନିଧନ

କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭାଇରସ ଯୋଗୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଜୀବନ ଯାଉଛି। ଏବେ କୋଭିଡ-୧୯ ଯୋଗୁ ବ୍ରିଟେନର ଲୋକପ୍ରିୟ କମେଡିଆନ ଟିମ ବ୍ରୁକ ଟେଲରଙ୍କ ମୃତ୍ୟୁ ଘଟିଛି। ୭୯ ବର୍ଷ ବୟସରେ ତାଙ୍କ ପରଲୋକ…

ସାରା ବିଶ୍ୱରେ ଏକ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ କେଉଁ ଦେଶରେ ଗଲାଣି କେତୋଟି ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଅଦ୍ରୁଶ୍ୟ ଶକ୍ତି ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି । ୧୦୧ ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଗତ ସପ୍ତାହେ ମଧ୍ୟରେ ବଢିଛି ମୃତ୍ୟୁ ସଂଖ୍ୟା ।…

ଆମେରିକାରେ ୨୪ ଘଣ୍ଟାରେ ୧୭୮୩ ମୃତ, ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା ୯୦ ହଜାରକୁ କଲା ପାର

କାରୋନା ଭାଇରସ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ସୂଚନା ଅନୁଯାୟୀ ୧୯୨ ଦେଶରେ ଏବେ ସୁଦ୍ଧା ୯୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି। ୧୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି, ସେହିପରି ୩ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ସାରା ବିଶ୍ୱରେ ଆମେରିକାର…

କରୋନା ଔଷଧ ଭାବି ପିଇଲେ ବିଷ, ଏହି ଦେଶର ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଆଜି ବିଶ୍ୱ ମହାମାରୀର ରୂପ ନେଇଛି । ଏହି ମାରାତ୍ମକ ଭାଇରସ ସଂକ୍ରମଣ କାରଣରୁ ପୁରା ବିଶ୍ୱ ଆଜି ସତେ ଯେମିତି ଥରହର ହେଉଛି । ଏହି ବିଷାଣୁ ସର୍ବାଧିକ ସଂକ୍ରମିତ ହୋଇଥିବା ଦେଶ ତାଲିକାରେ ଇରାନ ଅଛି । ଏଯାବତ ଏହି ଦେଶରେ ମୃତ୍ୟୁ ସଂଖ୍ୟା…

କରୋନା ସଂକ୍ରମିତ ହୋଇ ଭାରତ- ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ, ଟ୍ୱିଟର ଜରିଆରେ ଶୋକ ବ୍ୟକ୍ତ କଲେ ପିଏମ ମୋଦି

ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ କାରଣରୁ ଜଣେ ଭାରତୀୟ- ଆମେରିକୀୟ ପତ୍ରକାର ବ୍ରହ୍ମା କାଞ୍ଚି ବୋଟେଲାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ନିଧନରେ ଭାରତ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ଶ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଜଣେଇ…

କେନ୍ଦ୍ର ସରକାରଙ୍କ କୋଭିଡ୍‌-୧୯ ଗାଇଡଲାଇନ୍‌ ଅନୁସାରେ ସମ୍ପନ୍ନ ହେଲା ଓଡିଶାର ପ୍ରଥମ କରୋନା ମୃତକଙ୍କ ଶେଷକୃତ୍ୟ,…

ଭୁବନେଶ୍ୱର:  ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଥିବା ଜଣେ ୭୨ ବର୍ଷ ବୃଦ୍ଧଙ୍କର ଗତ ୬ ତାରିଖରେ ମୃତ୍ୟୁ ହୋଇଥିଲା । ଗତକାଲି ତାଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍‌ । କେନ୍ଦ୍ର ସରକାରଙ୍କ କୋଭିଡ୍‌-୧୯ ଗାଇଡଲାଇନ୍‌ ଅନୁସାରେ ତାଙ୍କର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି…

ନିଜାମୁଦ୍ଦିନ ମରକଜରେ ଯୋଗ ଦେବା ପଡ଼ିଲା ମହଙ୍ଗା, କରୋନାରେ ମୌଲାନାଙ୍କ ମୃତ୍ୟୁ

ନିଜାମୁଦ୍ଦିନର ତବଲିଗୀ ଜମାତ ମରକଜ କାର୍ଯ୍ୟକ୍ରମରେ ଯୋଗ ଦେଇ ନିକଟରେ ଫେରିଥିବା ଜଣେ ଦକ୍ଷିଣ ଆଫ୍ରିକୀୟ ମୌଲାନାଙ୍କ ମୃତ୍ୟୁ କରୋନା ଭାଇରସ ସଂକ୍ରମଣରେ ହୋଇଛି। ଏ ନେଇ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ମୃତକଙ୍କ ନାମ ମୌଲାନା ୟୁସୁଫ ଟୁଟଲା (୮୦) ବୋଲି ଜଣାପଡ଼ିଛି। ସେ…

ଏମିତି କରାଯାଉଛି କରୋନା ମୃତକଙ୍କ ଅନ୍ତିମ ସଂସ୍କାର, ଶୁଣିଲେ ଥରି ଉଠିବ ଛାତି

ସାରା ବିଶ୍ୱରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏହି ଭାଇରସ ଯୋଗୁ ହଜାର ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା କମିବାର ନାଁ ଧରୁନି। ସାରା ବିଶ୍ୱରେ ଏବେ ଯାଏଁ ୧୨,୧୬,୪୨୨ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୬୫,୭୧୧ ଲୋକଙ୍କ ମୃତ୍ୟୁ…