Browsing Tag

corona guidelines

ପୁଣି ଲାଗୁ ହୋଇପାରେ ନାଇଟ୍‌ କର୍ଫ୍ୟୁ, ଡିସେମ୍ବର ମାସ ପାଇଁ କେନ୍ଦ୍ରସରକାର ଜାରି କଲେ ଗାଇଡ଼ଲାଇନ୍

କେନ୍ୟୁଜ୍(ବ୍ୟୁରୋ):  ପୁଣି ଲାଗୁ ହୋଇପାରେ ନାଇଟ୍‌ କର୍ଫ୍ୟୁ । ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ନୂଆ ଗାଇଡଲାଇନ୍‌ ଜାରି କରିଛି କେନ୍ଦ୍ର ଗୃହ ବିଭାଗ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ସର୍ଭେଲାନ୍ସ, କଣ୍ଟେନମେଣ୍ଟ ଜୋନରେ ଆଇନ କଡା କଡି ହେବ । ସମସ୍ତ ରାଜ୍ୟକୁ…

ଆସନ୍ତାକାଲି କୋଭିଡ୍ କଟକଣା ଭିତରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ, ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ କରିବେ…

ଭୁବନେଶ୍ୱର : ଆସନ୍ତାକାଲି ସ୍ବାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ୭୪ତମ ସ୍ବାଧୀନତା ଦିବସ ଉତ୍ସବରେ ଅଭିବାଦନ ଗ୍ରହଣ କରିବେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ପ୍ରକାଶ ପାଇଛି କାର୍ଯ୍ୟସୂଚୀ । କାର୍ଯ୍ୟସୂଚୀ ଅନୁଯାୟୀ,…

ଆଜିଠୁ ଆରମ୍ଭ ଅନଲକ୍-୩.୦: କିଛି କଟକଣା କୋହଳ, ଆଉ କିଛି କଠୋର

ଭୁବନେଶ୍ବର: ଆଜିଠୁ ଆରମ୍ଭ ଅନଲକ୍-୩.୦। ରାଜ୍ୟରେ ଅଗଷ୍ଟ ୩୧ ତାରିଖ ଯାଏ ରାଜ୍ୟରେ ଜାରି ରହିବ ନାଇଟ୍‌ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ପୂର୍ବଭଳି ବଳବତ୍ତର ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି ରହିବ…

ଦୋକାନୀମାନଙ୍କ ପାଇଁ ୫ ସୂତ୍ରୀ ଗାଇଡ୍‌ଲାଇନ୍‌ ଜାରି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ, ଏହି ସବୁ ନିୟମ ନମାନିଲେ ହେବ କଡା…

ଗଞ୍ଜାମ : ଗଞ୍ଜାମରେ କରୋନା ମୁକାବିଲା ପାଇଁ ଜିଲ୍ଲାର ଦୋକାନୀମାନଙ୍କ ପାଇଁ ୫ ସୂତ୍ରୀ ଗାଇଡ୍‌ଲାଇନ୍‌ ଜାରି କରିଛି ଜିଲ୍ଲା ପ୍ରଶାସନ । ଉକ୍ତ ଗାଇଡ୍‌ଲାଇନ୍ ଗୁଡିକ ହେଲା: -ଦୋକାନୀମାନେ ନିଜ ଦୋକାନ ସମ୍ମୁଖରେ ଡବଲ ବ୍ୟାରିକେଡ୍‌ ଲଗାଇବେ । -ଦୋକାନୀ ମାସ୍କ ପିନ୍ଧିବେ ଏବଂ ଦୋକାନା…

କଣ୍ଟେନମେଣ୍ଟ ଜୋନ୍ ବି କରୋନା ଭଳି ମହାମାରୀକୁ ବେଖାତିର କରୁଛନ୍ତି କିଛି ଅମାନିଆ, ମାନୁନାହାନ୍ତି କୌଣସି ନିୟମ

ଗଜପତି: ଗତକାଲି ସମଗ୍ର ରାଜ୍ୟରେ ଗଜପତି ଜିଲ୍ଲାର ସର୍ବାଧିକ ୫୭ଟି କରୋନା ପଜେଟିଭ ବିହାରି ଥିବାବେଳେ ଗୋଷାଣି ବ୍ଳକର ଉପଲାଡା ଗ୍ରାମରୁ ଦୁଇଟି ଲୋକାଲ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଭାବେ ୭ ଦିନ ପାଇଁ ଘୋଷଣା…

ଆଜିଠାରୁ କଟକରେ କଣ ଖୋଲା ରହିବ କଣ ବନ୍ଦ ରହିବ? ଜାରି ହୋଇଥିବା ଗାଇଡଲାଇନ ଉପରେ ଥରେ ପକାନ୍ତୁ ନଜର

କଟକ: ଆଜିଠାରୁ କଟକରେ କଣ ଖୋଲା ରହିବ କଣ ବନ୍ଦ ରହିବ, ସେ ନେଇ ଗାଇଡଲାଇନ ଜାରି ହୋଇଛି । ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ସର୍ବସାଧାରଣ ବସ୍‌ ପରିବହନ ବନ୍ଦ ରହିବ । କେବଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ବସ୍‌ ଚାଲିପାରିବ । ସେହିପରି କେବଳ ସ୍ୱାସ୍ଥ୍ୟ ସଂପର୍କିତ ମାମଲାରେ…

ଭୁବନେଶ୍ୱର, କଟକ ପୌରାଞ୍ଚଳରେ ଦୋକାନ ଖୋଲିବା ପାଇଁ ଗାଇଡ୍‌ ଲାଇନ୍ ଜାରି, ଜାଣି ରଖନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର: ଭୁବନେଶ୍ୱର, କଟକ ପୌରାଞ୍ଚଳରେ ଦୋକାନ ଖୋଲିବା ପାଇଁ ଗାଇଡ୍‌ ଲାଇନ୍‌ ଜାରି କରିଛି କମିଶନରେଟ ପୋଲିସ । ଆସନ୍ତୁ ଜାଣିବା କଣ ରହିଛି ସବୁ ନିୟମ : -ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନିୟମ ମାନିବେ । -ଅନୁମତି ମିଳିନଥିବା ଦୋକାନ ଖୋଲିବ ନାହିଁ । -ଦୋକାନରେ ଦୁଇ ଜଣ…

ମେ’୪ରୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଜାରି ହେବ ନୂଆ ଗାଇଡ୍‌ ଲାଇନ୍‌, ଦେଶର ଅନେକ ଜିଲ୍ଲାରେ କୋହଳ ହେବ କଟକଣା

ନୂଆଦିଲ୍ଲୀ: ଆଉ ୩ ଦିନ ପରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌। ଏହାପରେ ମେ' ୪ରୁ ଅନେକ ଜିଲ୍ଲାରେ କୋହଳ ହେବ କଟକଣା। ଅଧିକାଂଶ କ୍ଷେତ୍ରରେ ମଧ୍ୟ କଟକଣା କୋହଳ ହୋଇପାରେ। କଟକଣା କୋହଳ କରାଯାଇ ସ୍ଥିତି ସ୍ୱାଭାବିକ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିପାଇଁ କେନ୍ଦ୍ର…

ବାତିଲ ହେଲା ସ୍ୱତନ୍ତ୍ର ପାସ ବ୍ୟବସ୍ଥା, ଜରୁରୀ ପରିସ୍ଥିତିରେ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ

ଭୁବନେଶ୍ୱର: ଜରୁରୀକାଳୀନ ସେବାରେ ଏବେ ଲୋକଙ୍କୁ ଆଉ ଦିଆଯିବନି ପାସ୍‌ । ବାତିଲ ହେଲା ସ୍ୱତନ୍ତ୍ର ପାସ୍‌ ବ୍ୟବସ୍ଥା । ଜରୁରୀସେବା ପାଇଁ ଯାଉଥିବା ଲୋକେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯାଇପାରିବେ । ସେହିପରି ହସ୍ପିଟାଲ ଯାଉଥିବା ଲୋକେ ସେମାନଙ୍କ ମେଡିକାଲ ପେପର ଦେଖାଇ ଯା ଆସ କରିପାରିବେ ।…