Browsing Tag

corona marriage

କରୋନା ନିୟମକୁ ଫୁ’: ବିମାନ ଭଡ଼ାରେ ନେଇ ମଝି ଆକାଶରେ ବିବାହ କଲେ ଦମ୍ପତି, ଭାଇରାଲ ହେଉଛି ଭିଡିଓ

ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଏଣୁ କେତେକ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି। ଉତ୍ତର ଭାରତ ସହ ଏବେ ଦକ୍ଷିଣ ଭାରତରେ ବି କରୋନା ମାମଲା ବଢ଼ିବାରେ ଲାଗିଛି। ମାତ୍ର ଏବେ ବି ଲୋକମାନେ ବାହା ହେବା ଛାଡୁନାହାନ୍ତି। ବିବାହ ପାଇଁ ଲୋକେ ନୂଆ ନୂଆ ଉପାୟ ଆପଣାଉଥିବା…

ବିବାହ ଦିନ କନିଆଁଙ୍କୁ ହେଲା କରୋନା ! ତଥାପି ଅଟକି ପାରିଲେନି ବର, ପିପିଇ କିଟ୍ ପିନ୍ଧି ଦେଲେ ସିନ୍ଦୂର

ଚଳିତ ବର୍ଷ କରୋନା ମାଡ଼ ଥିବା ସତ୍ତ୍ୱେ ବାହାଘର ବନ୍ଦ ହେବାର ନାହିଁ । ଯେମିତି ହେଲେ ବାହାଘର ହେବ ହିଁ ହେବ, ବର କନ୍ୟାଙ୍କୁ କେହି ରୋକି ପାରିବେ ନାହିଁ । ବାହାଘରକୁ ନେଇ ଏବେ ଏମିତି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ଯିଏ ଦେଖିବ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ୍‌।…

କରୋନା ସ୍ଥିତିରେ ବିବାହ କରିବାକୁ ଯାଉଥିଲେ, ଏସବୁ ସାବଧାନତା ଅବଲମ୍ବନ କରନ୍ତୁ

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଣୁ ସରକାର ଗୋଟିଏ ସ୍ଥାନରେ ଭିଡ଼ ଏକତ୍ରିତ ହେବା ଉପରେ ରୋକ୍‌ ଲଗାଇଛନ୍ତି। ଏଭଳି ସ୍ଥିତିରେ ଲୋକମାନେ ବିବାହ ସ୍ଥଗିତ ରଖୁଥିବା ଦେଖାଯାଇଛି। ମାତ୍ର କିଛି ଲୋକ ସମସ୍ତ ପ୍ରସ୍ତୁତି କରିସାରିଥିବାରୁ ବାଧ୍ୟ ହୋଇ କଟକଣା ମଧ୍ୟରେ…

ଆସନ୍ତା ୧୩ ତରିଖରେ କରୋନା ସହ କୋଭିଡର ବାହାଘର ହେଉଛି, ସୋସିଆଲ ମିଡିଆରେ ଆସିଛି ନିମନ୍ତ୍ରଣ ପତ୍ର

କେନ୍ୟୁଜ୍ (ବ୍ୟୁରୋ): ଆସନ୍ତା ୧୩ ତାରିଖରେ କରୋନା ସହ କୋଭିଡର ବାହାଘର ହୋଉଛି। ଏଥିପାଇଁ ଏକ ନିମନ୍ତ୍ରଣ ପତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି। କାର୍ଡରେ ଲେଖା ଅଛି ଯେ ଶ୍ରୀଯୁକ୍ତ ସୋସିଆଲ ଡିଷ୍ଟାନ୍ ସିଂହ ନିଜ ଝିଅ କରୋନାର ୟୁହାନ ନୀବସୀ ଆଇସୋଲେସନ ସାହୁଙ୍କ ଜ୍ୟେଷ୍ଠ ପୁତ୍ର ଆୟୂଷ୍ମାନ…

କରୋନା ଅଟକାଇ ପାରିଲାନି ବାହାଘର, ମାସ୍କ ପିନ୍ଧି ବେଦୀରେ ବସିଲେ ବର କନ୍ୟା

ତାଳଚେର /ସୁନ୍ଦରଗଡ଼: ନା ବାଜା ବାଜଣା, ନା ବାଣ କି ବରଯାତ୍ରୀ । ବନ୍ଧୁ ବାନ୍ଧବଙ୍କ କୋଳାହଳ ବି ନାହିଁ । ମାତ୍ର ୬ଟି ଲୋକରେ ସମ୍ପନ୍ନ ହୋଇଛି ବିବାହ ଉତ୍ସବ । କରୋନା କଟକଣା ଯୋଗୁଁ ନିରାଡମ୍ବରେ ହୋଇଛି ବାହାଘର। ବରକନ୍ୟା ମୁହଁରେ ମାସ୍କ ପିନ୍ଧି ବିବାହ କରିଛନ୍ତି । ତାଳଚେର ସନ୍ଥପଡ଼ା ଗାଁର…