ନୂଆଖାଇ ଠାରୁ କାଳୀପୂଜା ଯାଏ ଜଗି ରଖି ଚଳିବାକୁ ହେବ: ILS ନିର୍ଦ୍ଦେଶକ
ଭୁବନେଶ୍ବର(କେନ୍ଯୁଜ୍): ନୂଆଖାଇ ଠାରୁ କାଳୀପୂଜା ଯାଏ ଜଗି ରଖି ଚଳିବାକୁ ହେବ । ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢ଼ାଇପାରେ । କେରଳରେ ଓନମ ପର୍ବ ପରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇଥିଲା । ଓଡ଼ିଶାରେ ପରିସ୍ଥିତି ଭଲ ଅଛି ।
ପର୍ବପର୍ବାଣୀର ସତର୍କ ରହିବାକୁ ପଡ଼ିବ ।…