Browsing Tag

corona update in india

କରୋନା ଅପଡେଟ: ଦେଶରେ ଗତ ୨୪ ଘଣ୍ଟାରେ ୮୬ ହଜାର ୮୨୧ ନୂଆ ମାମଲା ଚିହ୍ନଟ, ୧୧୮୧ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୬୩ ଲକ୍ଷ ପାର ହୋଇଛି । କିନ୍ତୁ ଆସ୍ୱସ୍ଥିକର କଥାଯେ, ଗୋଟେ ପଟରେ ସଂକ୍ରମିତ ସଂଖ୍ୟା ବଢି ଚାଲିଥିବା ବେଳେ ସେ ଅନୁଯାୟୀ ସୁସ୍ଥତା ହାର ବି ବଢି ବଢି ଚାଲିଛି । କରୋନା ସଂକ୍ରମିତ ଓ ଏଥିରୁ ସୁସ୍ଥତା ଲାଭ କରିଥିବା ସଂଖ୍ୟା ମଧ୍ୟରେ ଅନ୍ତର ବି…

ଦେଶରେ କମୁଛି ସଂକ୍ରମିତ ଓ ସୁସ୍ଥତା ହାର ମଧ୍ୟରେ ଦୂରତା, ୨୪ ଘଣ୍ଟାରେ ୮୦ ହଜାର ୪୭୨ ନୂଆ ମାମଲା ଚିହ୍ନଟ, ୧୧୭୯ ମୃତ

ଗୋଟେ ପଟରେ ଭାରତରେ କରୋନା ଭାଇରସ ମାମଲା ବଢିଚାଲିଥିବା ବେଳେ ସେହି ଅନୁସାରେ ବଢୁଥିବା ସୁସ୍ଥତା ହାର କିଛିଟା ଆଶ୍ବସ୍ତି ଆଣିଛି ।କରୋନା ସଂକ୍ରମିତ ଓ ଏଥିରୁ ସୁସ୍ଥତା ଲାଭ କରିଥିବା ରୋଗୀଙ୍କ ସଂଖ୍ୟାରେ ଦୂରତା ଧୀରେ ଧୀରେ କମିବାରେ ଲାଗିଛି । ଏଯାବତ ଦେଶରେ ୯ ଲକ୍ଷ ସକ୍ରିୟ ମାମଲା ଥିବା…

କରୋନା ଅପଡେଟ: ସୁଧୁରିଛି ଦେଶର ସ୍ଥିତି, ୨୬ ଦିନ ପରେ ୭୦ ହଜାର ତଳକୁ ଖସିଲା ଆକ୍ରାନ୍ତ ସଂଖ୍ୟା

ଦେଶରେ କୋଭିଡ ସ୍ଥିତି କିଂଚିତ ସୁଧୁରୁ ଥିବାର ଲକ୍ଷ କରାଯାଇଛି । ବିଶ୍ୱରେ ସଂକ୍ରମଣ ତାଲିକାରେ ଆମେରିକା ପଛକୁ ଭାରତର ସ୍ଥାନ ଦ୍ଵିତୀୟରେ ଥିବା ବେଳେ ଏବେ କିନ୍ତୁ ପୂର୍ବ ପରି କୋଭିଡ ସ୍ଥିତି ସେତେଟା ଜଟିଳ ନାହିଁ । ଦେଶରେ ସୁସ୍ଥତା ହାର ବଢ଼ୁଥିବାରୁ ହିଁ ଦେଶରେ କରୋନା ସ୍ଥିତି…

କରୋନା ଅପଡେଟ: ଦେଶରେ ଗତ ୨୪ ଘଂଟାରେ ୮୬ ହଜାର ୦୫୨ ନୂଆ ସଂକ୍ରମିତ ଚିହ୍ନଟ, ୧୧୪୧ ମୃତ

ଆଜି ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୫୮ ଲକ୍ଷ ପାର ହୋଇଛି । ଏମଧ୍ୟରୁ ୪୭ ଲକ୍ଷ ଲୋକ ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା ବେଳେ ୯ ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀଙ୍କର ଦେଶର ବିଭିନ୍ନ ହସ୍ପିଟାଲରେ ଅନ୍ୟ ମାନଙ୍କ ଚିକିତ୍ସା ଚାଲିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥତା ହାର ୮୧.୭୪ପ୍ରତିଶତ…

ଦେଶରେ ୯୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଜୀବନ ହାରିଲେ ୧୧୨୯

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଦ୍ରୁତ ଗତିରେ ଜାରି ରହିଛି । ଆକ୍ରାନ୍ତ ସଂଖ୍ୟା ସହ ସୁସ୍ଥ ସଂଖ୍ୟା ବି ବଢୁଥିବା କାରଣରୁ ଏହା କିଛିଟା ଆଶ୍ବସ୍ତି ଆଣିଛି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୬ ହଜାର ୫୦୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୧୨୯ଜଣଙ୍କ ମୃତ୍ୟୁ ହୋଇଛି । ଏହି ତଥ୍ୟ କେନ୍ଦ୍ର…

ଦେଶରେ ୯୦ ହଜାର ପାର ହେଲା ମୃତକ ସଂଖ୍ୟା, ୨୪ ଘଣ୍ଟାରେ ୧୦୮୫ ଜଣଙ୍କ ଜୀବନ ନେଲା କରୋନା

ଭାରତରେ ଏବେ ବି କରୋନା ମହାମାରୀ ପ୍ରଭାବ ଜାରି ରହିଛି । ପ୍ରତିଦିନ ହାରାହାରି ୮୦ ହଜାର ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ୮୩  ହଜାର ୩୪୭ ନୂଆ ମାମଲା ଚିହ୍ନଟ ହୋଇଥିବା…

କରୋନା ଅପଡ଼େଟ: ଦେଶରେ ଗତ ୨୪ ଘଣ୍ଟାରେ ୭୫୦୮୩ ନୂଆ ମାମଲା, ୧୦୫୩ ମୃତ

ଲଗାତାର କିଛି ଦିନ ଧରି ୯୦ହଜାରରୁ ଅଧିକ ଦୈନିକ ମାମଲା ଚିହ୍ନଟ ହେଉଥିବା ବେଳେ ଗତ ଦୁଇ ଦିନ ହେବ ଏହି ସଂଖ୍ୟାରେ କିଛିଟା ହ୍ରାସ ଘଟିଥିବା ନେଇ ରିପୋର୍ଟ ଆସିଛି । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟାରେ କିଛିଟା ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ମଙ୍ଗଳବାର ଅର୍ଥାତ ଆଜି ଦେଶରେ ମୋଟ କରୋନା…

ଦେଶରେ କରୋନାକୁ ନେଇ ଆଶ୍ଵସ୍ତିକର ଖବର, ୯୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ଲଗାତାର କିଛି ଦିନ ଧରି ଦେଶରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବା ବେଳେ ରବିବାର କିନ୍ତୁ ଏହି ସଂଖ୍ୟାରେ କିଛିଟା ହ୍ରାସ ଘଟିଥିବା ଜଣାଯାଇଛି । ଅନେକ ଦିନର ବ୍ୟବଧାନ ପରେ ରବିବାର ଦିନ ୯୦ ହଜାରରୁ କମ ସଂଖ୍ୟକ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟା ଭିତରେ ୮୬ ହଜାର ୯୬୧…

କରୋନା ଅପଡେଟ: ଗତ ୨୪ ଘଣ୍ଟାରେ ଦେଶରେ ୯୩ ହଜାର ୩୩୭ ନୂଆ ମାମଲା, ୧୨୪୭ ମୃତ

ଦେଶରେ କିଛି ଦିନ ହେବ କରୋନା ସଂକ୍ରମିତ ସଂଖ୍ୟା ଲଗାତାର ଭାବେ ବଢିଚାଲିଥିବା ବେଳେ ଶନିବାର କିନ୍ତୁ ଏହି ସଂଖ୍ୟାରେ କିଛିଟା ସ୍ଥିରତା ଆସିଥିବା ଲକ୍ଷ କରାଯାଇଛି । ଶନିବାର ୯୩ ହଜାର ୩୩୭ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୫୩ ଲକ୍ଷ ପାର ହୋଇଛି…

ଦେଶରେ ଲକ୍ଷେ ପାଖାପାଖି ଦୈନିକ ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ୯୭ ହଜାର ୮୯୪ ନୂଆ ମାମଲା, ୧୧୩୨ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ଭିତରେ ଦେଶରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁଧବାର ୯୭ ହଜାର ୮୯୪ ନୂଆ ମାମଲା ସାମ୍ନାକୁ ଆସିଥିବା ଜଣାଯାଇଛି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ୫୧ ଲକ୍ଷ ପାର କରିଯାଇଥିବା ନେଇ ରେକର୍ଡ ହୋଇଛି । ଆଉ ମଧ୍ୟ ମାତ୍ର ୧୧ଦିନ…

କରୋନା ଅପଡେଟ: ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୨୦୧ ଜଣ ମୃତ, ୭୭ ହଜାର ପାର ହେଲା ମୃତ୍ୟୁସଂଖ୍ୟା

ଦେଶରେ ଲଗାତାର ତୃତୀୟ ଦିନ ପାଇଁ କରୋନା ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି । ତୃତୀୟ ଦିନ ପାଇଁ ମାତ୍ର ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ୯୭ ହଜାର ୫୭୦ ନୂଆ ମାମଲା ସମ୍ନାକୁ ଆସିଥିବା ବେଳେ ଏହାକୁ ମିଶାଇ ଦେଶରେ ମୋଟ…