ଆଜି ରାଜ୍ୟରେ ଆଉ ୧୬୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ମୃତକ ସଂଖ୍ୟା ୧୩୦୦ରୁ ତିନି କମ
ଭୁବନେଶ୍ୱର: ଆଜି ରାଜ୍ୟର ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୧୬୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ ୯୪୧ ଜଣ ପୂର୍ବରୁ କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ୬୭୬ ଜଣ ଲୋକାଲ କଣ୍ଟକଟରୁ ସଂକ୍ରମିତ ହୋଇଥିବା ଜଣାଯାଇଛି । ଯେବେକି ଷ୍ଟେଟପୁଲରୁ ୩୬ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।…