Below header
Browsing Tag

corona updates

ଆଜି ରାଜ୍ଯରେ ୬୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୬୪ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୩୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ହଜାର ୦୫୬କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୭ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୭ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୩୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ହଜାର ୮୬୦କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୮୮ ଜଣ କରୋନା ଆକ୍ରାନ୍ତ, ଗଲା ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୮୮ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୫୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ହଜାର ୨୬୨କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ରାଜ୍ଯରେ ଆଜି ୪୦୭ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୧୮୨୦କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଜି ୪୦୭ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୨୩୬, ଏବଂ ଲୋକାଲ୍ କେସରୁ ୧୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ହଜାର ୭୯୬ କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ଆଜି ରାଜ୍ଯରେ ୩୩୨ କରୋନା ପଜିଟିଭ୍ ଚିହ୍ନଟ, ଗଲା ୪ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ଯରେ ଆଜି ୩୩୨ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୧୮୯, ଏବଂ ଲୋକାଲ୍ କେସରୁ ୧୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ହଜାର ୦୮୯କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

୨୪ ଘଣ୍ଟାରେ ଦେଶର କରେନା ଅପଡେଟ : ଦିନକରେ ୯୬ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ, ୧,୧୭୪ ମୃତ

ନୂଆଦିଲ୍ଲୀ : ଦେଶରେ ୫୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ମୃତ୍ୟୁ ସଂଖ୍ୟା ଟପିଲା ୮୪ ହଜାର। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଗତ ୨୪ ଘଣ୍ଟାରେ ସାରା ଦେଶରେ ୯୬ ହଜାର ୪୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ…

ଟ୍ବିନ ସିଟି କରୋନା ଅପଡେଟ: ଭୁବନେଶ୍ବରରୁ ଆଉ ୧୩୩ ଓ କଟକର ୫୩ ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବରରେ ଆଜି ୧୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୯୬ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଓ ୩୭ଜଣ ଲୋକାଲ କେସ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି  ବିଏମସି। ଏହି ଆକ୍ରାନ୍ତମାନଙ୍କୁ  ମିଶାଇ ରାଜଧାନୀ ଭୁବନେଶ୍ବରରେ ୪୦୬୨ ଓ ସୁସ୍ଥ…

ଭାରତରେ ୬୮୧ଜଣଙ୍କ ମୁଣ୍ଡ ନେଲାଣି ଭୟଙ୍କର କରୋନା: ଦିଲ୍ଲୀ,ଗୁଜରାଟ ଓ ରାଜସ୍ଥାନରେ ସ୍ଥିତି ଉଦବେଗଜନକ

ନୂଆଦିଲ୍ଲୀ: କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌ । ଭାରତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୬ଶହରୁ ଅଧିକ ମୁଣ୍ଡ ନେଲାଣି ଭୟଙ୍କର ଭାଇରସ୍‌ କରୋନା । ଦେଶରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୬୮୧ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୧ ହଜାର ୩୯୩ ଜଣ ଆକ୍ରାନ୍ତ…

ଗତ ୨ ମାସ ମଧ୍ୟରେ ୨୮ ଶହ ଲୋକ ପଶ୍ଚିମବଙ୍ଗରୁ ଆସିଛନ୍ତି ଓଡ଼ିଶା: କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ସୂଚନା, କହିଲେ…

ବାଲେଶ୍ୱର: ବାଲେଶ୍ୱରରେ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ ସାମଲ । ଗତ ୨ ମାସ ମଧ୍ୟରେ ୨୮ ଶହ ଲୋକ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଛନ୍ତି । ମାର୍ଚ୍ଚ ୨୮ ଓ ୨୯ରେ ପ୍ରାୟ ୧୫ ଶହ ଲୋକ ଓଡ଼ିଶା ଫେରିଛନ୍ତି । ସେମାନଙ୍କୁ ଗ୍ରାମ ପଞ୍ଚାୟତ କ୍ୱାରେଣ୍ଟାଇନ୍‌ରେ ରଖିବାକୁ କୁହାଯାଇଛି…

ଯାଜପୁରର ୫ ପଜିଟିଭ୍‌ ପରେ ପ୍ରଶାସନର ପଦକ୍ଷେପ, ୮ଟି ରାଜସ୍ୱ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଯାଜପୁର: ଗତକାଲି ଯାଜପୁରରୁ ୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ପରେ କୋରାଇ ବ୍ଲକ ମକୁନ୍ଦପୁର ପଞ୍ଚାୟତର ୯ଟି ରାଜସ୍ୱ ଗାଁ ମଧ୍ୟରୁ କେବଳ ଜାଗୁଳେଇ ଗଡିଆକୁ ଛାଡି ଅନ୍ୟ ୮ଟି ରାଜସ୍ୱ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଏହା ସହ ପଜିଟିଭ୍‌ ଆସିଥିବା ପରିବାର ଲୋକଙ୍କୁ…

ପେଟର ଭୋକ ମାନୁନି ଲକ ଡାଉନ ନିୟମ, ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଶ୍ରମିକ ମାନେ ଫେରୁଛନ୍ତି ଗାଁକୁ

ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ ଅବଧିକୁ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏପରି ଏକ ସମୟରେ ଅଧିକ ହଇରାଣ ହେବାକୁ ପଡିଛି ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନଙ୍କୁ । ଆଉ କୌଣସି ଉପାୟ ନପାଇ ଏହି ଦିନ ମଜୁରିଆ ମାନେ ପାଦରେ ଚାଲି…

କରୋନାର ନୂଆ ଟ୍ରିଟମେଣ୍ଟ୍‌: ଦିଲ୍ଲୀ ମାକ୍ସ ହସ୍ପିଟାଲରେ ପ୍ଲାଜ୍‌ମା ଚିକିତ୍ସା, ଫଳପ୍ରଦ ହେବା ନେଇ ଡାକ୍ତରଙ୍କ ଆଶା

ନୂଆଦିଲ୍ଲୀ : କରୋନା ପାଇଁ ଭାରତରେ ଆରମ୍ଭ ହୋଇଛି ପ୍ଲାଜ୍‌ମା ଚିକିତ୍ସା। ନୂଆ ଦିଲ୍ଲୀର ସାକେତ ଠାରେ ଥିବା ମ୍ୟାକ୍ସ ହସପିଟାଲରେ ପ୍ରଥମ କରି ପ୍ଲାଜମା ଚିକିତ୍ସା ଆରମ୍ଭ ହୋଇଛି। କରୋନା ପାଇଁ କୌଣସି ଟୀକା କିମ୍ବା ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ ପ୍ଲାଜମା ଚିକିତ୍ସା ଫଳପ୍ରଦ ହେବ ବୋଲି ଆଶା…