ଗତ ୨ ମାସ ମଧ୍ୟରେ ୨୮ ଶହ ଲୋକ ପଶ୍ଚିମବଙ୍ଗରୁ ଆସିଛନ୍ତି ଓଡ଼ିଶା: କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ସୂଚନା, କହିଲେ ସମସ୍ତଙ୍କର ହେବ ସାମ୍ପଲ ଟେଷ୍ଟ

ବାଲେଶ୍ୱର: ବାଲେଶ୍ୱରରେ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ ସାମଲ । ଗତ ୨ ମାସ ମଧ୍ୟରେ ୨୮ ଶହ ଲୋକ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଛନ୍ତି । ମାର୍ଚ୍ଚ ୨୮ ଓ ୨୯ରେ ପ୍ରାୟ ୧୫ ଶହ ଲୋକ ଓଡ଼ିଶା ଫେରିଛନ୍ତି । ସେମାନଙ୍କୁ ଗ୍ରାମ ପଞ୍ଚାୟତ କ୍ୱାରେଣ୍ଟାଇନ୍‌ରେ ରଖିବାକୁ କୁହାଯାଇଛି । ସରପଞ୍ଚ ଓ GPOଙ୍କୁ ନେଇ ଡାଟା ପ୍ରସ୍ତୁତ କରାଯାଇଛି । ସମସ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କ ସାମ୍ପଲ ଟେଷ୍ଟ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.