Browsing Tag

corona vaccine in odisha

ରାଜ୍ୟରେ ୬ କୋଟି ଛୁଇଁଲା କୋଭିଡ୍‌ ଟିକାକରଣ, ମୁଖ୍ୟମନ୍ତ୍ରୀ କହିଲେ ଏପରି

ଭୁବନେଶ୍ୱର (କେନ୍ୟୁଜ) : କୋଭିଡ ଟିକାକରଣରେ ଓଡ଼ିଶାର ଆଉ ଏକ ମାଇଲଖୁଣ୍ଟ। ରାଜ୍ୟରେ ୬କୋଟି ଡୋଜ ଛୁଇଁଲା କୋଭିଡ ଟିକାକରଣ। କୋଭିଡ ବିରୋଧୀ ଯୁଦ୍ଧରେ ଏହା ଏକ ବଡ଼ ସଫଳତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।…

ରାଜ୍ୟରେ ଦେଢ଼ କୋଟି ଡୋଜ୍‌ ଟପିଲା ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍): ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ। ରାଜ୍ୟରେ ଟିକାକରଣ ଦେଢ଼ କୋଟି ଡୋଜ୍‌ ଟପିଲା । ଜାନୁଆରୀ ୧୬ ତାରିଖରେ ଦେଶ ତଥା ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିଲା । ଏହାର ୬ ମାସ ପରେ ରାଜ୍ୟରେ କରୋନା ଟିକାକରଣ ଦେଢ଼ କୋଟି ଡୋଜ୍‌ ଟପିଛି । ଗତକାଲି ୨ ଲକ୍ଷ ୩୬ ହଜାର ୭୭୪ ଜଣ…

ରାଜଧାନୀରେ ଆଜିଠାରୁ ଆରମ୍ଭ ହେଲା ଭାକ୍ସିନ ଆଟ୍ ଡୋର ଷ୍ଟେପ ଅଭିଯାନ, ବିଏମସି ପକ୍ଷରୁ ୬ଟି ଆପାର୍ଟମେଣ୍ଟରେ ଚାଲିଛି…

ଭୁବନେଶ୍ବର: ରାଜଧାନୀରେ ଆଜିଠାରୁ ଆରମ୍ଭ ହେଲା ଭାକ୍ସିନ ଆଟ୍ ଡୋର ଷ୍ଟେପ ଅଭିଯାନ। ବିଏମସି ପକ୍ଷରୁ ୩ଟି ଯୋନରେ ୬ଟି ଆପାର୍ଟମେଣ୍ଟରେ ଚାଲିଛି ଟୀକାକରଣ। ବିଭିନ୍ନ ଆପାର୍ଟମେଣ୍ଟର ରେସିଡେନସିଆଲ ୱେଲଫର ଆସୋସିଏସନ ପକ୍ଷରୁ ପୂର୍ବରୁ ଏନେଇ ହୋଇଥିଲା ଆବେଦନ। ପ୍ରତି ଆପାର୍ଟମେଣ୍ଟରେ ୨ଶହ…

ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ର ନିକଟରେ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ବର: ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି ଜଣାଇଛନ୍ତି। ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍‌ ଚାପ ପଡିବ। ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ବିଶେଷ ସହାୟକ ହେବ। ଏହାସହ କେନ୍ଦ୍ର ସରକାର ବିଭିନ୍ନ ସେସ୍‌ ଓ ସରଚାର୍ଜ…

ରାଜ୍ୟରେ ଟିକାର ଅଭାବ: ସିଙ୍ଗଲ ଡୋଜ୍‌ ସ୍ପୁଟନିକ୍‌ ଲାଇଟକୁ ବିକଳ୍ପ ନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇପାରେ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଟିକାର ଅଭାବ । ବିଭିନ୍ନ ଟିକାନ୍ଦ୍ରେରେ ଟିକା ନଥିବା ସମସ୍ୟା ଉପୁଜୁଛି। କୋଭାକ୍ସିନ୍‌ ଓ କୋଭିସିଲଡ ମିଳିବାରେ ସମସ୍ୟା ଥିବାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁରୀପ୍ରାପ୍ତ ସ୍ପୁଟନିକ୍‌-ଭି ଓ ସ୍ପୁଟନିକ୍‌ ଲାଇଟକୁ ବିକଳ୍ପ ଭାବେ ଚିନ୍ତା କରୁଛନ୍ତି ରାଜ୍ୟ ସରକାର।…

ରାଜ୍ୟରେ ୨୦ଲକ୍ଷ ଟପିଲା ଟିକାକରଣ, ଏପ୍ରିଲ ୨ରେ ଆସିବ ଆଉ ୯ଲକ୍ଷ ୮୮ହଜାର ଡୋଜ୍‌

ଭୁବନେଶ୍ବର: ରାଜ୍ୟରେ ୨୦ଲକ୍ଷ ଟପିଛି ଟିକାକରଣ । ୫୬ ଦିନରେ ୨୦ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ପ୍ରଥମ ୧୦ଲକ୍ଷ ଲୋକଙ୍କୁ ଟିକା ଦେବାକୁ ୪୫ଦିନ ଲାଗିଥିବାବେଳେ ଦ୍ୱିତୀୟ ୧୦ଲକ୍ଷ ଲୋକଙ୍କୁ ମାତ୍ର ୧୧ ଦିନରେ ଟିକା ଦିଆଯାଇଛି। ଗତକାଲି ୫୬ ହଜାର ୬୦୧ଜଣ ବରିଷ୍ଠ ନାଗରିକ ଟିକା ନେଇଛନ୍ତି।…

ପୁଣେର ସେରମ ଇନଷ୍ଟିଚ୍ୟୁଟ୍‌ରୁ ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ଭୁବନେଶ୍ବର: ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ ଟିକା। ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍ଡ ଟିକା ଆସି ପହଞ୍ଚିବ। ପୁଣେର ସେରମ ଇନଷ୍ଟିଚ୍ୟୁଟ୍‌ରୁ ଆସିବ ଟିକା। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ ଲକ୍ଷ ୪୦ ହଜାର ୮ ଶହ ଭାଏଲ ଆସିଥିଲା। ଆଜି ୧୯୨ଟି ସେସନ୍‌ରେ ଟିକାକରଣ କରାଯିବ। ୨୦ ତାରିଖରେ…

ଆଜିଠୁ ରାଜ୍ୟରେ ବ୍ୟାପକ ହେବ ଟିକାକରଣ: ସବୁ ମେଡିକାଲ କଲେଜରେ ୫ଟି ଲେଖାଏଁ କେନ୍ଦ୍ର, ୨ ଶହ ଜଣଙ୍କୁ ଦିଆଯିବ ଟିକା

ଭୁବନେଶ୍ବର: ଗୋଟିଏ ଦିନର ବ୍ୟବଧାନ ଆଜିଠାରୁ ଜୋରଦାର ହେବ କୋଭିଡ୍‌ ଟିକାଦାନ ଅଭିଯାନ । ପ୍ରଥମ ଦିନରେ ୧୬୧ଟି କେନ୍ଦ୍ରରେ ଟିକାଦାନ ହୋଇଥିଲା । ଆଜି ଟିକାଦାନ କେନ୍ଦ୍ର ସଂଖ୍ୟାରେ ବୃଦ୍ଧି ହେବ । ଘରୋଇ ଓ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୫ଟି ଟିକାଦାନ କେନ୍ଦ୍ର ରହିବ । ପ୍ରତି…

ଆଜି ଭୁବନେଶ୍ୱରରେ ପହଞ୍ଚିବ କରୋନା ଭ୍ୟାକ୍ସିନ୍, ୩୪ଟି କେସ୍‌ରେ ୪୦ ହଜାର ୮ ଶହ ଭାଏଲ ଆସୁଛି ଓଡ଼ିଶା

ଭୁବନେଶ୍ବର: ସେରମ୍‌ ଇନଷ୍ଟିଚ୍ୟୁଟ୍‌ରୁ ବାହାରିଲା ଭ୍ୟାକ୍ସିନ ଗାଡି । ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ କୋଭିସିଲ୍‌ଡ ଟିକାକୁ ତିନିଟି ଟ୍ରକ୍‌ ଯୋଗେ ପୁଣେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିଆଯାଇଥିଲା । ବିମାନ ବନ୍ଦରରୁ ଟିକାର ଡୋଜ୍‌ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ । ମୋଟ୍‌ ୮ଟି ବିମାନ ପୁଣେ…

କୌଣସି ମୁହୂର୍ତ୍ତରେ ଓଡ଼ିଶାରେ ପହଁଚିବ ଟିକା ! ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ବର: କୌଣସି ମୁହୂର୍ତ୍ତରେ ଓଡ଼ିଶାରେ ପହଁଚିବ ଟିକା । ଟିକା ପହଁଚିଲେ ଆରମ୍ଭ ହେବ ଟିକାକରଣ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ ବା ଟିକା କେନ୍ଦ୍ର ପ୍ରସ୍ତୁତ ହୋଇଛି । ହେଲେ ପ୍ରଥମ…