Below header
Browsing Tag

corona virus in india

ହୋଇଯାଆନ୍ତୁ ସାବଧାନ! କରୋନା ଆଁ ଭିତରେ ପଶିଲେଣି ଗାଈ, ମଇଁଷି ଓ କୁକୁର…

କ’ଣ କରୋନା ଭାଇରସ୍‌ ପଶୁଙ୍କ ମଧ୍ୟରେ ବି ବ୍ୟାପି ପାରିବ? ଏବେ ଏହି ପ୍ରଶ୍ନର ଉତ୍ତର ଆମକୁ ମିଳି ଯାଇଛି। ନିକଟରେ ଗୁଜରାଟରେ ହୋଇଥିବା ଏକ ଅଧ୍ୟୟନରୁ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ଏହି ଭୟଙ୍କର ଭାଇରସ୍‌ ପଶୁମାନଙ୍କୁ ବି ସଂକ୍ରମିତ କରି ପାରିବ। ଅଧ୍ୟୟନରେ ଗାଈ, ମଇଁଷି ଓ…

ଭାରତରେ କରୋରନାର କମ୍ପନ, ପ୍ରଥମ ଥର ଗୋଟିଏ ଦିନରେ ୩ ମୃତ, ୮୧ ନୂଆ ମାମଲା ସହ ୩୯୬ ଆକ୍ରାନ୍ତ

କରୋନା ଭାଇରସ୍‌ କାରଣରୁ ବିହାରରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିବା ପରେ ଲୋକେ ଆହୁରି ଭୟଭୀତ ଅବସ୍ଥାରେ ଅଛନ୍ତି। କିଛି ଦିନ ତଳେ କତରରୁ ଆସିଥିବା ୩୮ ବର୍ଷିୟ ଯୁବକଙ୍କୁ ଶନିବାର ରାତିରେ ପାଟଣା ଏମ୍ସରେ ଭର୍ତ୍ତୀ କରାଯାଇଥିଲା। ମୃତ୍ୟୁ ଘଟିଥିବା ଯୁବକଙ୍କୁ ଡାଇବେଟିଜ୍‌ ରୋଗୀ ଥିଲେ…

ଭାରତରେ ହୁ ହୁ ହୋଇ ମାଡି ଚାଲିଛି କରୋନା, ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୮୩ ଆଜି ହୋଇଗଲା ୧୦୭

କେନ୍ୟୁଜ୍(ବ୍ୟୁରୋ): ଭାରତରେ ଦିନକୁ ଦିନ କାୟା ମେଲୁଛି କରୋନା । ଏପର୍ଯନ୍ତ ୧୦୭ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ ବିଳମ୍ବିତ ରାତିରେ ଆଉ ୫ ଜଣଙ୍କ ନିକଟରେ କରୋନା ପଜିଟିଭ୍‌ ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ମୋଟ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଏହି ଉପାୟରେ ଘରକୁ ରଖନ୍ତୁ ପରିଷ୍କାର, ପାଖ ମାଡ଼ିବନି କରୋନା ଭାଇରସ୍‌

କରୋନା ଭୟ ସାରା ବିଶ୍ୱକୁ ଘାରିଛି। ଏହି ବିଷାଣୁ ବ୍ୟାପିବାକୁ କୌଣସି ନିର୍ଦ୍ଦିଷ୍ଟ ମାଧ୍ୟମ ନ ଥିବାରୁ କିଏ କେତେବେଳେ ଆକ୍ରାନ୍ତ ହେବ ତାହା ଜଣାପଡ଼ୁନାହିଁ। ଏଣୁ ଧୀରେ ଧୀରେ କରୋନାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଲାଣି। ଲୋକମାନେ କରୋନାରୁ ନିଜକୁ ବଞ୍ଚାଇବା ପାଇଁ ମୁହଁରେ ମାସ୍କ…

କରୋନା ଭାଇରସ୍‌ରେ ଆକ୍ରାନ୍ତ ଭାରତୀୟଙ୍କ ମୃତ୍ୟୁ, ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କର୍ଣ୍ଣାଟକର କଲବୁର୍ଗାରେ କରୋନା ଭାଇରସ୍‌ରେ ଜଣେ ୭୬ ବର୍ଷୀୟ ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି। କରୋନା ଭାଇରସ ଯୋଗୁ ଏହା ଭାରତରେ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବୁଧବାର କହିଛି ଯେ ଏକ ଅଫିସିଆଲ ନୋଟ୍‌ରେ ମୃତକଙ୍କୁ ଚିହ୍ନଟ କରାଯାଇ ତାଙ୍କ…

ମୁସଲମାନଙ୍କ ଅଙ୍ଗ ବାହାର କରି କରୋନା ପୀଡ଼ିତଙ୍କ ଚିକିତ୍ସା କରୁଛି ଚୀନ୍‌!

ଦୁନିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ଚୀନ୍‌ରେ କରୋନା ସଂକ୍ରମଣକୁ ପ୍ରାୟତଃ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ ଏବେ ଚୀନ୍‌ର କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ ଉଠିଛି। ଏକ ରିପୋର୍ଟ ମୁତାବକ ଚୀନ୍‌ ସରକାର କ୍ୟାମ୍ପରେ ବନ୍ଦ ଥିବା ଉଇଗୁର ମୁସ୍‌ଲିମ୍‌ଙ୍କ ଅଙ୍ଗ ବାହାର କରି…

ଭାରତରେ କରୋନା ସଂଖ୍ୟା ୫୦କୁ ବୃଦ୍ଧି: ପୁଣି ସାମ୍ନାକୁ ଆସିଲା ନୂଆ ରିପୋର୍ଟ

କରୋନା ଭାଇରସ ଏବେ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଆଜି ପୁଣିଥରେ କେରଳ ଓ କର୍ଣ୍ଣାଟକାରେ ୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୫୦ରେ ପହଞ୍ଚି ଯାଇଛି।…

କରୋନାରୁ ରକ୍ଷା ପାଇବା ପାଇଁ ଚିଲକୁର ବାଲାଜୀଙ୍କ ଶରଣ ପଶିଲେ ହାଇଦ୍ରାବାଦବାସୀ, ମନ୍ଦିରରେ ଚାଲିଛି ଖାସ୍‌…

ସବୁଠି ଏବେ କରୋନା ଭୟ। ଚୀନରୁ ମାଡ଼ିଆସୁଛି ଏହି ଘାତକ ରୋଗ। ଏହାର କୌଣସି ଚିକିତ୍ସା ନ ଥିବା ବେଳେ ସରକାରୀ ସ୍ତରରୁ ଆରମ୍ଭ କରି ବିଭିନ୍ନ ଘରୋଇ ସଙ୍ଗଠନ, ସମସ୍ତେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି। ମହାମାରୀ ରୂପ ନେଇଥିବା କରୋନା ଚୀନ ସମେତ ବିଶ୍ୱର ୭୭ଟି ଦେଶରେ କାୟାବିସ୍ତାର…

ଭାରତରେ କରୋନା ପ୍ରବେଶ କରିବା ପରେ ଅନୁପମ୍‌ ଖେର ସେୟାର କଲେ ଭିଡିଓ, କହିଲେ ‘ଏଥରକ ନମସ୍ତେ କୁହନ୍ତୁ’

ଭାରତରେ କରୋନା ଭାଇରସ୍‌ ପ୍ରବେଶ କରିଥିବା ବେଳେ ଏନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଚିନ୍ତା ବ୍ୟକ୍ତ କରିଛନ୍ତି। ଇତି ମଧ୍ୟରେ ଅଭିନେତା ଅନୁପମ ଖେରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଅନୁପମ ଖେର ଲୋକଙ୍କୁ କରୋନା ଭାଇରସ୍‌ରୁ…