Browsing Tag

coronavirus outbreak

କରୋନା ସଂକ୍ରମଣ ମାମଲାରେ ଚୀନ୍‌କୁ ଟପିଲା ପାକିସ୍ତାନ, ୨୪ ଘଣ୍ଟାରେ ଗଲାଣି ୮୨ ଜଣଙ୍କ ପ୍ରାଣ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲାରେ ଚୀନ୍‌କୁ ଟପିଲା ପାକିସ୍ତାନ। ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନରେ ୪,୬୮୮ ନୂଆ ମାମଲା ଚିହ୍ନଟ ହୋଇଛି। ପାକିସ୍ତାନରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୨୪୬ ରହିଛି। ଅନ୍ୟପକ୍ଷେ ଚୀନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୮୪ ହଜାର ୧୬୦ ରହିଛି। ଚୀନ୍‌…

ବିଶ୍ୱରେ କରୋନା ସଂକ୍ରମଣରେ ୧୦ ନମ୍ବର ସ୍ଥାନରେ ଭାରତ: ୨୪ ଘଣ୍ଟାରେ ଭିତରେ ୬ ହଜାର ୯୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବ୍ୟାପିବାରେ ଲାଗିଛି ସଂକ୍ରମଣ। ବିଶ୍ୱରେ କରୋନା ପ୍ରଭାବିତ ତାଲିକାର ୧୦ ତମ ତାଲିକାରେ ରହିିଛି ଭାରତ । ଏଯାଏ ଦେଶରେ ୧ ଲକ୍ଷ ୩୮ ହଜାର ୮୪୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ଯକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ…

ଦୁବାଇରେ କରୋନାରେ ପ୍ରାଣ ହରାଇଲେ ଓଡ଼ିଆ, ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ

ପଟ୍ଟାମୁଣ୍ଡାଇ: ବିଦେଶରେ ପୁଣି ଜଣେ ଓଡ଼ିଆଙ୍କ କରୋନାରେ ମୃତ୍ୟୁ । ଦୁବାଇରେ ପ୍ରାଣ ହରାଇଲେ ଓଡ଼ିଆ । ମୃତକ ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗାଁର ମହେନ୍ଦ୍ର ନାଥ । କରେନାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଦୁବାଇ ମେଡିକାଲ ରିପୋର୍ଟ ସ୍ପଷ୍ଟ କରିଛି । ସେପଟେ ପୁଅକୁ ହରାଇବା ଦୁଃଖରେ ଭାଙ୍ଗି…

ଚୀନକୁ ଲାଗିଲା ବଡ ଝଟକା ! WHO ସ୍ୱୀକାର କଲା, କରୋନା ଭାଇରସ ବ୍ୟାପିବାରେ ବୁହାନର ରହିଛି ବହୁତ ବଡ଼ ଭୂମିକା

କରୋନା ଭାଇରସର ପ୍ରସାର ଏବଂ ଉତ୍ପତିକୁ ନେଇ ସମସ୍ତଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇଛି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO)। ସେ ଜଣାଇଛି ଯେ କରୋନା ବ୍ୟାପିବାରେ ଚୀନର ବହୁତ ବଡ଼ ଭୂମିକା ରହିଛି। ସେ ଏହା ମଧ୍ୟ ଜଣାଇଛି ଯେ ଚୀନର ବୁହାନ ମାର୍କେଟ କରୋନା ଭାଇରସ ବ୍ୟାପିବାର ବଡ କାରଣ ଅଟେ।…

ରଥଯାତ୍ରା ଉପରେ ପଡିପାରେ କରୋନା ପ୍ରଭାବ, ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି

ପୁରୀ: କରୋନା ମହାମାରୀ ପାଇଁ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ ଏଯାଏ କୌଣସି ନିଷ୍ପତ୍ତି ହୋଇ ନାହିଁ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଶ୍ରୀଜିଉଙ୍କ ରଥଯାତ୍ରା ଆୟୋଜନ ନେଇ…