Browsing Tag

Country

ଜାଣନ୍ତୁ ଏହି ଦେଶର ଲୋକମାନେ ଗୋଟିଏ ବର୍ଷରେ କେତେ ମଦ୍ୟପାନ କରନ୍ତି, ସାମ୍ନାକୁ ଆସିଲା ରିପୋର୍ଟ

ଲୋକମାନେ କେବଳ ଆଜି ନୁହେଁ ବରଂ ଅନେକ ଶତାବ୍ଦୀ ଧରି ମଦ ସହିତ ଜଡିତ ଅଛନ୍ତି । ଭାରତ ସମେତ ସମଗ୍ର ବିଶ୍ୱରେ ମଦ୍ୟପାନ କରାଯାଏ । ପ୍ରତିବର୍ଷ ହଜାର ହଜାର ଏବଂ କୋଟି କୋଟି ଟଙ୍କାର ମଦ ବିକ୍ରି ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କେଉଁ ଦେଶର ଲୋକମାନେ ଅଧିକ ମଦ୍ୟପାନ କରନ୍ତି ? ତାହେଲେ ଆସନ୍ତୁ…

ଏହି ଦେଶରେ ଅଧିକାଂଶ ଲୋକେ ଖାଇଥାନ୍ତି ଭେଜ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ଖାଇବା ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ । ଖାଦ୍ୟ ଦୃଷ୍ଟିରୁ, କିଛି ଲୋକ ଭେଜ୍ ଖାଇବାକୁ ପସନ୍ଦ କରୁଥିବାବେଳେ କିଛି ଲୋକ ନନ୍-ଭେଜ୍ ଖାଇବାକୁ ପସନ୍ଦ କରନ୍ତି । ବର୍ତ୍ତମାନ କିଛି ଲୋକ ଭେଗାନ ମଧ୍ୟ ହେଇଯାଉଛନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି…

ଜାଣନ୍ତୁ କାହାକୁ ଦୁନିଆର ସବୁଠାରୁ ଦୁଃଖୀ ଦେଶ କୁହାଯାଏ?

ଦୁନିଆର ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ସବୁବେଳେ ଅତ୍ୟନ୍ତ ଦୁଃଖୀ ରୁହନ୍ତି । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି ଯାହାକୁ ଦୁନିଆର ସବୁଠାରୁ ଦୁଃଖୀ ଦେଶ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହା କେଉଁ ଦେଶ? ଦୁନିଆର ଅନେକ ଦେଶରେ ଏପରି ଲୋକ ଅଛନ୍ତି ଯେଉଁମାନେ…

ଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ, ୮ ରାଜ୍ୟରେ ୪୯ ଲୋକସଭା ଆସନରେ ମତଦାନ

ନୂଆଦିଲ୍ଲୀ : ଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ । ୬ଟି ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା ଜନାର୍ଦ୍ଦନ। ଉତ୍ତରପ୍ରଦେଶର ୧୪, ମହାରାଷ୍ଟ୍ରର ୧୩,…

ନିର୍ଘାତ ତାତିରେ ଛଟପଟ: ଦେଶର ଅନେକ ରାଜ୍ୟରେ ଉପରମୁଁହା ପାରଦ,ଏହି ସବୁ ସ୍ଥାନ ଗୁଡିକରେ ବର୍ଷା ସତର୍କତା

ଦେଶର ଅନେକ ରାଜ୍ୟରେ ଅତ୍ୟଧିକ ଗରମ ହେଉଛି । ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ତେବେ ଏପ୍ରିଲ ଆରମ୍ଭରୁ କଲବଲ କଲାଣି ଗ୍ରୀଷ୍ମ ପ୍ରବାହ । ତେବେ ବର୍ତ୍ତମାନ ଓଡ଼ିଶା, ଝାଡଖଣ୍ଡ, ରାୟାଲିସିମା, ପଶ୍ଚିମବଙ୍ଗ, ଉପକୂଳ ଆନ୍ଧ୍ରପ୍ରଦେଶ, ୟନମ ଏବଂ ଉତ୍ତର…

କେଉଁ ଦେଶ ପୃଥିବୀର କେନ୍ଦ୍ର? ଜାଣନ୍ତୁ ଏଠାରେ କିଭଳି ଥାଏ ପରିବେଶ

ବିଜ୍ଞାନ ପୃଥିବୀ ବିଷୟରେ ଏପରି ଅନେକ ଜିନିଷ ଆବିଷ୍କାର କରିଛି ଯାହା ସମସ୍ତଙ୍କ ମନରେ କୌତୁହଳ ବଢ଼ାଇଥାଏ । ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ପୃଥିବୀର ମଧ୍ୟଭାଗର ସ୍ଥାନ କେଉଁଠାରେ ଅଛି? ପୃଥିବୀର କେନ୍ଦ୍ର କ'ଣ ଏବଂ ଏଠାରେ କେଉଁ ଦେଶ ରହିଛି? ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...…

ପୃଥିବୀର ସବୁଠାରୁ ଛୋଟ ଦେଶ, ଜାଣନ୍ତୁ କେଉଁଠାରେ ରହିଛି ଏହି ସ୍ଥାନ

ଆପଣମାନେ ତ ଜାଣିଥିବେ ଯେ ୟୁରୋପ ମାଳଦ୍ୱୀପରେ ଉପସ୍ଥିତ ଥିବା ଭେଟିକଲ୍‌ ସିଟି ପୃଥିବୀର ସବୁଠାରୁ ଛୋଟ ଦେଶ ଭାବରେ ପରିଗଣିତ ହୋଇଥାଏ । ଆପଣ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ମାତ୍ର ୪୪ ହେକ୍ଟର କ୍ଷେତ୍ର ସହିତ ଏହି ଦେଶରେ ବୁଲାବୁଲି କରିପାରିବେ । ଯଦି ଆପଣ ଦୁନିଆର ସବୁଠାରୁ ଛୋଟ ଦେଶ ବିଷୟରେ…

ଶୀତ, ଗରମ ଏବଂ ବର୍ଷା ନୁହେଁ ବରଂ ଏହି ଦେଶରେ ରହିଛି ସମୁଦାୟ ୨୪ ଋତୁ

ପୂରା ବିଶ୍ୱରେ ଲୋକମାନେ ଚାରୋଟି ପାରମ୍ପାରିକ ଋତୁ ଅନୁଭବ କରନ୍ତି, ବସନ୍ତ, ଗ୍ରୀଷ୍ମ, ଶରତ ଏବଂ ଶୀତ । ତେବେ ଏହି ଋତୁ ଗୁଡିକ ଭିନ୍ନ ଭିନ୍ନ ହୋଇଥାଏ । ଏହା ସହ କେତେକ ଅଞ୍ଚଳରେ କ୍ରମାଗତ ଗରମ ଅନୁଭୂତ ହେଉଥିବାବେଳେ ଅନ୍ୟ ସ୍ଥାନମାନଙ୍କରେ ଲଗାତାର ବର୍ଷା କିମ୍ବା ପ୍ରବଳ ଥଣ୍ଡା ଅନୁଭବ…

ଜାଣନ୍ତୁ ବିଶ୍ୱର ଏପରି ଏକ ଦେଶ ଯେଉଁଠାରେ ମାତ୍ର ୩ ଜଣ ଲୋକ ଏବଂ ତିନିଟି କୁକୁର ରୁହନ୍ତି

ବର୍ତ୍ତମାନ ସମଗ୍ର ବିଶ୍ୱରେ ୨୨୫ ଟି ଦେଶ ଅଛି । ସେହି ସବୁ ଦେଶ ମଧ୍ୟରେ କେତେକ ଦେଶ ବହୁତ ବଡ ଏବଂ କେତେକ ବହୁତ ଛୋଟ । ସେହିପରି କେତେକ ଦେଶରେ କୋଟି କୋଟି ଲୋକ ବାସ କରୁଥିବାବେଳେ କେତେକ ଦେଶରେ କେବଳ ଅଳ୍ପ ହଜାର କିମ୍ବା ଲକ୍ଷ ଲୋକ ବାସ କରୁଛନ୍ତି । ଏବେ ଆମେ ଯେଉଁ ଦେଶ ବିଷୟରେ କଥା…

ବିଶ୍ୱର ଏପରି ସ୍ଥାନ, ଯେଉଁଠି ମହିଳାଙ୍କ ନିର୍ଦ୍ଦେଶରେ ପୁରୁଷ କରନ୍ତି କାର୍ଯ୍ୟ

ଭାରତରେ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହୋଇଛି, ଯାହା ପରେ ଆଗାମୀ କିଛି ବର୍ଷ ମଧ୍ୟରେ ସଂସଦରୁ ନେଇ ବିଧାନସଭା ପର୍ଯ୍ୟନ୍ତ ମହିଳାମାନଙ୍କ ପ୍ରତିନିଧିତ୍ୱ ବଢିବ । ବିଗତ କିଛି ବର୍ଷ ହେବ ମହିଳାଙ୍କୁ ସମାନ ଅଧିକାର ଦେବାକୁ ନେଇ କେବଳ ଭାରତ ନୁହେଁ, ବରଂ ବିଶ୍ୱର ଅନେକ ଦେଶରେ ତର୍କ…

ଜାଣନ୍ତୁ କେଉଁ ଦେଶରେ ସବୁଠୁ ଅଧିକ ଓ କମ୍ ସ୍ପିଡ୍‌ରେ ଗାଡ଼ି ଚଲାଇପାରିବେ

ଏବେ ଅନ୍ୟ ଦେଶର ରାସ୍ତା ପରି ଭାରତର ରାସ୍ତା ମଧ୍ୟ ତିଆରି କରାଯାଉଛି । ଯେଉଁଥିରେ ଗୋଟିଏ ସହରରୁ ଅନ୍ୟ ଏକ ସହରକୁ କାରରେ ୧ ଘଣ୍ଟା ମଧ୍ୟରେ ଯାତ୍ରା କରିପାରିବେ । ହେଲେ ଗାଡ଼ି ଚଳାଇବାର ସ୍ପିଡ୍‌ ନିଜ ପାଇଁ ହାନିକାରକ ହୋଇଥାଏ । ସେଥିପାଇଁ ଦେଶର ସମସ୍ତ ରାସ୍ତା ପାଇଁ ଭିନ୍ନ ଭିନ୍ନ ଗତି…

ରିପୋର୍ଟରେ ପ୍ରକାଶ ପାଇଲା ବିଶ୍ୱର ଦାମୀ ଦେଶ, ଜାଣନ୍ତୁ କଣ ପାଇଁ ହେଲା ଦାମୀ

ବିଶ୍ୱରେ ଅନେକ ଧନୀ ଦେଶ ରହିଛି । ପ୍ରତ୍ୟେକ ଦେଶ ନିଜର ସ୍ୱତନ୍ତ୍ରତା ପାଇଁ ଭିନ୍ନ ପରିଚୟ ସୃଷ୍ଟି କରିଛି । କିନ୍ତୁ ଏହି ଦେଶ ମାନଙ୍କ ମଧ୍ୟରୁ କେଉଁ ଦେଶ ସବୁଠାରୁ ଦାମୀ ତାହା ଆପଣ ଜାଣିଛନ୍ତି କି ? ଯଦି ବିଶ୍ୱର ଦାମୀ ଦେଶ ବିଷୟରେ ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ବିଶ୍ୱର ଦାମୀ…