Below header
Browsing Tag

covaxin

କୋଭାକ୍ସିନ୍ ଟିକା ନେଇଥିଲେ କରିପାରିବେନି ବିଦେଶ ଯାତ୍ରା, WHO ତାଲିକାରେ ନାହିଁ ନାଁ

ବିଶ୍ୱର ପ୍ରାୟ ଦେଶଗୁଡ଼ିକ ଟିକା ନେଇସାରିଥିବା ଲୋକଙ୍କ ଯାତ୍ରା ଉପରୁ ନିଷେଧାଦେଶ ଉଠାଇ ଦେଇଛନ୍ତି। ଟିକା ନେଇଥିବା ଲୋକମାନେ ବିଦେଶ ଭ୍ରମଣ କରିପାରିବେ ବୋଲି ଘୋଷଣା କରାଯାଇଛି। କିନ୍ତୁ ଭାରତରେ ଯେଉଁମାନେ କୋଭାକ୍ସିନ୍ ନେଇଛନ୍ତି ସେମାନଙ୍କୁ ବିଦେଶ ଯାତ୍ରା ପାଇଁ ଆଉ କିଛି ଦିନ ଅପେକ୍ଷା…

ପ୍ରଥମ ଡୋଜ ପରେ ଏହି ଟିକାରୁ ତିଆରି ହେଉଛି ଅଧିକ ଆଣ୍ଟିବଡି, ICMR ପ୍ରମୁଖ କଲେ ଆଶ୍ଚର୍ଯ୍ୟଜନକ ଦାବି

ଭାରତରେ କରୋନା ଭାଇରସ ସଂକ୍ରମଣ ଲଗାତାର ବଢ଼ି ଚାଲିଛି। ଆଉ ଏହି ମହାମାରୀ ବିରୋଧରେ ଟିକାକରଣକୁ ସବୁଠାରୁ ବଡ଼ ହତିଆର ବୋଲି କୁହାଯାଉଛି। ସାରା ଦେଶରେ ବର୍ତ୍ତମାନ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭ୍ୟାକ୍ସିନ ଏବଂ କୋଭିଶିଲଡ ଭ୍ୟାକ୍ସିନ ଲଗାଯାଉଛି। ଯଦିଓ ଏହାରି ଭିତରେ ଚର୍ଚ୍ଚା ହେଉଛି…

‘କୋଭିସିଲ୍‌ଡ’ ପରେ ଆଜି ସକାଳେ ଓଡିଶାରେ ଆସି ପହଞ୍ଚିଲା କୋଭାକ୍ସିନ୍

ଭୁବନେଶ୍ୱର : ରାଜ୍ୟରେ ଗତକାଲି କରୋନା ଟିକା ‘କୋଭିସିଲ୍‌ଡ’  ପହଞ୍ଚିବା ବେଳେ ଆଜି ସକାଳେ ପହଞ୍ଚିଛି କୋଭାକ୍ସିନ୍ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୂତ କୋଭାକ୍ସିନର ୨୦ ହଜାର ଡୋଜ ରାଜ୍ୟରେ ଆଜି ସକାଳେ ଆସି ପହଞ୍ଚିଛି। ଏୟାରପୋର୍ଟରେ ପହଞ୍ଚିବାପରେ ଏହାକୁ ରାଜ୍ୟ ଭ୍ୟାକସିନ ଷ୍ଟୋରକୁ…

ଭାରତକୁ ମିଳିବ ଆଉ ଏକ କରୋନା ଟିକା, କୋଭିସିଲ୍‌ଡ ପରେ କୋକଭାକ୍ସିନକୁ ମିଳିଲା ବିଶେଷଜ୍ଞ ଟିମ୍‌ର ସବୁଜ ସଂକେତ

କେନ୍ୟୁଜ୍(ବ୍ୟୁରୋ):  କୋଭିସିଲ୍‌ଡ ପରେ କୋକଭାକ୍ସିନ୍‌ । ଭାରତକୁ ମିଳିବ ଆଉ ଏକ କରୋନା ଟିକା । ଭାରତର କୋଭିଡ୍‌ ଲଢ଼େଇରେ ସାମିଲ ହେବ ସ୍ୱଦେଶୀ ଟିକା କୋଭାକ୍ସିନ୍‌ । ଭାରତ ବାୟୋଟେକ୍‌ ଓ ଆଇସିଏମ୍‌ଆରର ମିଳିତ ଉଦ୍ୟମରେ ବିକଶିତ ହୋଇଥିବା କୋଭାକ୍ସିନ୍‌କୁ ମିଳିଲା ବିଶେଷଜ୍ଞ ଟିମ୍‌ର ସବୁଜ…

ଭାରତ ବାୟୋଟେକ୍‌ର ସ୍ୱଦେଶୀ କରୋନା ଭ୍ୟାକ୍‌ସିନ୍‌ କୋଭାକ୍ସିନ୍‌ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳ

କେନ୍ଯୁଜ୍: ଭାରତ ବାୟୋଟେକ୍‌ର ସ୍ୱଦେଶୀ କରୋନା ଭ୍ୟାକ୍‌ସିନ୍‌ କୋଭାକ୍ସିନ୍‌ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳ । ଟ୍ରାଏଲ ବେଳେ ସ୍ୱେଚ୍ଛାସେବୀଙ୍କ ନିକଟରେ କୌଣସି ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳିନଥିଲା । ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟର ଶେଷ ପରୀକ୍ଷାରେ ଜଣାପଡ଼ିଛି ଯେ,…

କରୋନା ଭ୍ୟାକସିନ୍‌ ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ, ୨୦୨୧ରେ ଆସିବ ଟୀକା

ଭାରତ ବାୟୋଟେକ୍‌ର କୋଭିଡ-୧୯ ଟୀକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି। କମ୍ପାନୀର ଚେୟାରମ୍ୟାନ୍‌ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ କୃଷ୍ଣା ଏଲା ସୋମବାର ଏନେଇ ସୂଚନା ଦେଇଛନ୍ତି। ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜନେସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭିଡିଓ…

କଣ ଆଧାର କାର୍ଡ ଅନିବାର୍ଯ୍ୟ ହେବ ? ଟଙ୍କା ଦେବାକୁ ପଡିବ କି ମାଗଣା ? ସର୍ବପ୍ରଥମେ କେଉଁ ୩୦ କୋଟି ଲୋକଙ୍କୁ ମିଳିବ…

ଆସନ୍ତା ବର୍ଷ ଆରମ୍ଭରେ ଭାରତକୁ କରୋନା ଟିକା ଆସିବାର ଏକ ଦୃଢ଼ ସମ୍ଭାବନା ରହିଛି । ଭାରତ ବାୟୋଟେକ୍ ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ଏହାର କରୋନା ଟିକା 'କୋଭାକ୍ସିନ୍' ଆରମ୍ଭ କରିପରେ । ଏହି ଘୋଷଣା ପରେ ହିଁ କେନ୍ଦ୍ର ସରକାର ଏହି ଟିକା ବିତରଣ ଏବଂ କାହାକୁ ପ୍ରଥମେ ଦିଆଯିବ ତା ଉପରେ ଧ୍ୟାନ…

୨୦୨୧ ଏପ୍ରିଲ ପରେ ଉପଲବ୍ଧ ହେବ କୋଭାକ୍ସିନ୍‌, ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହେବାପରେ କରାଯିବ ବ୍ୟବହାର

ନୂଆଦିଳ୍ଲୀ: ୨୦୨୧ ଏପ୍ରିଲ ପରେ ଉପଲବ୍ଧ ହେବ କୋଭାକ୍ସିନ୍‌ । ଏପ୍ରିଲ ପର୍ଯ୍ୟନ୍ତ କରାଯିବ କୋଭାକ୍ସିନ୍‌ର ପରୀକ୍ଷା । ଏହା ପୂର୍ବରୁ କୋଭାକ୍ସିନ୍‌ ଭ୍ୟାକସିନ୍‌ର ଜରୁରୀକାଳୀନ ବ୍ୟବହାର କରାଯାଇପାରେ । ଯଦି ସରକାର ଚାହାନ୍ତି ତେବେ କୋଭାକ୍ସିନ୍‌ର ଜରୁରୀକାଳୀନ ବ୍ୟବହାର ଉପଲବ୍ଧ ହୋଇପାରେ ।…

କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ ତଥ୍ୟ ମାଗିଲା ବିଶେଷଜ୍ଞ ଟିମ୍‌

କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ ଭାରତ ବାୟୋଟେକ୍‌କୁ ସ୍ପଷ୍ଟୀକରଣ ମାଗିଲା ବିଶେଷଜ୍ଞ ଟିମ୍‌ । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସହ ଆଗକୁ ବଢିବା ପାଇଁ DCGIକୁ ଅନୁମତି…

କରୋନାକୁ ହରାଇବ କି କୋଭାକ୍ସିନ୍, ଭୁବନେଶ୍ୱରରେ ହେଲା ମାନବ ପରୀକ୍ଷଣ

କେନ୍ୟୁଜ୍(ବ୍ୟୁରୋ): ଆଶା ସଂଚାର କରୁଛି କୋଭାକ୍ସିନ୍ । ଭାରତର ପ୍ରଥମ କରୋନା ଟିକା ଭାବେ  ଓଡିଶାରେ ଆରମ୍ଭ ହେଲା ଏହାର ମାନବ ପରୀକ୍ଷଣ। ସମ୍ କୋଭିଡ ହସ୍ପିଟାଲରେ ଏହି ପରୀକ୍ଷଣ ହୋଇଥିବାର ସୂଚନା ମିଳିଛି ।  ନୂଆଦିଲ୍ଲୀ ଏମ୍ସ ସମେତ ଦେଶର ୧୨ଟି ହସ୍ପିଟାଲ ଆରମ୍ଭ ହୋଇଛି ଏହି ହ୍ୟୁମାନ…

ଆଶା ହେଉଛି ଉଜ୍ଜ୍ୱଳ, ଆସନ୍ତାକାଲି ଠାରୁ ମଣିଷ ଶରୀରରେ ପରୀକ୍ଷଣ କରାଯିବ “କୋଭାକ୍ସିନ”

ଦିଲ୍ଲୀ ସ୍ଥିତ ଏମ୍ସ କମିଟି ଶନିବାର ସ୍ବଦେଶୀ ରୂପରେ ପ୍ରସ୍ତୁତ ହୋଇଥିବା Covid-19 ରୋଗର ଭ୍ୟାକସିନ "କୋଭାକସିନ"କୁ ମାନବ ଶରୀରରେ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ ୧୨ଟି ଅନୁଷ୍ଠାନକୁ କୋଭାକସିନର ଫେଜ -1 ଓ ଫେଜ -2 ଦୁଇଟି ସ୍ତରରେ ପରୀକ୍ଷଣ ପାଇଁ ଅନୁମତି…

ଅଗଷ୍ଟ ୧୫ରେ ଆସିବ ଭାରତର ପ୍ରଥମ କରୋନା ପ୍ରତିଷେଧକ ଟୀକା ‘covaxin’, ଘୋଷଣା କଲା ଆଇସିଏମ୍‌ଆର

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅଗଷ୍ଟ ୧୫ ସୁଦ୍ଧା କରୋନା ଟୀକା ଆଣିବାକୁ ଯୋଜନା କରିଛି। ଭାରତ ବାୟୋଟେକ୍ ନିକଟରେ କରୋନା ଭ୍ୟାକ୍ସିନ୍ କୋଭାକ୍ସାଇନ୍ ର କ୍ଲିନିକାଲ୍ ପରୀକ୍ଷା କରିଥିଲା । ଆଇଆରସିଏମ-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଦ୍ବାରା ଏହି…