Browsing Tag

covid cases

ରାଜ୍ୟରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୪କୁ ବୃଦ୍ଧି; ଥଣ୍ଡା, ଜ୍ୱର, କାଶ ଲାଗି ରହୁଥିବା ବ୍ୟକ୍ତି ଘରେ ରୁହନ୍ତୁ:…

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଆଜି ଆଉ ଜଣେ କୋଭିଡ ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୪ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ରାଜ୍ୟରେ…

ରାଜ୍ୟରେ ବଢୁଛି କୋଭିଡ ସଂଖ୍ୟା, ଆତଙ୍କିତ ନ ହେବାକୁ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବଢିବାରେ ଲାଗିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ୫ଜଣଙ୍କଠାରେ ପଜିଟିଭ୍ ଚିହ୍ନଟ କରାଯାଇଥିବା ବେଳେ ଆଜି ଆଉ ୩ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । କୋଭିଡ ସଂଖ୍ୟା ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା…

ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ କୋଭିଡ ସମୀକ୍ଷା, ପ୍ରତି ତିନି ମାସରେ ଥରେ ହସପିଟାଲରେ ମକଡ୍ରିଲ କରିବାକୁ…

ନୂଆଦିଲ୍ଲୀ: କୋଭିଡର ନୂଆ ସବ ଭାରିଆଣ୍ଟ JN.1କୁ ନେଇ ବଢୁଛି ଚିନ୍ତା । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଛନ୍ତି । ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି।. ପ୍ରତି…

କରୋନା ପାଇଁ ସିଙ୍ଗାପୁରରେ ଆଲର୍ଟ, ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ପୁଣି ମୁଣ୍ଡ ଟେକିଲାଣି କରୋନା । ସ୍ଥିତିକୁ ନଜରରେ ରଖି ଆରମ୍ଭ ହୋଇଛି ମାସ୍କ କଟକଣା । ସିଙ୍ଗାପୁରରେ କୋଭିଡ୍ ସଂଖ୍ୟା ବଢୁଥିବାରୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଡିସେମ୍ବର ପ୍ରଥମ ସପ୍ତାହରେ ସିଙ୍ଗାପୁରରେ କୋଭିଡ ମାମଲା ୫୬ ହଜାରକୁ ବୃଦ୍ଧି…

ଦେଶରେ ପୁଣି ୨ ହଜାର ଟପିଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ୨,୧୫୧ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା । ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ୨ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୧ଶହ ୫୧ ପଜିଟିଭ୍‌ । ଯାହାକି ଗତ ୫ ମାସରେ ସର୍ବାଧିକ । ଶେଷ ଥର ଗତ ଅକ୍ଟୋବର ମାସରେ ସର୍ବାଧିକ ୨୨ଶହ ୮ ସଂକ୍ରମିତ ଚିହ୍ନଟ…

ବଢୁଛି କୋଭିଡ କେସ୍‌: ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର (କେନ୍ୟୁଜ): ବିଭିନ୍ନ ରାଜ୍ୟରେ କୋଭିଡ କେସ୍‌ ବଢୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି । କୋଭିଡ ସର୍ଭେଲାନ୍ସ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । କୋଭିଡ୍‌ ଟେଷ୍ଟିକୁ କଡ଼ାକଡ଼ି କରାଯିବ । ଦୈନିକ ଡାଟା େଓ୍ଵବସାଇଟରେ ଅପଲୋଡେ କରାଯିବ ।…

ରାଜ୍ୟରେ ୨୪ ଘଣ୍ଟାରେ ୧୦୨୦ ନୂଆ ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୨୫୯ ଆକ୍ରାନ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ବି ରାଜ୍ୟରେ ହଜାରେ ଉପରେ ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ରାଜ୍ୟରେ ୧୦୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୯୭ ଓ ଲୋକାଲ କଣ୍ଟାକ୍ଟ କେସ୍‌ ୪୨୩ ପଜିଟିଭ ଅଛନ୍ତି । ୧୮ ବର୍ଷ ଭିତରେ ୧୯୫ ଜଣ ସଂକ୍ରମିତ ହୋଇଛନ୍ତି । ସୁନ୍ଦରଗଡ଼ରୁ…

ଆସନ୍ତା ୧୫ ତାରିଖରୁ ସରକାରୀ ହସ୍ପିଟାଲରେ ମାଗଣାରେ ସମସ୍ତଙ୍କୁ ମିଳିବ ବୁଷ୍ଟର ଡୋଜ୍‌, ଏପଟେ ସମ୍ବଲପୁରରେ ମାସ୍କ…

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ । ଦୈନିକ ସଂକ୍ରମଣ ୭ଶହ ପାର କରିଛି । ରାଜ୍ୟରେ ପଜିଟିଭ୍‌ ହାର ରହିଛି ୪.୦୩ ପ୍ରତିଶତ । ପଜିଟିଭିଟି ରେଡ୍‌ ଜୋନରେ ଅଛି ୪ ଜିଲ୍ଲା ଖୋର୍ଦ୍ଧା, କଟକ, ପୁରୀ ଓ ବୌଦ୍ଧ ଜିଲ୍ଲା । ସଂକ୍ରମଣ ବଢୁଥିବାରୁ ସତର୍କ ରହିବା ସହ…

ଉତ୍ତର କୋରିଆରେ ଚିନ୍ତାଜନକ ସ୍ଥିତିରେ କୋଭିଡ ସଂକ୍ରମଣ, ୨୪ ଘଣ୍ଟାରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ ସଂକ୍ରମଣ ମାମଲା

ସିଓଲ :  ବିଭିନ୍ନ ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉତ୍ତର କୋରିଆରେ କୋଭିଡ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ଉତ୍ତର କୋରିଆରେ ୨୨ ଲକ୍ଷ ଟପିଲା କୋଭିଡ଼ ମାମଲା। ୨୪ ଘଣ୍ଟାରେ ୨ଲକ୍ଷ ୬୩ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ ମୋଟ କେସ ୨୨ ଲକ୍ଷ ୪୧…

ବଢୁଛି କରୋନା ସଂକ୍ରମଣ ; ରାଜ୍ୟରେ ନାହିଁ ଆତଙ୍କିତ ହେବା ଭଳି ସ୍ଥିତି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ବର(କେନ୍ୟୁଜ୍): ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢ଼ିବା ପରେ ସଜାଗ ହେଲେ ରାଜ୍ୟ ସରକାର । ରାଜ୍ୟରେ ବହୁତ କମ ପଜିଟିଭ ଚିହ୍ନଟ ହୋଇଛନ୍ତି । ୭ରୁ ୮ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ କେସ ନାହିଁ । ତେଣୁ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ…

ଦେଶରେ କରୋନା ସଂକ୍ରମଣ ଉପରେ ଲାଗୁନି ବ୍ରେକ୍‌, ୨୪ ଘଣ୍ଟାରେ ୪୪୨ ମୃତ

ନୂଆଦିଲ୍ଲୀ : ଦେଶରେ ପୁଣି ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ। ଗତ ୨୪ଘଣ୍ଟାରେ ୧ଲକ୍ଷ ୯୪ ହଜାର ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୫.୮ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି କରୋନା ମାମଲା ଥିଲା ୧ଲକ୍ଷ ୬୮ହଜାର ୬୩ । ଗୋଟିଏ ଦିନରେ ବଢିଛି ୨୬ହଜାର ୬୫୭ ମାମଲା।…

ଫେରୁଛି କରୋନା, ଆମେରିକାରେ ଗତ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ମାମଲା ଚିହ୍ନଟ

ଆମେରିକାରେ କରୋନା ଭାଇରସର ବଢ଼ୁଛି ମାମଲା। ଆମେରିକାରେ ହାଇ ରିସ୍କ ଇଲାକାରେ ଭ୍ୟାକସିନ ରର ଦୁଇଟି ଡୋଜ ଦେଲାପରେ ସେଠାରେ ଲୋକଙ୍କୁ ମାସ୍କ ବ୍ୟହାରକୁ ନେଇ ଢ଼ିଲା ଦିଆଯାଇଥିଲା। କିନ୍ତୁ ଏବେ କରୋନା ମାମଲା ବଢ଼ିବା କାରଣରୁ ପୁଣି ଥରେ ମାସ୍କ ବ୍ୟବହାରକୁ ନେଇ ସଚେତନ ବଢ଼ିଛି। ଡେଲଟା ଭାରିଏଣ୍ଟ…