Below header
Browsing Tag

Covid vaccine

ଭାଇରାଲ ହେଉଛି ଦୁଇ କୋଭିଡ୍‌ ଭ୍ୟାକ୍ସିନ୍‌ର ରାସପୁତିନ ଡ୍ୟାନ୍ସ, ଭିଡିଓରେ ଲୁଚିଛି ଖାସ୍‌ ବାର୍ତ୍ତା

କରୋନା ଟିକାକରଣକୁ ନେଇ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟର ସରକାର ଲଗାତାର ଲୋକଙ୍କୁ ସଚେତନ କରି ଆସୁଛନ୍ତି। ଏଭଳି ସ୍ଥଳେ କେରଳ ପୋଲିସ ଯାହା କରିଛି, ତାହାକୁ ସବୁଠି ପ୍ରଶଂସା କରାଯାଉଛି। କଥାଟି ହେଉଛି, ପୋଲିସ ଏବେ ‘ରାସପୁତିନ୍‌ ଚ୍ୟାଲେଞ୍ଜ’ ନେଇ ଲୋକଙ୍କୁ ଭ୍ୟାକ୍ସିନ୍‌ ଲଗାଇବାକୁ ସଚେତନ…

ଆଜି ସଂଧ୍ୟା ସୁଦ୍ଧା ଟିକା ନ ଆସିଲେ ଶନିବାରରୁ ରାଜ୍ୟରେ ବନ୍ଦ ହେବ ଟିକାକରଣ: ନବ ଦାସ

ଭୁବନେଶ୍ବର: ଆଜି ସଂଧ୍ୟା ସୁଦ୍ଧା ଟିକା ନ ଆସିଲେ ଶନିବାରରୁ ରାଜ୍ୟରେ ବନ୍ଦ ହେବ ଟିକାକରଣ । ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଆଜି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବ । ଟିକା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିବେ ବୋଲି ଆଶା କରାଯାଉଛି ।…

ଦିନେ ଦୁଇ ଦିନ ଭିତରେ ସରିଯିବ କୋଭିଡ଼ ଟିକା, ଟିକା ଅଭାବ ଯୋଗୁଁ ଲକ୍ଷ୍ୟ ଧାର୍ଯ୍ୟ କରିପାରୁନି ସ୍ବାସ୍ଥ୍ୟ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ଚିନ୍ତା ବଢାଇଲାଣି ଟିକା ସଙ୍କଟ । ଦିନେ ଦୁଇ ଦିନ ଭିତରେ ସରିଯିବ ଟିକା। ଫଳରେ ରାଜ୍ୟରେ ବାଧାପ୍ରାପ୍ତ ହୋଇପାରେ ଟିକାକରଣ। ଟିକା ଅଭାବ ଯୋଗୁଁ ଜିଲ୍ଲାର ୪୦୦ଟି କେନ୍ଦ୍ର ବନ୍ଦ ହୋଇଗଲାଣି। ବର୍ତ୍ତମାନ ୧୧୦୩ଟି ଟିକା କେନ୍ଦ୍ରରେ ଟିକା ଦିଆଯାଉଛି। । ଟିକା ଅଭାବ ଯୋଗୁଁ…

ଯିଏ ଚାହୁଁଛନ୍ତି ତାଙ୍କୁ ଟିକା ଦିଆଯିବନି, ଯାହା ପାଇଁ ଆବଶ୍ୟକ ତାଙ୍କୁ ଦିଆଯିବ : କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସମସ୍ତଙ୍କୁ ଦିଆଯିବନି ଟିକା । ସ୍ପଷ୍ଟ କଲେ କେନ୍ଦ୍ର ସରକାର । ଟିକାକରଣରେ କାହିଁକି ବୟସ ସୀମା ରହୁଛି ? ସମସ୍ତଙ୍କୁ କାହିଁକି ଟିକା ଦିଆଯିବ ନାହିଁ ବୋଲି ପ୍ରଶ୍ନ ଉଠିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ…

କେନ୍ଦ୍ର ସରକାରଙ୍କୁ ରାଜ୍ୟର ଚିଠି, ତୁରନ୍ତ ୧୫ ଲକ୍ଷ କୋଭିସିଲ୍‌ଡ ଟିକା ଯୋଗାଇ ଦିଅ

ଭୁବନେଶ୍ବର: ଚିନ୍ତା ବଢାଇଲାଣି ଟିକା ସଙ୍କଟ । ତୁରନ୍ତ ୧୫ ଲକ୍ଷ କୋଭିସିଲ୍‌ଡ ଟିକା ଯୋଗାଇ ଦିଅ । କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ପ୍ରମୁଖ ସଚିବ ପି.କେ. ମହାପାତ୍ର । ଗତକାଲି ସୁଦ୍ଧା ରାଜ୍ୟରେ ୬ ଲକ୍ଷ ୨ ହଜାର ୪୩୦ କୋଭିସିଲ୍‌ଡ ଓ ୧ ଲକ୍ଷ ୪୮…

ରାଜ୍ୟରେ ଦ୍ୱିତୀୟ ଦିନରେ ମୋଟ୍‌ ୨ ଲକ୍ଷ ୫୨ ହଜାର ୮୦ ଜଣଙ୍କୁ କୋଭିଡ୍‌ ଟିକାକରଣ

ଭୁବନେଶ୍ବର: ରାଜ୍ୟରେ ଦ୍ୱିତୀୟ ଦିନ ପାଇଁ ୨ ଲକ୍ଷରୁ ଅଧିକ କୋଭିଡ୍‌ ଟିକାକରଣ ହୋଇଛି । ମୋଟ୍‌ ୨ ଲକ୍ଷ ୫୨ ହଜାର ୮୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ରାଜ୍ୟରେ ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଦୁଇ ଦିନ ପାଇଁ…

ଓଡ଼ିଶାକୁ ଅଧିକ ପରିମାଣର କୋଭିଡ ଟିକା ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ମହାପାତ୍ର

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାକୁ ଅଧିକ ପରିମାଣର କୋଭିଡ ଟିକା ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି। ଟିକା ଯୋଗାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଟିକା ଯୋଗାଣରେ ରାଜ୍ୟ ପ୍ରତି ପକ୍ଷପାତିତା…

ରାଜ୍ୟରେ ୨୦ଲକ୍ଷ ଟପିଲା ଟିକାକରଣ, ଏପ୍ରିଲ ୨ରେ ଆସିବ ଆଉ ୯ଲକ୍ଷ ୮୮ହଜାର ଡୋଜ୍‌

ଭୁବନେଶ୍ବର: ରାଜ୍ୟରେ ୨୦ଲକ୍ଷ ଟପିଛି ଟିକାକରଣ । ୫୬ ଦିନରେ ୨୦ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ପ୍ରଥମ ୧୦ଲକ୍ଷ ଲୋକଙ୍କୁ ଟିକା ଦେବାକୁ ୪୫ଦିନ ଲାଗିଥିବାବେଳେ ଦ୍ୱିତୀୟ ୧୦ଲକ୍ଷ ଲୋକଙ୍କୁ ମାତ୍ର ୧୧ ଦିନରେ ଟିକା ଦିଆଯାଇଛି। ଗତକାଲି ୫୬ ହଜାର ୬୦୧ଜଣ ବରିଷ୍ଠ ନାଗରିକ ଟିକା ନେଇଛନ୍ତି।…

ଜନସନ ଆଣ୍ଡ ଜନସନର କୋଭିଡ୍‌ ଟିକା ପ୍ରସ୍ତୁତ କରିବ ଭାରତ, କ୍ୱାଡ୍‌ ବୈଠକରେ ଆଲୋଚନା ପରେ ହେଲା ସ୍ଥିର

କେନ୍ଯୁଜ୍: ଜନସନ ଆଣ୍ଡ ଜନସନର କୋଭିଡ୍‌ ଟିକା ପ୍ରସ୍ତୁତ କରିବ ଭାରତ। କ୍ୱାଡ୍‌ ବୈଠକରେ ଟିକା ନେଇ ଆଲୋଚନା ପରେ ଏହା ସ୍ଥିର ହୋଇଛି। ଏହି ଟିକା ପ୍ରସ୍ତୁତ ପାଇଁ ପ୍ରକଳ୍ପକୁ ଆମେରିକା ଓ ଜାପାନ ଆର୍ଥିକ ସାହାଯ୍ୟ ଦେବ । ଦକ୍ଷିଣପୂର୍ବ ଏସିଆ ଏବଂ ପ୍ରଶାନ୍ତମହାସାଗରୀୟ ଅଂଚଳରେ ଟିକାର ବଣ୍ଟନ…

ଗତକାଲି ଟିକାକରଣ ପାଇଁ Co-Win ପୋର୍ଟାଲ୍‌ରେ ୨୫ ଲକ୍ଷ ପଞ୍ଜୀକରଣ, ୪ ଲକ୍ଷ ୨୭ ହଜାର ଜଣଙ୍କୁ ଦିଆଗଲା ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ସାରା ଦେଶରେ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ । ଅନେକ ଲୋକ ଟିକା ନେଇଥିବା ବେଳେ ଲକ୍ଷ ଲକ୍ଷ ଲୋକ CoWIN ପୋର୍ଟାଲ୍‌ରେ ପଞ୍ଜୀକରଣ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ମାର୍ଚ୍ଚ ୧ ତାରିଖରେ CoWIN ପୋର୍ଟାଲ୍‌ରେ ୨୫ ଲକ୍ଷ…

ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ: ଘରୋଇ ହସ୍ପିଟାଲରେ ଟିକା ନେଲେ ଡୋଜ୍‌ ପ୍ରତି ୨୫୦, ସରକାରୀ ସେଣ୍ଟରରେ ମାଗଣା

କେନ୍ୟୁଜ୍(ବ୍ୟୁରୋ): ଦିନକ ପରେ ଦେଶରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ୬୦ ବର୍ଷରୁ ଅଧିକ ଓ ଜଟିଳ ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ସରକାରୀ ସେଣ୍ଟରରେ ଟିକା ମାଗଣା । ଘରୋଇ ହସ୍ପିଟାଲରେ ଟିକା ନେଲେ ଡୋଜ୍‌ ପ୍ରତି ୨୫୦ ଟଙ୍କା ଦୋବକୁ ପଡ଼ିବ ।…

କୋଭିଡ ଟିକା ନେଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ

ଭୁବନେଶ୍ବର: କୋଭିଡ ଟିକା ନେଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। କ୍ୟାପିଟାଲ ହସ୍ପିଟାଲ ଟୀକାକରଣ ସେଣ୍ଟରରେ କୋଭିଡ ଟିକା ନେଇଛନ୍ତି। ଟିକା ନେବା ପରେ ବିଏମ୍‌ସି କମିଶନର ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ସୁସ୍ଥ ଅଛନ୍ତି । ଭୟଭୀତ ହେବାର କିଛି ନାହିଁ। ଯାହାକୁ ସୁଯୋଗ ମିଳୁଛି…