Browsing Tag

cuttack corona cases

କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ

କଟକ: କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ। ଗତକାଲି କଟକ ରେଳ ଷ୍ଟେସନରେ କୁମ୍ଭମେଳାରୁ ୩୦ଜଣ ଫେରନ୍ତାଙ୍କ RTPCR ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୩ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ସମସ୍ତ ପଜିଟିଭ୍ ଆକ୍ରାନ୍ତଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି। ଆଜି ଆଉ…

ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଅତିଥି ଅଧ୍ୟାପିକା କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କଟକ ଜିଲ୍ଲାର ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଅତିଥି ଅଧ୍ୟାପିକା କରୋନା ପଜିଟିଭ୍ ଚିହ୍ନଟ। ପୂର୍ବରୁ ରେଭେନ୍ସା ବିଶ୍ୱବିଦ୍ୟାଳୟର  ହଷ୍ଟେଲରୁ ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଅତିଥି ପ୍ରଫେସର ପଜିଟିଭ୍ ଚିହ୍ନଟ ହେବା ପରେ କଣ୍ଟାକ୍ଟ ଟେନିଙ୍ଗ୍ ଚାଲିଛି ।…

କଟକ: ସିଏମସିରୁ ଆଜି ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କେସ୍ ୩୩

କଟକ(କେନ୍ୟୁଜ୍): ସିଏମସିରୁ ଆଜି  ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏଥିରୁ  ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ୩୪, ହୋମ କ୍ବାରେଣ୍ଟାଇନ ସେଣ୍ଟରରେ  ୪୭ ଓ ଲୋକାଲ  କେସ ୩୩ ରହିଥିବା ସୂଚନା ଦେଇଛି ସିଏମସି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଏସ୍‌ସିବି ଆଇସୋଲେସନରୁ ୧୯ ଜଣ…

ଚିନ୍ତା ବଢାଉଛି କଟକ ମାଲଗୋଦାମ ବେହେରା ସାହି, ପୁଣି ୧୧୨ କୋରନା ପଜିଟିଭ୍‌ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ୍‌…

କଟକ: ଚିନ୍ତା ବଢାଉଛି କଟକ ମାଲଗୋଦାମ ବେହେରା ସାହି। ଗତକାଲି ଏଠାରୁ ପୁଣି ୧୧୨ କୋରନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ସିଏମ୍‌ସି। ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢିବାରେ…

କଟକରେ ପୁଣି ୬୪ ଆକ୍ରାନ୍ତ ଚିହ୍ନଟ, କେବଳ ସିଏମସିରୁ ୫୬

କଟକ(କେନ୍ୟୁଜ୍): କଟକରେ କାୟା ବିସ୍ତାର କରିଚାଲୁଛି କରୋନା ପ୍ରତିଦିନ ୫୦ ତଳକୁ ଖସୁନାହିଁ ଆକ୍ରାନ୍ତଙ୍କ ସଂଖ୍ୟା। ଅଜି ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଟ୍ବିଟ  କରି ସୂଚନା ଦେଇଛି ସିଏସି। ଏଥିରୁ କେବଳ ସିଏମସି ଅଞ୍ଚଳରୁ  ୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ବୋଲି ସିଏମସି…

ଆଜି ଭୁବନେଶ୍ଵରରୁ ୫୧ ଜଣ ଓ କଟକରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ

କେନ୍ୟୁଜ : ଭୁବନେଶ୍ୱରରୁ ଆଉ ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୩୫ ଓ ଲୋକାଲ କଣ୍ଟାକ୍ଟରୁ ୧୬ ଟି କେସ୍ ଚିହ୍ନଟ ହୋଇଛି। ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଚିହ୍ନଟଙ୍କ ଭିତରୁ ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, କଳିଂଗଵିହାର, ଭରତପୁର, ଖାରବେଳ ନଗର, ଶାସ୍ତ୍ରୀନଗର, ଝାରପଡା,…

କଟକ ଜିଲ୍ଲାରେ ଆଉ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ, ଜୁଲାଇ ୮ ମଧ୍ଯରାତ୍ରୀ ଯାଏ ସହରରେ ସଟ୍ ଡାଉନ୍ ଘୋଷଣା

କଟକ : କଟକ ଜିଲ୍ଲାରେ ଆଉ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ କଟକ ସହରର । କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ କଟକ ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ…