Below header
Browsing Tag

cuttack

ଭେଲ୍‌ଭ୍ୟୁ ଛକର ନବୀକରଣ ପାଇଁ ଖର୍ଚ୍ଚ ହେବ ୯ କୋଟି ଟଙ୍କା

କଟକ (କେନ୍ୟୁଜ୍‌): ଏବେ ଝଲସି ଉଠିବ କଟକ ସହରର ଭେଲ୍‌ଭ୍ୟୁ ଛକ । ଏହି ଛକରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ନଷ୍ପତି ନେଇଛନ୍ତି । ବୁବନେଶ୍ୱର ନନ୍ଦନକାନନ ରାସ୍ତାରେ କଟକ ଆସିବା ବେଳେ ତ୍ରିଶୁଳିଆ ବ୍ରିଜ୍‌ ଶେଷରେ ପଡ଼େ ଭେଲ୍‌ଭ୍ୟୁ ଛକ । ଏହି ଛକର ଉନ୍ନତି ମୂଳକ…

କଟକ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇଆସି ଖୁଲମ ଖୁଲା ମାଗୁଛନ୍ତି ବଟି, ଭାଇରାଲ ଭିିଡ଼ିଓ ଧରି ବିଜେପି ଆଣିଲା ଅଭିଯୋଗ

କଟକ(କେନ୍ୟୁଜ୍): ବାଲିଯାତ୍ରାରେ ପୋଲିସ ମାଗୁଥିଲା ଚାନ୍ଦା। କ୍ୟାଣ୍ଟନମେଣ୍ଟ ଥାନା ଆଇଆଇଆସିଙ୍କ ନୀଳ ଡାଏରୀରେ ରହିଛି ସମସ୍ତ ରେକର୍ଡ। ବାଲିଯାତ୍ରାରେ ଚାନ୍ଦା ଆଦାୟ କରୁଥିଲେ କ୍ୟାଣ୍ଟନମେଣ୍ଟ ଆଇଆଇଆସି। ଏହି ଅଭିଯୋଗ ଆଣିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଦାବି…

ଆଠଗଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ ଅଛନ୍ତି ବାବା ସ୍ୱପ୍ନେଶ୍ୱର, ମନବାଞ୍ଛା ପୂରଣ ପାଇଁ ଏଠାକୁ ପ୍ରତିଦିନ ଆସନ୍ତି ଅନେକ ଭକ୍ତ

ଆଠଗଡ଼ରେ ରହିଛି ବାବା ସ୍ୱପ୍ନେଶ୍ୱରଙ୍କ ମନ୍ଦିର। ପାତାଳ ଫୁଟା ଏହି ଶୈବ ପୀଠଟି ପୂର୍ବାଭି ମୁଖୀ ହୋଇ ରହିଛି। ଅନେକ ଏହାକୁ ଅଷ୍ଟଶମ୍ଭୁ ଙ୍କ ମଧ୍ୟରେ ବଡ଼ ଭାଇଙ୍କ ଆଖ୍ୟା ଦେଇଛନ୍ତି। ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ଏହି ମନ୍ଦିରଟି ଅଛି। ବାବାଙ୍କୁ ନେଇ ଲୋକଙ୍କର ରହିଛି ପ୍ରଗାଢ଼ ବିଶ୍ୱାସ।…

ସଂପର୍କରେ ଲାଗିଲା ରକ୍ତର ଛିଟା: ବଡ଼ ଭାଇର ଛୁରାମାଡ଼ରେ ଚାଲିଗଲା ସାନ ଭାଇର ଜୀବନ

କଟକ (କେନ୍ୟୁଜ): କଟକରେ ହତ୍ୟା। ଦରଘା ବଜାର ଥାନା ଅଞ୍ଚଳର, ବାଉଁସ ଗଳିରେ ଆଜି ସକାଳୁ ସକାଳୁ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇର ମୃତ୍ୟୁ ଘଟିଛି। ଘଟଣା ପଛରେ ପାରିବାରିକ କଳହ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି…

ଶ୍ରୀ ଗୋପାଳ କୃଷ୍ଣ ଗୋ-ଶାଳାରେ ପାଳିତ ହୋଇଛି ପବିତ୍ର ଗୋପାଷ୍ଟମୀ ପର୍ବ

ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଗୋ ଉପାସନାର ବର୍ଣ୍ଣନା ଅନେକ ରହିଛି। । ବୈଦିକ କାଳରୁ ଋଷି, ମୁନିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଏଁ ନିଜର ଭରଣ ପୋଷଣ ନିମନ୍ତେ ମୁଖ୍ୟତଃ କୃଷି ଓ ଗୋ-ପାଳନ ଉପରେ ନିର୍ଭର କରୁଥିଲେ।ଗାଈ ଠାରୁ ଦୁଗ୍ଧ ଆଦି ପଞ୍ଚଗବ୍ୟ ଯେମିତିକି…

କଟକରେ ରାସ୍ତାଉପରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ : ଏକତରଫା ପ୍ରେମରୁ ଯୁବକଙ୍କ ଛୁରାମାଡ ସୂଚନା

କଟକ (କେନ୍ୟୁଜ): କଟକରେ କଲେଜ ଛାତ୍ରୀଙ୍କୁ ଯୁବକର ଛୁରାମାଡ । ପ୍ରତାପନଗରୀ ନିକଟରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ କରାଯାଇଛି । ଏନେଇ କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ମିଳିଛି। ପିଡିତା ଏବଂ ଅଭିଯୁକ୍ତଙ୍କର ପରସ୍ପର ସହିତ ପୂର୍ବରୁ ପରିଚୟ ରହିଥିବା ଜଣାପଡିଛି। ଏକ ତରଫା ପ୍ରେମରୁ…

କଟକରେ ନକଲି ଔଷଧ କାରବାର ଘଟଣା: ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କଟକ(କେନ୍ୟୁଜ୍): କଟକରେ ନକଲି ଔଷଧ କାରବାର ଘଟଣାରେ ବଢ଼ିଲା ଗିରଫଦାରୀ ସଂଖ୍ୟା । ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଶିବ କୁମାର କୟାଲ ଓ ମହେନ୍ଦ୍ର କୁମାର ମୋଦିଙ୍କୁ ଗିରଫ କରିଛି ପୁରିଘାଟ ଥାନା ପୋଲିସ । ଏହା ସହିତ ମୋଟ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି । ଉଭୟ…

୨ବର୍ଷ ପରେ ପୁଣି ଦୁଲୁକିବ ବାଲିଯାତ୍ରା ପଡ଼ିଆ, ଚାଲିଛି ଜୋରଦାର ପ୍ରସ୍ତୁତି

କଟକ (କେନ୍ୟୁଜ): କଟକ ଐତିହାସିକ ବାଲିଯାତ୍ରାକୁ ମାତ୍ର ଆଉ ଅଳ୍ପ ଦିନ । ଜୋରଦାର ଚାଲିଛି କାମ । ୨ବର୍ଷର ବ୍ୟବଧାନ ପରେ ପୁଣି ଦୁଲୁକିବ ବାଲିଯାତ୍ରା ଉପର ଓ ତଳ ପଡ଼ିଆ । ଚଳିତ ବର୍ଷ ଅଧିକ ସଂଖ୍ୟକ ପ୍ରବେଶ ଏବଂ ପ୍ରସ୍ଥାନ ପଥର ବ୍ୟବସ୍ଥା ସାଙ୍ଗକୁ ଭିନ୍ନ ଭିନ୍ନ ୪୦ଟି ସ୍ଥାନରେ କରାଯାଇଛି…

ସାବଧାନ ଅମାନିଆ ! କାଳୀପୂଜା ଏବଂ ଦୀପାବଳି ପାଇଁ କଟକରେ କଡ଼ା ପାଟ୍ରୋଲିଂ କରିବ କମିଶନରେଟ ପୋଲିସ

କଟକ(କେନ୍ୟୁଜ୍): କାଳୀପୂଜା ପାଇଁ କଟକ କମିଶନରରେଟ ପୋଲିସ ର ପ୍ରସ୍ତୁତି ବୈଠକ। ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ କାଳୀପୂଜା ନିମନ୍ତେ କଟକ ଡିସିପିଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ ଚାଲିଛି। ବୈଠକରେ ଉପସ୍ଥିତ ଅଛନ୍ତି କଟକ ଡିସିପି, ସମସ୍ତ ଥାନା ଅଧିକାରୀ ସମେତ ସବୁ ଜୋନ…

କାଲି ଯୁବକଙ୍କୁ ବାନ୍ଧି ଟାଣିଥିଲେ ଆଜି ପୋଲିସ ବାନ୍ଧିଲା, କଟକରେ ତାଲିବାନୀ ଭଳି ଦେଇଥିଲେ ଦଣ୍ଡ

କଟକ(କେନ୍ୟୁଜ୍): କଟକ ସହରରେ ବିଚ୍‌ ରାସ୍ତାରେ ବର୍ବରତା ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଦୁଇ ଅଭିଯୁକ୍ତ ହେଲେ ଶେଖ୍‌ ହୁସେନ୍‌ ଓ ଶେଖ୍‌ ଛୋଟୁ। ଦୁଇ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଲାଲ୍‌ବାଗ୍‌ ଥାନା ପୋଲିସ। ଉଧାର ଟଙ୍କା ନ ଫେରାଇବାରୁ ଜଣେ ଯୁବକକୁ ବାଇକ୍‌ରେ…

ଦୁର୍ଗାପୂଜା ଭସାଣି ଭିଡରେ ଲୁଟଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ୍, ୯ ଜଣଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ

କଟକ(କେନ୍ୟୁଜ୍): ଦୁର୍ଗାପୂଜା ଭସାଣି ଭିଡରେ ଲୁଟ। ଏକ ଗ୍ୟାଙ୍ଗର ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ଭିତରେ ଦୁଇ ମହିଳା ଅଛନ୍ତି। ଗଣେଶଘାଟ ନିକଟରେ ଜଣେ ବାଇକ ଆରୋହୀଙ୍କୁ ଅଟକାଇ ଫୋନ ଓ ୫ ହଜାର ଟଙ୍କା ଲୁଟ  କରିଥିଲା। ସେମାନଙ୍କ ଠାରୁ ୬ ଟି…

ପୁତୁରାକୁ ଚେଙ୍କ ଦେଇ ଆହତ କଲେ ଦାଦା ଖୁଡ଼ି, ମର୍କତ ନଗର ଥାନାରେ ଏତଲା

କଟକ(କେନ୍ୟୁଜ୍):  କଟକରେ ନାବାଳକକୁ ଚେଙ୍କ । ଦାଦାଖୁଡି ପୁତୁରାକୁ ଚେଙ୍କ ଦେଇଥିବା ଅଭିଯୋଗ । ଏନେଇ ମର୍କତ ନଗର ଥାନାରେ ଅଭିଯୋଗ କରିଛନ୍ତି ନାବାଳକକ ଅଜା-ଆଈ । ସିଡିଏ ସେକ୍ଟର-୭ ଅଞ୍ଚଳର ଘଟଣା । ତେବେ ଅଭିଯୋଗ ପରେ ନାବାଳକ ସିଟି ହସ୍ପିଟାଲ କୁ ନେଇଥିଲେ। ପୋଲିସ ଉପସ୍ଥିତରେ ଡାକ୍ତର…