Below header
Browsing Tag

cyclone jawad

ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା, ୪ ସନ୍ଧ୍ୟାରୁ ୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା: SRC

ପୁରୀ(କେନ୍ଯୁଜ୍): ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସ୍ଥଳଭାଗ ନ ଛୁଇଁଲେ ଓଡ଼ିଶା ଉପକୂଳ ଦେଇ ଯାଇପାରେ ବାତ୍ୟା। ସ୍ଥଳଭାଗ ଛୁଇଁବା ପରେ ପୁଣି ସମୁଦ୍ରକୁ ଯାଇପାରେ ବାତ୍ୟା। ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା ଥିବା ଏସଆରସି ପ୍ରଦୀପ ଜେନା…

ଓଡ଼ିଶା ଉପରେ ପଡିବ ବାତ୍ୟାର ସିଧାସଳଖ ପ୍ରଭାବ: JTWC

ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟା ଜଓ୍ଵାଦ୍‌ କେଉଁଠି ଲ୍ୟାଣ୍ଡଫଲ କରିବ, ତାରି ଉପରେ ନଜର । ଭାରତୀୟ ପାଣିପାଗ ବିଭାଗ IMD ଏପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ନେଇ କୌଣସି ସୂଚନା ଦେଇନାହିଁ । ହେଲେ ବିଭିନ୍ନ ପାଣିପାଗ ମଡେଲ ଲ୍ୟାଣ୍ଡଫଲ ନେଇ ଭିନ୍ନ ଭିନ୍ନ ଦର୍ଶାଇଛନ୍ତି । ଅନ୍ୟପଟେ ଆମେରିକାର ଜଏଣ୍ଟ…

ଦକ୍ଷିଣ-ଦକ୍ଷିଣ ପୂର୍ବ ଗୋପାଳପୁର ଠାରୁ ୮୫୦ କିଲୋମିଟର ଦୂରରେ ଡିପ୍ରେସନ୍, ଆଜି ସନ୍ଧ୍ୟାରେ ନେବ ବାତ୍ୟାର ରୂପ

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ଘନୀଭୂତ ହେଉଛି ଡିପ୍ରେସନ । ଆଜି ସନ୍ଧ୍ୟାରେ ବାତ୍ୟାର ରୂପ ନେବା ସମ୍ଭାବନା । ଦକ୍ଷିଣ ଦକ୍ଷିଣ ପୂର୍ବ ଗୋପାଳପୁର ଠାରୁ ୮୫୦ କିଲୋମିଟର ଦୂରରେ ରହିଛି । ପାରାଦୀପ ଠାରୁ ୯୨୦ କିଲୋମିଟର ଓ ବିଶାଖାପାଟଣାରୁ ୭୭୦ କିଲୋମିଟର ଦୂରରେ ରହିଛି । ଏହା ଉତ୍ତର…

ଶୀତ ଦିନରେ ସାମୁଦ୍ରିକ ଝଡ଼କୁ ନେଇ ଛନକା: ୩ରୁ ତିନି ଦିନ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ, ବନ୍ୟା ଆଶଙ୍କା !

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶା ପ୍ରତି ବଢୁଛି ବାତ୍ୟା ବିପଦ । ୩ ତାରିଖରୁ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିବ ପ୍ରଭାବ । ୩ ତାରିଖରୁ ୩ଦିନ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହେବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବେଶୀ ପ୍ରଭାବ ରହିବ ବୋଲି କହିଛି ପାଣିପାଗ ବିଭାଗ । ୩ ତାରିଖରେ ୪ ଜିଲ୍ଲା ଗଜପତି,…

ଆସୁଛି ସମ୍ଭାବ୍ୟ ବାତ୍ୟା ଜୱାଦ: ଓ୍ଵିଣ୍ଡିର GFS ମଡେଲ୍‌ର ପୂର୍ବାନୁମାନ ଓଡ଼ିଶା ଉପକୂଳ ନିକଟ ଦେଇ କରିବ ଗତି!

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା । ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବଙ୍ଗୋପସାଗରରେ ଡିପ୍ରେସନରେ ପରିଣତ ହେବ । ପରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏନେଇ ପୂର୍ବାନୁମାନ କରୁଛନ୍ତି । ତେବେ…

ଆସନ୍ତା ସପ୍ତାହରେ ବାତ୍ୟା ‘ଜଓ୍ଵାଦ୍‌’: ବଙ୍ଗୋପସାଗରରେ ଲଘୁଚାପ ସହ ମିଶିବ ‘ଲାୟନରକ୍‌’ର ଅବଶିଷ୍ଟାଂଶ, GFS ମଡେଲ…

ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟା ନା ଶୁଣିଲେ ଛନକା ପଶିଯାଏ ଛାତିରେ। ତେବେ ଚଳିତ ବର୍ଷ ପଛକୁ ପଛ ଲଘୁଚାପ ଆସୁଥିବା ସହ ଏହା ଘନୀଭୂତ ହୋଇ ବତ୍ଯା ସୃଷ୍ଟି କରୁଛି ।  ତେବେ ପୁଣି  ଆସନ୍ତା ୧୩ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ସୂଚନା ମୁତାବକ, ଆସନ୍ତାକାଲି ଅର୍ଥାତ୍…