Browsing Tag

cyclone yaas

ବାଲେଶ୍ଵରରେ ‘ୟସ୍’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି: ଟଳିପଡିଛି ଅନେକ ଗଛ, ପ୍ରଶାସନ ତରଫରୁ ଚାଲିଛି ସଫେଇ

ବାଲେଶ୍ଵର: ବାଲେଶ୍ଵରରେ ‘ୟସ୍’ର ପ୍ରଭାବ । ବ୍ୟାପକ କ୍ଷୟକ୍ଷତି ହେବା ଆରମ୍ଭ ହୋଇଯାଇଛି । ପ୍ରବଳ ପବନ ବୋହିବା ଯୋଗୁଁ ଚାରିଆଡ଼େ ରାସ୍ତା ଓ ଘର ଉପରେ ଗଛ ପଡିଛି । ବିଭିନ୍ନ ଛକ ନିକଟରେ ବଡ଼ ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ଘର ଉପରେ ଗଛ ପଡି ଘର…

ରେମୁଣା ଓ ବାହାନଗା ସଦର ମଧ୍ୟରେ ଲ୍ୟାଣ୍ଡଫଲ୍‌ କରୁଛି ବାତ୍ଯା ‘ୟସ୍‌’

ଭୁବନେଶ୍ବର: ସକାଳ ୯ଟାରୁ ବାତ୍ଯା ୟସ୍‌ ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବାହାନଗା-ରେମୁଣା ନିକଟରେ ଲ୍ୟାଣ୍ଡଫଲ୍ କରୁଛି ‘ୟସ୍’ । ୩-୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଦିନ ଗୋଟାେ ପୂର୍ବରୁ ବାତ୍ୟା ‘ୟସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ଆଶା କରାଯାଉଛି ।…

‘ୟସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ଧାମରାଠୁ ଦୂରେଇ ବାଲେଶ୍ୱର ମୁହାଁ ବାତ୍ୟା

ଭୁବନେଶ୍ବର: ବାତ୍ୟା ‘ୟସ’ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ। ଘଣ୍ଟାକୁ ୧୫ କିମି ବେଗରେ ଆଗଉଛି ବାତ୍ୟା, ଲ୍ୟାଣ୍ଡଫଲ୍‌ ନେଇ IMD ପକ୍ଷରୁ ସୂଚନା। ଧାମରାଠୁ ଦୂରେଇ ବାଲେଶ୍ୱର ମୁହାଁ ବାତ୍ୟା। ୩ ରୁ ୪ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ତେବେ ଆଜି ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ…

ବାଲେଶ୍ଵର ରେଲୱେ କଲୋନୀରେ ଅଘଟଣ: ବାତ୍ୟା ୟସ୍ ପ୍ରଭାବରେ ଗଛ ଭାଙ୍ଗି ୨୦ ବର୍ଷର ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ଵର :  ଅତି ଭୀଷଣ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ୟସ୍। ବାଲେଶ୍ଵରରେ ପ୍ରକୋପ ଧିରେ ଧିରେ ବଢିବାକୁ ଲାଗିଲାଣି। ଯାହାର କରାଳ ରୂପ ବାଲେଶ୍ଵର ରେଲୱେ କଲୋନୀରେ ଦେଖିବାକୁ ମିଳିଛି। ବାତ୍ୟା ୟସ୍ ପ୍ରଭାବରେ ରେଲୱେ କଲୋନୀ ନିକଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ଉପରେ ଗଛ ଭାଙ୍ଗି ପଡ଼ିଛି।…

ଆଜି ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟସ୍‌’: ୯ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

କେନ୍ଯୁଜ୍: ଆଜି ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ୟସ୍‌’। ବାସୁଦେବପୁର -ବାହାନଗା ମଧ୍ୟ ଦେଇ ଅତିକ୍ରମ କରିବ। ୯ଟାରୁ ଆରମ୍ଭ ହେବ ‘ୟସ୍‌’ର ଲ୍ୟାଣ୍ଡଫଲ ପ୍ରକ୍ରିୟା। ଦିନ ୩ଟା ପର୍ଯ୍ୟନ୍ତ ଜାରି ରହିବ ପ୍ରକ୍ରିୟା। ୧୧ଟାରୁ ଦିନ ୧ଟା ମଧ୍ୟରେ କେନ୍ଦ୍ରବିନ୍ଦୁ ଉପକୂଳ ଅତିକ୍ରମ କରିବ।…

ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି, ବିଭିନ୍ନ ବ୍ଲକର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ କରାଯାଇଛି…

ଯାଜପୁର: ବାତ୍ୟା ୟସ୍‌ ପ୍ରଭାବରେ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ। ଜିଲ୍ଲାର ଯାଜପୁର, ଦଶରଥପୁର, ବିଂଝାରପୁର, ବରୀ ଓ କୋରେଇ ବ୍ଲକର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କେବଳ ଦଶରଥପୁର ବ୍ଲକରୁ ୭ହଜାର ଲୋକଙ୍କୁ ଅଣାଯାଇଛି। ଉଦ୍ଧାର କାର୍ଯ୍ୟରେ…

ବାତ୍ୟା ୟସ୍‌ ମୁକାବିଲା ପାଇଁ ପାରାଦୀପରେ ଆଇଜି ଅପରେସନ ଅମିତାଭ ଠାକୁର

ପାରାଦୀପ: ବାତ୍ୟା ୟସ୍‌ ମୁକାବିଲା ପାଇଁ ପାରାଦୀପରେ ଆଇଜି ଅପରେସନ ଅମିତାଭ ଠାକୁର। ସରକାରଙ୍କ ଜିରୋ କାଜୁଆଲଟିକୁ ମୁକାବିଲାରେ ପ୍ରାଧାନ୍ୟ ଦିଆଯିବ। ପାରାଦୀପ ଥାନାରେ ଜଗତସିଂହପୁର ଏସପି ପ୍ରକାଶ ଆରଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି। ଏହା ଏନଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ସହ ଆଲୋଚନା…

ଭୟଙ୍କର ହେଉଛି ବାତ୍ୟା ୟସ୍‌ ! ପାରାଦୀପ ଠାରୁ ୩୬୦ ଓ ବାଲେଶ୍ୱରଠାରୁ ୪୬୦ କିଲୋମିଟର ଦୂରରେ

ଭୁବନେଶ୍ବର: ଓଡ଼ିଶା ଉପକୂଳ ଆଡକୁ ମାଡି ଆସୁଛି ୟସ୍‌ । ସମୁଦ୍ର ଭିତରେ ଘୂରି ବୁଲୁଛି । ଅଧିକ ଜଳୀୟ ବାଷ୍ପ ଧାରଣ କରି ଭୟଙ୍କର ହେଉଛି ୟସ୍‌ । ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉପକୂଳ ଆଡକୁ ଗତି କରୁଛି ବାତ୍ୟା । ପାରାଦୀପ ଠାରୁ ୩୬୦ ଓ…

୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ହିଟ୍‌ କରିବ ୟସ୍‌, ଧାମରାରୁ ଚାନ୍ଦିପୁର ଭିତରେ ହିଟ୍‌ କରିପାରେ

କେନ୍ୟୁଜ୍(ବ୍ୟୁରୋ):  ବଙ୍ଗୋପସାଗରରେ ବାତ୍ୟା । ମାଡି ଆସୁଛି ୟସ୍‌ । ସମୁଦ୍ର ଭିତରେ ଘୂରି ବୁଲୁଛି । ଯେତେ ଆଗକୁ ବଢୁଛି ଗତି କମି କମି ଯାଉଛି । ଅଧିକ ଜଳୀୟ ବାଷ୍ପ ଧାରଣ କରି ଭୟଙ୍କର ହେଉଛି ୟସ୍‌ । ବଳ ଗୋଟାଉଛି । ଘଣ୍ଟାପ୍ରତି ଏବେ ୨ କିଲୋମିଟର ବେଗରେ ଅଗ୍ରସର ହେଉଛି ବାତ୍ୟା । କାଲି…

‘ୟସ୍‌’ : ଏହି ବାତ୍ୟାର ନାଁ କିଏ ଦେଲା ଓ ଏହାର ଅର୍ଥ କଣ, ଜାଣନ୍ତୁ

ବାରମ୍ବାର ବାତ୍ୟା ଆସିବା ଦ୍ୱାରା ସାରା ବିଶ୍ୱରେ ଅନେକ ବିପର୍ଯ୍ୟୟ ଓ କ୍ଷୟକ୍ଷତି ଘଟୁଛି । ତେବେ ଲୋକେ ମଧ୍ୟ ଏହା ସହ ବଞ୍ଚିବା ଶିଖି ଗଲେଣି । ସମୟ ଥିଲା ବାତ୍ୟାର ପୂର୍ବାନୁମାନ କରାଯାଇ ପାରୁନଥିଲା । ହେଲେ ଏବେ ପାଣିପାଗ ବିଜ୍ଞାନର ଅଗ୍ରଗତି ସହ ବାତ୍ୟା ଆସିବାର ଅନେକ ପୂର୍ବରୁ ଏହାର…