Browsing Tag

DA hike

ରାଜ୍ୟ ସରକାରଙ୍କ ଦୀପାବଳି ଭେଟି, ସରକାରୀ କର୍ମଚାରୀଙ୍କ ୩% ବଢ଼ିଲା ମହାଙ୍ଗା ଭତ୍ତା

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୋହନ ମାଝୀ ସରକାର ଦେଇଛନ୍ତି ଦୀପାବଳି ଭେଟି । ବୁଧବାର ସରକାରୀ କର୍ମଚାରୀଙ୍କ ମହାଙ୍ଗା ଭତ୍ତା (DA) ରାଜ୍ୟ ସରକାର ୩ ପ୍ରତିଶତ ବଢାଇଛନ୍ତି । ମହଙ୍ଗା ଭତ୍ତାରେ ଏହି ବୃଦ୍ଧି ସହ ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୫୦%ରୁ ୫୩% କୁ ବୃଦ୍ଧି ପାଇଛି…

କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦୀପାବଳି ଭେଟି, ୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ବଡ ଭେଟି । ୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା (DA) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନଟେ ବୈଠକ ବସିଥିବା ବେଳେ ମହଙ୍ଗା ଭତ୍ତା ଉପରେ ମୋହର ବାଜିଛି । ଦୀପାବଳି ଉପଲକ୍ଷେ ଉପହାର ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।…

ରେଳବାଇ ଚାକିରିଆଙ୍କୁ ପୂଜା ଭେଟି, ମିଳିବ ୭୮ ଦିନର ବୋନସ

ପୂଜାରେ ଲକ୍ଷ ଲକ୍ଷ କେନ୍ଦ୍ର ସରକାର କର୍ମଚାରୀଙ୍କ ଖୁସି ଖବର । ରେଲୱେ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ । ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ୧୨ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଫାଇଦା ମିଳିବ । କେନ୍ଦ୍ର କ୍ୟାବିନେଟରେ ଏହି ପ୍ରସ୍ତାବ ମଞ୍ଜୁର ମିଳିଥିବା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ…

ପୁଣି ଥରେ ବଢିବ କେନ୍ଦ୍ରୀୟ କର୍ମଚାରୀଙ୍କ DA!

କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବଢାଇବାକୁ ନେଇ ଖୁସି ଖବର ମିଳିପାରେ । ସୂଚନା ଅନୁସାରେ, ସରକାର ୨୦୨୩ ବର୍ଷର ଦ୍ୱିତୀୟ ଛଅ ମାସ ପାଇଁ ଡିଏ ବଢାଇ ପାରନ୍ତି । କର୍ମଚାରୀମାନେ ବର୍ତ୍ତମାନ ୨.୫୭ ପ୍ରତିଶତ ଫିଟମେଣ୍ଟ ଫ୍ୟାକ୍ଟର୍ ପାଇଛନ୍ତି। ଯଦି ଫିଟମେଣ୍ଟ ଫ୍ୟାକ୍ଟର ବଢିବା ନେଇ ଘୋଷଣା…

ଦୀପାବଳି ପୂର୍ବରୁ ଯୋଗୀ ଆଦିତ୍ୟନାଥ କର୍ମଚାରୀଙ୍କୁ ଦେଲେ ବଡ ଉପହାର, ବଢାଇଲେ ମହଙ୍ଗା ଭତ୍ତା ଏବଂ ଦେଲେ ବୋନସ

ବଢିଲା ମହଙ୍ଗା ଭତ୍ତା। କେନ୍ଦ୍ର ସରକାର ସେପ୍ଟେମ୍ବର ଶେଷ ସପ୍ତାହରେ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରିବା ଘୋଷଣା କରିଥିଲେ। ଏହା ୪ ପ୍ରତିଶତ ବଢି ୩୪ରୁ ୩୮ ପ୍ରତିଶତ ହୋଇଥିଲା। ଏହା ପରେ କିଛି ରାଜ୍ୟ ନିଜ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବଢାଇବାକୁ ଘୋଷଣା…

ସରକାରୀ କର୍ମଚାରୀ ମାଲାମାଲ! ମହଙ୍ଗା ଭତ୍ତାରେ ହେଲା ୫ ପ୍ରତିଶତ ବୃଦ୍ଧି; ଏହି ରାଜ୍ୟର ସରକାର କଲେ ଘୋଷଣା

ସରକାରୀ କର୍ମଚାରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ସରକାର ଡିଏ (ମହଙ୍ଗା ଭତ୍ତା) ବୃଦ୍ଧି ଉପରେ ମୋହର ମାରିଛନ୍ତି। ଏହା ଅଧୀନରେ ସରକାର ମହଙ୍ଗା ଭତ୍ତାରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। କହି ରଖୁଛୁ, ତ୍ରିପୁରାର ବିଜେପି ସରକାର ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧% ବୃଦ୍ଧି, ବଢିଲା GIS ରାଶି

ଭୁବନେଶ୍ବର(କେନ୍ଯୁଜ୍): ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି । ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ଘୋଷଣା। ମହଙ୍ଗା ଭତ୍ତା ରେ ୧୧%ବୃଦ୍ଧି । ଆକ୍ଟୋବର ଦରମାରେ ବର୍ଦ୍ଧିତ ଭତ୍ତା ମିଳିବା ନେଇ ସୂଚନା ମିଳିଛି । ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…

ନୂଆବର୍ଷରେ ଏହି ରାଜ୍ଯ କର୍ମଚାରୀଙ୍କୁ ମିଳିଲା ନୂଆ ଉପହାର, ବର୍ଦ୍ଧିତ ଦରମା ସହିତ ମିଳିବ ୬ ମାସର ବେତନ

ନୂଆବର୍ଷ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛି। ଛତିଶଗଡ ସରକାର ରାଜ୍ଯ କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ବର୍ଦ୍ଧିତ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୭ମ ବେତନ କମିଶନ ଅନୁଯାୟୀ, ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ଯ କର୍ମଚାରୀଙ୍କୁ ୧ ଜୁଲାଇ ୨୦୨୦ ଠାରୁ ଜାନୁଆରୀ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର , ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ସରକାରୀ କର୍ମଚାରୀ ଓ ପେନସନଧାରୀ ଏହି ସୁବିଧା ପାଇବେ । ପୂର୍ବରୁ କର୍ମଚାରୀଙ୍କୁ ୯ ପ୍ରତିଶତ ଡିଏ ମିଳୁଥିଲା । ଏବେ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏଥିରେ ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଏ ସମ୍ପର୍କରେ ଆଜି କ୍ୟାବିନେଟ୍‌ ନଷ୍ପତ୍ତି ପରେ ଘୋଷଣା କରାଯାଇଛି । ଏଥିରେ ଦେଶର ପ୍ରାୟ ୧ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଓ…