Browsing Tag

daily lifestyle tips

ହୃଦଘାତ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଜାଣନ୍ତୁ ଓ ଆଗୁଆ ସତର୍କ ରୁହନ୍ତୁ

ମଣିଷ ଶରୀରରେ କିଛି ବି ଅସୁବିଧା ହେଲେ ତାହାର ଆଗୁଆ ସଙ୍କେତ ମିଳିଯାଏ। କିଛି ଜଣ ଏହାକୁ ଜାଣିଥାନ୍ତି କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଏହା ସମ୍ପର୍କରେ ଆଦୌ ସଚେତନ ନଥାନ୍ତି। ଆଜିକାଲିର ଚିନ୍ତା ବହୁଳ ଜୀବନରେ ଲୋକଙ୍କୁ ଅନେକ ରୋଗ ମାଡ଼ି ବସୁଛି। ଖାସ କରି ହୃଦରୋଗ ଜନିତ ସମସ୍ୟା। ଏହା ଏକ…

ହାଡ଼କୁ ମଜବୁତ କରିବା ସହିତ ଶରୀରକୁ ସୁସ୍ଥ ରଖେ ପ୍ଲମ ଫ୍ରୁଟ, ନିୟମିତ ଖାଆନ୍ତୁ

ଅଙ୍ଗୁର ଭଳି ଦେଖାଯାଉଥିବା ଫଳ ଯାହାକୁ ପ୍ଲମସ୍‌ କୁହାଯାଏ। ଏହା ଶରୀର ପାଇଁ ଖୁବ ଲାଭବାନ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ। ଓଜନ କମିବାଠୁ ଆରମ୍ଭ କରି ଆଖି ପର୍ଯ୍ୟନ୍ତ ସବୁଥିପାଇଁ ଏହା ଖୁବ ଲାଭକାରୀ ହୋଇଥାଏ। ଆଜି ଆମେ ଆପଣଙ୍କୁ ପ୍ଲମସ୍‌ ର…

ସୋରିଷ ତେଲ କେଶରେ ଲଗାଇବା ପୂର୍ବରୁ ଏହି କଥାକୁ ଧ୍ୟାନ ଦିଅନ୍ତୁ, ଜାଣନ୍ତୁ ଏହାର ସଠିକ ତରିକା

ସୋରିଷ ତେଲ ପ୍ରତ୍ୟେକ ଲୋକଙ୍କ ଘରେ ମିଳିଥାଏ । ସୋରିଷ ତେଲକୁ ସାଧାରଣତଃ ଅଧିକାଂଶ ଲୋକ ରୋଷେଇରେ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ । ସୋରିଷ ତେଲରେ ଅନେକ ଉପକାରୀ ଗୁଣ ଭରି ରହିଛି । ଉତ୍ତର ଭାରତରେ ଏହାକୁ…

ଘରେ ଉତ୍ପାତ କରୁଛନ୍ତି କି ମୂଷା; ତ ଏହି ପ୍ରାକୃତିକ ଜିନିଷ ରଖି ପାଆନ୍ତୁ ଛୁଟକାରା

ଘରେ ମୂଷା ହେବା ଏକ ସାଧାରଣ କଥା। କିନ୍ତୁ ଯଦି ଏମାନେ ଆପଣଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି କରୁଛନ୍ତି, ତ ଏମାନଙ୍କୁ ଭଗାଇବା ନିହାତି ଜରୁରୀ। ମୂଷାମାନଙ୍କୁ ଘରୁ ଦୂରେଇ ରଖିବା ପାଇଁ ସାଧାରଣତଃ ସଫାସୁତରା ଉପରେ ଗୁରୁତ୍ୱ ଦିଆଯାଇଥାଏ। କିନ୍ତୁ ଏହା ସତ୍ତ୍ୱେ ଯଦି ଘରେ ମୂଷା ଆତଙ୍କ କମୁ…

ଫୁଡ୍‌ ପଏଜନିଙ୍ଗ୍‌ ବେଳେ ଡରି ଯାଆନ୍ତୁ ନାହିଁ; ଏହି ସବୁ ଘରୋଇ ଉପାୟରେ ଆପଣ ହୋଇପାରିବେ ସୁସ୍ଥ

ଏବେକା ସମୟରେ ଅଧିକାଂଶ ଲୋକ ବାହାର ଖାଦ୍ୟ ଖାଇ ଫୁଡ୍‌ ପଏଜନିଙ୍ଗ୍‌ର ଶିକାର ହେଉଛନ୍ତି। ଏହା ସାଧାରଣତଃ ଠିକ୍ ଭାବରେ ଖାଦ୍ୟ ନ ଖାଇବା, ଖରାପ ହୋଇ ଯାଇଥିବା ଖାଦ୍ୟର ସେବନ ନଚେତ୍‌ ଅପରିଷ୍କାର ପାଣି ପିଇବା କାରଣରୁ ହୋଇଥାଏ। ଅନେକ ବାର ଅଧାରନ୍ଧା ଖାଦ୍ୟ ଖାଇବା, ମଇଳା ହାତରେ ଖାଇବା, ଥଣ୍ଡା…

ଆଖିକୁ ସୁସ୍ଥ ରଖିବା ସହ ଇମ୍ୟୁନିଟି ବଢ଼ାଇଥାଏ ମିଶ୍ରି, ପ୍ରତିଦିନ ଖାଆନ୍ତୁ

ସମସ୍ତେ ଘରେ କିମ୍ବା ମନ୍ଦିରରେ ମିଶ୍ରିକୁ ପ୍ରସାଦ ରୂପେ ବ୍ୟବହାର କରିଥାନ୍ତି। ପ୍ରସାଦ ବ୍ୟତୀତ ମିଶ୍ରିର ବ୍ୟବହାର ଅନ୍ୟତ୍ର ମଧ୍ୟ ବ୍ୟବହାର କରାଯାଇଥାଏ । ରେଷ୍ଟୁରାଣ୍ଟରେ ଏହାର ବ୍ୟବହାର କରାଯାଏ। ଖାଇବା ପରେ ଏହାକୁ ପାନମହୁରୀ ସହ ଦିଆଯାଏ। ଏହାଦ୍ୱାରା ହଜମକ୍ରିୟା ସହଜ ହୁଏ। ଆପଣ…

ଗୁଡ଼ ଖାଇବା ଦ୍ୱାରା ଦୂର ହୁଏ ଥକ୍କାପଣ ଓ ଦୁର୍ବଳତା, ମଧୁମେହ ରୋଗୀ ମଧ୍ୟ ଖାଇପାରିବେ

ଗୁଡ଼କୁ ଶରୀର ପାଇଁ ଖୁବ ଲାଭଦାୟକ କୁହାଯାଇଥାଏ। ଯଦି ଆପଣଙ୍କୁ ମିଠା ଖାଇବା ପସନ୍ଦ ତେବେ ନିଜ ଡ଼ାଏଟ ନିଶ୍ଚିତ ସାମିଲ କରନ୍ତୁ ଗୁଡ଼। ଏହାକୁ ମଧୁମେହ ରୋଗୀ ମଧ୍ୟ ଖାଇପାରିବେ। କାରଣ ଏଥିରେ ଥିବା ଅନରିଫାଇଣ୍ଡ ନେଚୁରାଲ ସୁଗାର ଶରୀରକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇନଥାଏ। ଆୟୁବେର୍ଦରେ…

ଭୁଲରେ ବି ଲଞ୍ଚରେ ଆଡ୍ କରନ୍ତୁ ନାହିଁ ଏହି ସବୁ ଅନହେଲ୍‌ଦି ଖାଦ୍ୟ, ଶରୀର ପାଇଁ ହୋଇଥାଏ ଘାତକ

ଓଜନ କମାଇବା ପାଇଁ ସମସ୍ତେ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । କିନ୍ତୁ ସବୁଥିରେ ଫେଲ ମାରନ୍ତି । ଶେଷରେ ଜିମ ଯିବାର ଏକମାତ୍ର ରାସ୍ତା ସାମ୍ନାରେ ରହିଥାଏ । ତେବେ ଆଜି ଆମେ କିନ୍ତୁ ଖୁବ ସହଜ ଉପାୟ କହିବୁ । ଯଦ୍ୱାରା ଆପଣ କେବଳ ନିଜ ଖାଦ୍ୟରେ ସତର୍କ ରହି ମଧ୍ୟ ଓଜନକୁ କମାଇପାରିବେ ।…

ଗର୍ଭାବସ୍ଥାରେ ମୁଣ୍ଡବିନ୍ଧା ଓ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ମହିଳାଙ୍କ ପାଇଁ ଗର୍ଭାବସ୍ଥା ସମୟ ବହୁତ ଖାସ୍‌ ହୋଇଥାଏ। ଏହି ସମୟରେ ବହୁତ ପ୍ରକାର ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ଦେଖିବାକୁ ମିଳେ। ଏହି ପରିବର୍ତ୍ତନରୁ କେବେ କେବେ କିଛି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଗ୍ୟାସ୍‌ ଓ ମୁଣ୍ଡବିନ୍ଧା ସମସ୍ୟା। ଯେତେବେଳେ ଅଧିକ…

କନ୍ଦମୂଳର ଏହି ସବୁ ଫାଇଦା ସମ୍ପର୍କରେ ଜାଣନ୍ତୁ

ଶୀତଋତୁ ଆସିବା ପରେ ଧିରେ ଧିରେ ବଜାରରେ ଅନେକ ପ୍ରକାରର ଫଳ, ପନିପରିବା ଓ ଅନ୍ୟ ଖାଇବା ଜିନିଷ ବଜାରରେ ମିଳିବା ଆରମ୍ଭ ହୋଇଯାଏ। କହିବାକୁ ଗଲେ ସତେଜ ପନିପରିବା ସହ ଫଳ ଆଦି ଏହି ଋତୁରେ ମିଳିବା ଲୋକମାନଙ୍କୁ ସହଜ ହୋଇଯାଏ। ଏମିତିରେ ଶୀତ ଋତୁରେ ଫଳର ଚାହିଦା ଟିକେ କମିଯାଏ। କାରଣ ଥଣ୍ଡା ହେବା…

ଅପରିଷ୍କାର ମାସ୍କକୁ ପିନ୍ଧିବା ଦ୍ୱାରା ଅନେକ ରୋଗ ମାଡ଼ି ବସେ, ଜାଣନ୍ତୁ ବର୍ତ୍ତିବାର ଉପାୟ

କରୋନା ଭାଇରସ୍‌ ରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ବାରମ୍ବାର ଏହାକୁ ନେଇ ଚେତାବନୀ ଦିଆଯାଉଛି। କରୋନାରୁ ମୁକ୍ତି ପାଇଁ ପ୍ରତିଦିନ ମାସ୍କ ପିନ୍ଧିବା ଏବଂ ଭିଡ଼ ସ୍ଥାନରୁ ନିଜକୁ ଦୂରେଇ ରଖିବା , ଶାରୀରିକ ଦୂରତା ସହ…

ପ୍ରତିଦିନ ଗଜାମୁଗ ଖାଇଲେ ଶରୀର ପାଇଁ ଏହା ଖୁବ ଫାଇଦା ଯୋଗାଏ, ଜାଣନ୍ତୁ ଏହାର ସୁଗୁଣ

କରୋନା କାଳରେ ସରକାରଙ୍କଠୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତେ ଇମ୍ୟୁନିଟି ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ସେମାନଙ୍କ ଇମ୍ୟୁନିଟି ଶକ୍ତିକୁ ବଢ଼ାଇବା ପାଇଁ ସବୁ ପ୍ରକାର ପ୍ରୟାସ ଚାଲିିଛି। ଖାଦ୍ୟ , ଔଷଧଠୁ ଆରମ୍ଭ କରି ପରେ ଭ୍ୟାକସିନ ମଧ୍ୟ…