Below header
Browsing Tag

dead body

ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିରୁ ମୃତ ଦେହ ଉଦ୍ଧାର

ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁର ପଞ୍ଚାୟତର ଏକ ଅର୍ଦ୍ଧ ନିର୍ମିତ ପାଣି ଟାଙ୍କିରୁ ଏକ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ। ମୃତକ ଜଣଙ୍କ କେଉଁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ମୃତକଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ,ସେ କାଲି କ୍ୟାମ୍ପ ରେ ରୋଷେଇ…

ନିର୍ମାଣଧୀନ କୋଠା ଘରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଯାଜପୁର ଟାଉନ : ଯାଜପୁର  ମେଡ଼ିକାଲ କଲେଜ ପାଖ ନିର୍ମାଣଧୀନ କୋଠା ଘରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ପଣସା ପଂଚାୟତର ମୋଟରଙ୍ଗା ପାଳ ଗ୍ରାମର ସେକ ଜୁଲୁ। ଆଜି ସକାଳୁ ତାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ…

ଶବ ସତ୍କାର କରିବାକୁ ଯାଇଥିବା ବେଳେ ଘଟିଲା କିଛି ଏପରି, ସ୍ତବ୍ଧ ହେଲା ପୁରା ଗାଁ

ଆସିଲା ଅକାଳ ମୃତ୍ୟୁ । ଶ୍ମଶାନକୁ ଯାଇଥିଲେ ଶବ ସତ୍କାର ପାଇଁ କିନ୍ତୁ ନିଜେ ପାଲଟିଗଲେ ଶବ । ମୃତ୍ୟୁ ଯେ କାହା ଭାଗ୍ୟରେ କେତେବେଳେ ଆସେ ତାହା କହିବା ମୁସ୍କିଲ । ଆଉ ଜଣେ ଜୀବିତ ବ୍ୟକ୍ତି ମୃତ ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ଯାଇଥିବା ସମୟରେ ସେଠାରେ ନିଜେ ଶବ ପାଲଟି ଯିବା କଥା ଶୁଣିଲେ…

ଲେବଲ କ୍ରସିଂ ନିକଟରୁ ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର

ଚାନ୍ଦବାଲି : ଧାମରା ଭଦ୍ରକ ରେଳପଥର ଯଶିପୁର ବଲସାହି ଲେବଲ କ୍ରସିଂ ନିକଟରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାରକଲା ବଂଶଡା ପୋଲିସ । ମହିଳା ଜଣକ ଟ୍ରେନରେ କଟି ମୃତ୍ୟୁବରଣ କରିଥିବା ଲୋକେ କହୁଛନ୍ତି । ତେବେ ମୃତ୍ୟୁର କାରଣ ଜଣାପଡିନାହିଁ । ପୋଲିସ ଶବ ଜବତ କରି ତଦନ୍ତ ଚଳାଇଛି ।

କୁସୁମୀ ନଦୀରୁ ଗଳିତ ଶବ ଉଦ୍ଧାର, ପୋଲିସ ତଦନ୍ତ ଜାରି

ନୟାଗଡ଼ : କୁସୁମୀ ନଦୀରୁ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ଶବର ପରିଚୟ ମିଳିପାରିନାହିଁ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବିଲମାନପୁର ଗ୍ରାମ ସ୍ମଶାନ ପାଖ ଦେଇଯାଇଥିବା କୁସୁମୀ ନଦୀରେ ଏକ ଗଳିତ ଶବ ପାଣିରେ ଭାସୁଥିବା ଦେଖି ଲୋକେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ…

ଗାଁମୁଣ୍ଡରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନା ହତ୍ୟା ବଢ଼ିଲା ରହସ୍ୟ

କୋରାପୁଟ(କେନ୍ୟୁଜ୍): ଗାଁମୁଣ୍ଡରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଆତ୍ମହତ୍ୟା ନା ହତ୍ୟା ବଢ଼ିଲା ରହସ୍ୟ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା କାଟ୍ରାଆମ୍ବ ଗାଁ ମୁଣ୍ଡରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ପରେ ତନାଘନା ହୋଇଥିଲା । ପଥର ଉପରେ ଶୋଇଥିବା ଅବସ୍ଥାରେ ଉଦ୍ଧାର…

ଘରେ ଥିଲା ବିବାହ, ନାତି ମୁର୍ଦ୍ଦାଘରେ ରଖିଦେଇ ଆସିଲା ଜେଜେମା’ର ମୃତଦେହ…ଆଉ କହିଲା, ୩ ଦିନ ପରେ ନେଇଯିବି

ଉତ୍ତର ପ୍ରଦେଶର ମୁଜଫର୍‌ନଗରରୁ ଅତି ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ, ସତରେ ଏହା ଘୋର୍‌ କଳିଯୁଗ। ଏଠି ଜଣେ ନାତି ନିଜ ଜେଜେମା’ଙ୍କ ମୃତ୍ୟୁରେ ଶୋକ କରିବା ପରିବର୍ତ୍ତେ ମୃତଦେହକୁ ମୁର୍ଦ୍ଦାଘରେ ରଖି ଚାଲିଆସିଛି।…

ବିଜେପି ନେତାଙ୍କ ଡ୍ରାଇଭରଙ୍କ ଆତ୍ମହତ୍ୟା

ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଧନୁର୍ଯ୍ୟୟ ଆତ୍ମହତ୍ୟା କରିଥିବା ଆପାର୍ଟମେଣ୍ଟରେ ପୋଲିସ । ପରିବାର ଲୋକ ପହଞ୍ଚିବା ପରେ ଘର ଖୋଲିଛି ପୋଲିସ୍‌ । ଡ୍ରାଇଭରଙ୍କ ଭାଇ, ଭିଣୋଇ ଏବଂ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଘର ଖୋଲାଯାଇଛି । ଆସନ୍ତାକାଲି ସାଇଣ୍ଟିଫିକ ଟିମ୍‌ ପହଞ୍ଚିବା ପରେ ତଦନ୍ତ…

ମେକ୍ସିକୋ: ୭ ନିଖୋଜ ଲୋକଙ୍କୁ ଖୋଜୁଥିଲା ପୋଲିସ, ୪୫ ବ୍ୟାଗ୍‌ରୁ ମିଳିଲା ମଣିଷ ଶରୀରର ଖଣ୍ଡବିଖଣ୍ଡିତ ଅଂଶ

ମେକ୍ସିକାନ୍‌ ରାଜ୍ୟ ଜଲିସ୍କୋରେ ହଇଚଇ। ଗତ ସପ୍ତାହରେ ନିଖୋଜ ଥିବା ୭ ଯୁବକଙ୍କୁ ଖୋଜୁଥିବା ବେଳେ ଗତକାଲି ପୋଲିସକୁ ମିଳିଛି ୪୫ଟି ବ୍ୟାଗ୍‌, ଯେଉଁଥିରେ ମଣିଷ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ଥିବା ପୋଲିସ ଦେଖିବାକୁ ପାଇଛି। ଏହି ସମସ୍ତ ବ୍ୟାଗ୍‌ ଏକ ବିରାଟ ଗର୍ତ୍ତ ଭିତରୁ ମିଳିଛି। ଜଲିସ୍କୋ…

ବନ୍ଦ ଘରେ ସଢୁଥିଲା ମା’ ଓ ଝିଅଙ୍କ ମୃତଦେହ, ଦୁର୍ଗନ୍ଧ ଆସିବାରୁ ପୋଲିସକୁ ଖବର ଦେଲେ ପଡୋଶୀ

ବନ୍ଦ ଘରେ ସଢୁଥିଲା ମା’ ଏବଂ ଝିଅର ମୃତଦେହ । ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସକୁ ଖବର ଦେବା ପରେ ସତ ସାମ୍ନାକୁ ଆସିଥିଲା । ଦିଲ୍ଲୀର କୃଷ୍ଣା ନଗର ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରଥମ ମହଲାରେ ଥିବା ଏକ ଫ୍ଲାଟ କିଛିଦିନ ବନ୍ଦ ରହିଥିବା ବେଳେ ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସକୁ ଖବର…

ବନ୍ଦ ଘରୁ ୪ ମୃତ ଦେହ ଉଦ୍ଧାର, ବରଗଡ଼ ଝିକିଝିକି ଗାଁରେ ଚାଞ୍ଚଲ୍ୟ

ବନ୍ଦ ଘରେ ୪ ମୃତଦେହ । ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବାପା, ମାଆ, ପୁଅ ଓ ଝିଅକୁ ବୀଭତ୍ସ ହତ୍ୟା କରାଯାଇଛି ।  ମୃତକ ହେଲେ ଗୁରୁଦେବ ବାଗ, ଶିବାଗ୍ରୀ ବାଗ, ଚୂରାମଣି ବାଗ ଓ ଶ୍ରାବଣୀ ବାଗ । ପାରିବାରିକ କଳହରୁ…