Browsing Tag

dead body

ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆଣ୍ଠୁ ଓ ମୁଣ୍ଡରେ ଲାଗିଛି ଗଭୀର ଆଘାତ

ଟାଙ୍ଗୀ (କେନ୍ୟୁଜ): ରେଳ ଧାରଣା ପାର୍ଶ୍ୱରୁ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁଦେହ ଉଦ୍ଧାର। ଆଜି ସକାଳୁ ଖୋର୍ଦ୍ଧା ରେଳ ମଣ୍ଡଳ ଅଧିନ ମୁକ୍ତେଶ୍‌ର ରେଳ ଷ୍ଟେସନ ଅନତି ଦୂରରେ ୨ଟି ରେଳ ଧାରଣା ମଧ୍ୟ ଭାଗରେ ଜଣେ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା ।…

ଦେବଗଡ ପାହାଡ଼ ଉପରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତ ଦେହ, କାରଣ ଅସ୍ପଷ୍ଟ

କେନ୍ୟୁଜ(ବ୍ୟୁରୋ) : ରାୟଗଡା ଦେବଗଡ ପାହାଡରୁ ଜଣେ କଲେଜ ପଢ଼ୁଆ ଝିଅଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଦେହ ପାହାଡ ଉପରେ ଥିବା ଏକ ପୋଖରୀରୁ ଉଦ୍ଧାର ହୋଇଛି । ଝିଅ ଜଣକ କଲ୍ୟାଣସିଂହପୁର ମେସରେ ରହି ପାଠ ପଢ଼ୁଥିଲେ । ଯୁବତୀ ଜଣକ ଦୁଇ ଦିନ ହେଲା ନିଖୋଜ ଥିଲେ । ତେବେ କେଉଁ କାରଣରୁ ମୃତ୍ୟୁ…

୨୦ ବର୍ଷୀୟ ଯୁବକଙ୍କ ପ୍ରେମରେ ପଡି ସ୍ୱାମୀଙ୍କୁ ହତ୍ୟା କଲା ୩ଟି ପିଲାର ମା’, ଏବେ ଗିରଫ

ମଧ୍ୟପ୍ରଦେଶର ମୁରୈନାରେ ଜଣେ ମହିଳା ନିଜ ପ୍ରେମିକ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ଆଉ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଘର ପଛରେ ଥିବା ସୋରିଷ କ୍ଷେତରେ ପୋତିଦେଇଥିଲେ । ପୋଲିସ ହତ୍ୟା କରିବାର ଯାଞ୍ଚ କରିବାର ୩୨ ଦିନ ପରେ କ୍ଷେତରେ ମୃତଦେହକୁ ଖୋଜି ପାଇଥିଲା । ହତ୍ୟା କରିଥିବା…

ରାସ୍ତା କଡରେ ପଡିଛି ଯୁବକଙ୍କ ମୃତଦେହ, ପଥରରେ ଛେଚି ହତ୍ୟା ସନ୍ଦେହ

ବାଂଶପାଳ (କେନ୍ୟୁଜ): ପଥରରେ ଛେଚି ଯୁବକଙ୍କୁ ବୀଭତ୍ସ ହତ୍ୟା ସନ୍ଦେହ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ ରାୟଗଡ଼ା ପଞ୍ଚାୟତ ଆମୁଣି ଗାଁର ରାସ୍ତାରେ ଏକ ଅଚିହ୍ନା ଅଳ୍ପ ବୟସ୍କ ଯୁବକଙ୍କ ମୃତଦେହ ପଡ଼ିରହିଛି। ମୃତକ ଫୁଲଝର ଗାଁର ତରଣୀସେନ ମଣ୍ଡଳ ବୋଲି ଜଣାପଡିଛି।…

କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ହିଞ୍ଜିଳି(କେନ୍ୟୁଜ୍‌) : ହିଞ୍ଜିଳି ଥାନା ପୋଚିଲିମା ପଞ୍ଚାୟତ ସୋମପୁର ଗ୍ରାମ ନିକଟ କେନାଲ ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହାଇଛି। ଯୁବକଙ୍କର ମୃତ୍ୟୁର କାରଣ ଜଣା ପଡିନଥିଲେ ମଧ୍ୟ ଏହା ଦୁର୍ଘଟଣା ଜନିତ ହୋଇପାରେ ବୋଲି ପୋଲିସ ଅନୁମାନ କରୁଛି । ମୃତ ଯୁବକ ଆସିକା ଥାନା ପଢ଼ାଳ…

ବାଲେଶ୍ଵର : ଯୁଵକଙ୍କ ଝୁଲନ୍ତା ମୃତଦେହ ଠାବ

ବାଲେଶ୍ୱର(କେନ୍ୟୁଜ) : ବାଲେଶ୍ଵର ବଳରାମ ଗଡି ମେରାଇନ ଥାନା ଅନ୍ତର୍ଗତ ନାଉପାଳଗଡିରେ ଜଣେ ଯୁଵକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଯୁବକଙ୍କ ବୟସ ପ୍ରାୟ ୨୧-୨୨ ବର୍ଷ ହେବ ବୋଲି ଜଣାପଡିଛି। ଯୁବକ ଜଣକ ଶୁଖୁଆ ଖଳାରେ ରହି କାର୍ଯ୍ୟ କରୁଥିଲେ। ଆଜି ସକାଳ ସମୟରେ ସ୍ଥାନୀୟ ଲୋକ ଏକ ଦଉଡିରେ…

ନିଜକୁ କାହିଁକି ମାରିଲେ ସମ୍ବଲପୁରର ବିଶିଷ୍ଟ ଡାକ୍ତର ଯତୀନ୍ଦ୍ର ମୋହନ ପୂଜାରୀ, ସୁଇସାଇଡ ନୋଟ ଜବତ

ସମ୍ବଲପୁର (କେନ୍ୟୁଜ): ୮୬ ବର୍ଷ ବୟସରେ ଡାକ୍ତରଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଛନ୍ତି ସମ୍ବଲପୁରର ବିଶିଷ୍ଟ ଡାକ୍ତର ଯତୀନ୍ଦ୍ର ମୋହନ ପୂଜାରୀ। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ୍‌ । ସୁଇସାଇଡ ନୋଟରେ ଲେଖାଯାଇଛି ‘କ୍ଷମା କରିଦେବ’। ଯତୀନ୍ଦ୍ରଙ୍କ ପୁଅ ବାହାରେ…

ରାସ୍ତା କଡରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କଣ୍ଟାମାଳ (କେନ୍ୟୁଜ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ବାଇପାସ ରାସ୍ତା କଡରୁ ଯୁବକର ମୃତଦେହ ଉଦ୍ଧାର । ମୃତକ ଜଣକଙ୍କର ନାମ ଚିତ୍ତରଞ୍ଜନ ନାଏକ ହୋଇଥିବାବେଳେ ମନମୁଣ୍ଡା ନିକଟ ଦେଉଳି ଗାଁରେ ଭଡାରେ ରହୁଥିବା ଜଣାଯାଇଛି । ଚିତ୍ତରଞ୍ଜନ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ଜଣାପଡିଛି । ମନମୁଣ୍ଡା…

ତୁରେକେଲା କଲେଜ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା, ଅଭିଯୁକ୍ତ ଗିରଫ

କଣ୍ଟାବାଞ୍ଜି (କେନ୍ୟୁଜ): ତୁରେକେଲା କଲେଜ ନିକଟରେ ଥିବା ରାଜୁ ଜଙ୍ଗଲରେ ଗତ ୨୪ ତାରିଖ ଦିନ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଥିଲା । ଘଟଣା ପରେ ତୁରେକେଲା ପୁଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ସୁଚନା ଅନୁସାରେ ତୁରେକେଲା ପୁଲିସ ଜାଣିବାକୁ ପାଇଥିଲା ଯେ, କଲେଜ ନିକଟରେ ଥିବା…

ଟ୍ରେନ୍ ଭିତରୁ ଯାତ୍ରୀଙ୍କ ମୃତଦେହ ଠାବ, ଶୋଇଥିବା ଅବସ୍ଥାରେ ଉଦ୍ଧାର କଲା ପୋଲିସ୍

କୋରାପୁଟ(କେନ୍ୟୁଜ): ଭୁବନେଶ୍ବରରୁ ଜଗଦଲପୁର ଅଭିମୁଖେ ଯାଉଥୁବା ହୀରା ଖଣ୍ଡ ଟ୍ରେନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଦେହ ଠାବ। S1 ବଗିର ୧୫ ନଂ ସିଟରେ ଯାତ୍ରୀ ଜଣକ ଶୋଇବା ଅବସ୍ଥାରେ ମୃତ୍ୟୁ ଦେହ ଠାବ । ଶୋଇଥିବା ବେଳେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । କୋରାପୁଟ ରେଳ ଷ୍ଟେସନରେ…

ହାତ ବଢାଇଲେ ସରକାର, ୧୬ ଦିନ ପରେ ସୁଦୂର ଦୁବାଇରୁ ଓଡ଼ିଶାକୁ ଫେରିଲା ଯୁବକଙ୍କ ମୃତଦେହ

ସାଲେପୁର(କେନ୍ୟୁଜ): ୧୬ ଦିନ ପରେ ଓଡ଼ିଶାକୁ ମୃତଦେହ ଆସିଲା ସୁଦୂର ଦୁବାଇରୁ। ସୁଦୂର ଦୁବାଇ ସହରରେ ପରିବାରକୁ ପୋଷିବାକୁ ଯାଇଥିବା ପୁଅର ମୃତଦେହ ଓଡ଼ିଶା କିପରି ଆସିବ ଚିନ୍ତାରେ ପଡ଼ିଯାଇଥିଲେ ବୁଢ଼ା ବାପ ମା'ଙ୍କ ସହ ପରିବାର ଓ ଆତ୍ମୀୟସ୍ବଜନ। ଯାହା ହେଉ ସରକାର ଙ୍କ ଚେଷ୍ଟାରେ ମୃତ ପୁଅର…

ପାକ୍‌ ହସ୍ପିଟାଲ ଛାତରୁ ମିଳିଲା ୨୦୦ ରୁ ଅଧିକ ମୃତଦେହ, ଅଧିକାଂଶଙ୍କର ନାହିଁ ଅଙ୍ଗପ୍ରତ୍ୟଙ୍ଗ

ଇସଲାମାବାଦ୍‌: ପାକିସ୍ତାନର ମୁଲତାନ ସହରର ଏକ ହସ୍ପିଟାଲ ଛାତରୁ ୨୦୦ରୁ ଅଧିକ ପଚାସଢ଼ା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପ୍ରଘଟ ହେବା ପରେ ପାକ୍‌ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଖବର ଅନୁଯାୟୀ, ଡାକ୍ତରଖାନାର ଛାତ ଉପରେ ଥିବା ଏକ କୋଠରୀରେ ମୃତଦେହ ମିଳିଛି। ମୃତ ଶରୀରର ଅନେକ…