ଖୁବ୍ଶୀଘ୍ର ବଡ଼ ପରଦାରେ ନଜର ଆସିବେ ମାତା ସୀତା, ଏହି ଫିଲ୍ମରେ ଅଭିନୟ କରିବେ ଦୀପିକା ଚିଖଲିୟା
ଟିଭିର ସୀତା ମାତା ଅର୍ଥାତ୍ ଦୀପିକା ଚିଖଲିୟାଙ୍କୁ କିଏ ବା ନ ଜାଣେ। ଲକ୍ଡାଉନ୍ରେ ରାମାୟଣର ପୁନଃ ପ୍ରସାରଣ ପରଠୁ ଦୀପିକା ଚର୍ଚ୍ଚାରେ ଅଛନ୍ତି। ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଦୀପିକାଙ୍କୁ ଏବେ ବଡ଼ ପରଦାରେ ବି ଦେଖିବାକୁ ମିଳିବ। ଏନେଇ ନିଜେ ଦୀପିକା ଖୁଲାସା କରିଛନ୍ତି।…