Browsing Tag

dhenkanal

କଙ୍କଡାହାଡ଼ ବ୍ଲକରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ, ବନ୍ଧା ହେଲେ ଜଣେ ଆଉ ଜଣେ ଫେରାର

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ ଜିଲା ଆଦିବାସୀ ବହୁଳ ଅଞ୍ଚଳ କଙ୍କଡାହାଡ଼ ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଇଥିବା ସୁଯୋଗ ନେଇ କିଛି ନକଲି ଡାକ୍ତର ଜମାଇଛନ୍ତି ନିଜର ଆଧିପତ୍ୟ।  ଆଦିବାସୀ  ନିରୀହ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ନାଁ ରେ ଶୋଷଣ କରୁଥିବା ଦେଖିବାକୁ ମିଳିଛି…

ଢେଙ୍କାନାଳରେ ଚାଞ୍ଚଲ୍ୟ : ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ, ଦୁଇ ଅଟକ

ଢେଙ୍କାନାଳ (କେନ୍ୟୁଜ): ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ଏପରି ଅଭାବନୀୟ ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମରେ । ସନ୍ଧ୍ୟା ସମୟରେ ପୀଡ଼ିତା ଜଣକ ସ୍ବାମୀଙ୍କ ସହ ଘରକୁ ଫେରୁଥିବା ବେଳେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଏପରି…

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ। ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାରୁଆଁ ଗାଁ ନିକଟ କେନାଲ ରାସ୍ତାରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା କଲରଙ୍ଗିଅତା ଗାଁର ଏକ ଦମ୍ପତି ୨୦ତାରିଖରେ ଭୁବନ ଆସିଥିଲେ।…

 ପଞ୍ଚଭୂତରେ ଲୀନ ହେଲେ ବୀର ପୁତ୍ର, ଅଶ୍ରୁଳ ବିଦାୟ ଦେଲେ ଢେଙ୍କାନାଳ କେନ୍ଦୁଢିପବାସୀ

ଢେଙ୍କାନାଳ (କେନ୍ୟୁଜ୍): ପଞ୍ଚଭୂତରେ ଲୀନ ହେଲେ ବୀର ପୁତ୍ର ସରୋଜ ଦାସ । ଅଶ୍ରୁଳ ଲୁହରେ ସହିଦଙ୍କୁ ବିଦାୟ ଦେଲେ ଢେଙ୍କାନାଳ ଜିଲ୍ଲା କେନ୍ଦୁଢିପବାସୀ । ଜନ୍ମମାଟିରେ ଜଳିଲା ସହିଦ ସରୋଜ ଦାସଙ୍କ ଚିତା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହଜାର ହଜାର ସ୍ଥାନୀୟ ଲୋକ,…

ସିକ୍କିମ ବନ୍ୟାରେ ଢେଙ୍କାନାଳର ୩ ଛାତ୍ର ନିଖୋଜ, ଏଯାଏଁ ମିଳୁନି ପତ୍ତା

ଢେଙ୍କାନାଳ (କେନ୍ୟୁଜ): ସିକ୍କିମ ବନ୍ୟାରେ ଢେଙ୍କାନାଳର ୩ ଛାତ୍ର ନିଖୋଜ । ସାଙ୍ଗ ହୋଇ ୭ ଜଣ ବନ୍ଧୁ ସିକ୍କିମ ଯାଇଥିବା ବେଳେ ବନ୍ୟା ପରେ ସେମାନଙ୍କର କୌଣସି ଖୋଜଖବର ନାହିଁ । ଏହି ସାତ ଜଣଙ୍କ ମଧ୍ୟରୁ ଢେଙ୍କାନାଳର ୩ଜଣ, ଚୌଦ୍ବାର ଓ ଭୁବନେଶ୍ବରରୁ ୨ ଜଣେ ଲେଖାଏ ଛାତ୍ର ଅଛନ୍ତି । ଏମାନେ…

ଢେଙ୍କାନାଳ: ବୟସ ଜାଲିଆତି କରିଥିଲେ ଜୟପୂରାକାଟେଣି ସରପଞ୍ଚ, ଅଯୋଗ୍ୟ ଘୋଷଣା କଲେ କୋର୍ଟ

ଢେଙ୍କାନାଳ(କେନ୍ୟୁଜ୍):  ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଜୟପୂରାକାଟେଣି ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ। ସରପଞ୍ଚ ମିତାରାଣୀ ସାହୁଙ୍କୁ ଅଯୋଗ୍ୟ ଘୋଷଣା କରଯାଇଛି। ବୟସ ଜାଲିଆତି କରି ସରପଞ୍ଚ ନିର୍ବାଚନ ଲଢିଥିଲେ ମିତାରାଣୀ। ବିଜୟୀ ମଧ୍ୟ ହୋଇଥିଲେ। ବିପକ୍ଷ ପ୍ରାର୍ଥୀ…

ପାଦ କଟିଯିବା ପରେ ବୋତଲ ଓ ଟାୟାରକୁ ଗୋଡରେ ବାନ୍ଧି ଚାଲି ଚାଲି ଯାଉଛନ୍ତି, ସରକାରୀ ସାହାଯ୍ୟ ଅପେକ୍ଷାରେ ଏବେ…

ଦିବ୍ୟାଙ୍ଗ ହେଲେ କେତେଯେ ସ୍ୱପ୍ନ କୁ ମାରିବାକୁ ପଡେ, ତାହାର କେହି କଳ୍ପନା ବି କାରପାରିବେ ନାହିଁ । ଆଉ ଏଭଳି ଲୋକଙ୍କ ପାଇଁ ସରକାର କେତେ କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ପ୍ରକୃତ ଦିବ୍ୟାଙ୍ଗ ଲୋକଙ୍କ ପାଖରେ ତାହା ପହଞ୍ଚି ପାରୁ ନାହିଁ। ସେ ହେଉଛି ବଡ ଦୁଃଖର କଥା । ଦିବ୍ୟାଙ୍ଗ…

ନାବାଳକକୁ ଗୁପ୍ତଧନ ପାଇଁ ନରବଳି ଦିଆଯାଇଥିବା ଅଭିଯୋଗ, କିଏ ଓ କାହିଁକି ଏଭଳି ନୃଶଂସକାଣ୍ଡ ଘଟାଇଲା ?

ଆଠମଲ୍ଲିକ(କେନ୍ୟୁଜ୍): ଆଠମଲ୍ଲିକ କିଆକଟାରେ ନାବାଳକକୁ କିଏ କଲା ନିର୍ମମ ହତ୍ୟା? ଗତକାଲି ବାରେଣୀ ଜଙ୍ଗଲରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର ପରେ ବଢୁଛି ସସ୍‌ପେନ୍‌ସ। ୨୩ ତାରିଖରେ ପୁଅ ସଞ୍ଜିତ ସହିତ ଟୁସର ଗାଁର ମା ମଙ୍ଗଳା ମନ୍ଦିରକୁ ଅଧିଆ ପଡ଼ିବାକୁ ଆସିଥିଲେ ବାସନ୍ତୀ ବିଶ୍ୱାଳ। ପରଦିନ…

୧୦ଟି ବତକ ଗିଳିଥିଲା ଅଜଗର, ଗୋଟିଏ ପରେ ଗୋଟିଏ ଓଗାଳିଲା

ଢେଙ୍କାନାଳ(କେନ୍ୟୁଜ୍): ବିରାଟକାୟ ଅଜଗର । ୧୦ଟି ବତକ ଗିଳିଥିବା ଅଜଗର ଉଦ୍ଧାର । ଢେଙ୍କାନାଳ ସଦର ବ୍ଳକ ଲମ୍ବୋଦରପୁର ଗାଁରେ ଏକ ଅଜଗର ୧୦ଟି ବତକ ଗିଳିଥିଲା । ଗୋଟିଏ ପରେ ଗୋଟିଏ କରି ବତକ ଉଗାରିଲା। ଗାଁର ଶ୍ରୀକୃଷ୍ଣ ଫାର୍ମ ହାଉସ୍‌ରୁ ଅଜଗର ଉଦ୍ଧାର ହୋଇଛି । ସାପଟିର ଲମ୍ବ ୮ ଫୁଟ ହେବ ।…

ଅଜଣା ଜନ୍ତୁ ଆକ୍ରମଣରେ ୪୦ ମେଣ୍ଡା ମୃତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଳକ ଚାଉଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆରଦା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଜନ୍ତୁ ଆକ୍ରମଣରେ ସାଧୁ ଚରଣ ରାଉତଙ୍କର ୪୨ଟି ମେଣ୍ଡାଙ୍କ ମୃତୁ ହୋଇଛି। ମେଣ୍ଢାମାନଙ୍କର ମୁଣ୍ଡ ଓ ବେକରେ କ୍ଷତ ଚିହ୍ନ ଥିବା ବେଳେ କୈାଣହି ଏକ ଅଜଣା ଜନ୍ତୁ…

ଢେଙ୍କାନାଳ: ପର୍ଜଙ୍ଗ କୁଆଳୋ ଅଷ୍ଟଶମ୍ଭୁ ଶିବ ମନ୍ଦିରର ହେବ ଉନ୍ନତି କାମ, ବିକାଶ ନେଇ ପ୍ରତିଶ୍ରୁତି ଦେଲେ 5T ସଚିବ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଗସ୍ତ କରି କୁଆଳୋ ଅଷ୍ଟଶମ୍ଭୁ ଶିବ ମନ୍ଦିରରେ ଦର୍ଶନ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଦର୍ଶନ କରିବା ପରେ ମନ୍ଦିରର ଉନ୍ନତି ନେଇ ମନ୍ଦିର କମିଟି ସହିତ ଆଲୋଚନା କରିଛନ୍ତି। ମନ୍ଦିର ବେଢା ପରିକ୍ରମା ବେଳେ ମନ୍ଦିର ସଂପର୍କରେ…

ଢେଙ୍କାନାଳ ଗସ୍ତରେ 5T ସଚିବ: ଜିଲ୍ଲା କ୍ରୀଡ଼ା ସଙ୍ଘ ସହ ଆଲୋଚନା ପରେ ମିଲେଟ କାଫେର କଲେ ଉଦ୍‌ଘାଟନ

ଢେଙ୍କାନାଳ (କେନ୍ୟୁଜ): ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ। ଢେଙ୍କାନାଳ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ପୁରାତନ ଜାଉଳୀ ପୋଖରୀ ମଠ ପରିଦର୍ଶନ କରିଛନ୍ତି 5T ସଚିବ । ମଠ ପରିସରରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ମଠ ମହନ୍ତ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ…