Below header
Browsing Tag

dhenkanal

ଢେଙ୍କାନାଳ ଗସ୍ତରେ 5T ସଚିବ: ଜିଲ୍ଲା କ୍ରୀଡ଼ା ସଙ୍ଘ ସହ ଆଲୋଚନା ପରେ ମିଲେଟ କାଫେର କଲେ ଉଦ୍‌ଘାଟନ

ଢେଙ୍କାନାଳ (କେନ୍ୟୁଜ): ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ। ଢେଙ୍କାନାଳ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ପୁରାତନ ଜାଉଳୀ ପୋଖରୀ ମଠ ପରିଦର୍ଶନ କରିଛନ୍ତି 5T ସଚିବ । ମଠ ପରିସରରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ମଠ ମହନ୍ତ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ…

ଆକାଶରୁ ଖସିଲା ମୃତ୍ୟୁ: ବଜ୍ରପାତରେ ୩ ଜଣଙ୍କ ଗଲା ଜୀବନ

ଢେଙ୍କାନାଳ (କେନ୍ୟୁଜ୍):  ଢେଙ୍କାନାଳରେ ଅଘଟଣ । ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି । ୪ ଗୁରୁତର ଆହତ ହୋଇଛନ୍ତି । ସଦର ବ୍ଲକ ନଢ଼ଣପୁର ଗାଁର ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗଁଦିଆ ବ୍ଲକ ଦେଓଗାଁର ଜଣଙ୍କ ମୃତ୍ୟୁ ହୋଇଛି, ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ…

ପୁଣି ମାଈ ହାତୀର ମୃତଦେହ ଠାବ, ବିଦ୍ୟୁତ୍‌ ତାର ସଂଶ୍ପର୍ସରେ ମୃତ୍ୟୁ ହୋଇଥିବା ସନ୍ଦେହ

ଢେଙ୍କାନାଳ (କେନ୍ୟୁଜ): ପୁଣି ହାତୀ ମୃତ। ସନ୍ଦେହଜନକ ଅବସ୍ଥାରେ ମାଈ ହାତୀର ମୃତଦେହ ଠାବ ହୋଇଛି। ଢେଙ୍କାନାଳ ସଦର ରେଞ୍ଜ ବୋରାପଦା ଖମାର ଗାଁରେ ଥିବା ଏକ ଫାର୍ମ ହାଉସ୍‌ ପରିସରରୁ ମୃତଦେହ ଠାବ ହୋଇଛି। ବିଦ୍ୟୁତ୍‌ ତାର ସଂଶ୍ପର୍ସରେ ଆସି ମାଇ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।…

କ୍ଷତିପୂରଣ ଦାବି କଲେ ମୃତକଙ୍କ ପରିବାର, କମ୍ପାନୀ ଫାଟକ ନିକଟରେ ଶ୍ରମିକଙ୍କ ସହ ଦେଲେ ଧାରଣା

 ଢେଙ୍କାନାଳ(କେନ୍ୟୁଜ): ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ଖଡ଼ଗପ୍ରସାଦ ଗ୍ରାମ ନିକଟରେ ଥିବା  କମ୍ପାନୀ ପରିସରରେ କାର୍ଯ୍ଯରତ ଶ୍ରମିକର ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ କମ୍ପାନୀ ମୁଖ୍ଯ ଫାଟକ ନିକଟରେ କ୍ଷତି ପୂରଣ ଦାବି ନେଇ ଧାରଣା ଲାଗିରହିଛି । ଗତକାଲି କାର୍ଯ୍ଯରତ ଶ୍ରମିକ ମାଧବ…

ହାତୀ ଆକ୍ରମଣରେ ଜଣେ ମୃତ, ଶୌଚ ହେବାକୁ ଯିବାବେଳେ ଦଳିଦେଲା ଦନ୍ତା

ଢେଙ୍କାନାଳ (କେନ୍ୟୁଜ): ଦଳିଦେଲା ଦନ୍ତା । ଦନ୍ତା ଆକ୍ରମଣରେ ଜଣେ ମୃତ। ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଜରଡା ପଞ୍ଚାୟତ ବାଲିକିଆରୀ ଗାଁରେ ହାତୀ ଆତଙ୍କ । ମୃତକ ସେହି ଗାଁର ଲକ୍ଷ୍ମୀଧର ସାହୁ । ଲକ୍ଷ୍ମୀଧର ଗା ନିକଟ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଏନେଇ ବନ…

ଜନ୍ମପରେ ନବଜାତକୁ ମୃତ ଘୋଷଣା କଲେ ଡାକ୍ତର, ଘରେ ଜିଇଁ ଉଠିଲା ଶିଶୁ !

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କର ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ମେଡିକାଲରେ ନବଜାତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର । ଜଣେ ନୁହେଁ ଦୁଇ ଜଣ ଡାକ୍ତର ଶିଶୁଟି ମୃତ ବୋଲି କହିଲେ । ଏହା ଶୁଣିବା ପରେ ପରିବାର ଲୋକେ ମୃତଦେହ ଧରି ଘରକୁ ପଳାଇ…

ଗୀତିନାଟ୍ୟରେ ପ୍ରଦର୍ଶିତ ହେଲା ଢେଙ୍କାନାଳ ରାଜାଙ୍କ ବିରତ୍ୱର କାହାଣୀ, ଜୀବନ୍ତ ଅଭିନୟରେ ବାନ୍ଧିହେଲ ଦର୍ଶକ

କେନ୍ୟୁଜ୍‌(ବ୍ୟୁରୋ): ତ୍ରିଲୋଚନ ଦେବ ଦେବେନାହିଁ ରାଜସ୍ୱ ଆମ୍ଭର । ଭାଙ୍ଗିବି ଗର୍ବ ଓ ଅହଙ୍କାର ତୋର । ସେନାପତି । ଆଜ୍ଞା ଦିଅନ୍ତୁ ହଜୁର । ଛାରଖାର କରିଦେବି ଢେଙ୍କାନାଳ ଗଡ଼ । ତ୍ରାହି ତ୍ରାହି ଡାକଦେବେ ପ୍ରଜାକୂଳ । ହାହାକାର ପଡ଼ିଯିବ ସର୍ବତ୍ର । ଆର୍ତ୍ତ ଚିତ୍କାରରେ ପୁରି ଉଠିବ ଏହି…

ବ୍ଲାଉଜ ସିଲେଇ ପଇସା ନ ଦେବାରୁ ଯୁବକଙ୍କୁ ହାଣିଲେ; ହାତ, ବେକ ଓ ଛାତିରେ ଲାଗିଛି ଗଭୀର ଆଘାତ

ଢେଙ୍କାନାଳ (କେନ୍ୟୁଜ): ବ୍ଲାଉଜ ସିଲେଇ ପଇସା ନ ଦେବାରୁ ଯୁବକଙ୍କୁ ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଟଭାପାଳ ସୁନ୍ଦରପଡା ଗାଁରେ। ଆକ୍ରମଣରେ ସୁନ୍ଦରପଡା ଗାଁର ବିପିନ ପରିଡାଙ୍କ ହାତ, ବେକ ଓ ଛାତିରେ ଗଭୀର…

ଗାଁ ବର ଗଛରୁ ଉଦ୍ଧାର ହେଲା ୧୭ ଫୁଟର ବିରାଟ ଅହିରାଜ ସାପ

ଢେଙ୍କାନାଳ (କେନ୍ୟୁଜ): ବିରାଟ ଅହିରାଜ ଉଦ୍ଧାର। ଢେଙ୍କାନାଳ ଦୀନବନ୍ଧୁପୁର ଗାଁର ଏକ ବର ଗଛରୁ ଏହି ୧୭ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି। ଗଛରେ ସାପଟି ଥିବା ଦେଖି ଗାଁଲୋକେ ସ୍ନେକ୍‌ ହେଲପ୍‌ ଲାଇନକୁ ଖବର ଦେଇଥିଲେ। ଟିମ୍‌ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ପରେ ବନବିଭାଗ…

ଢେଙ୍କାନାଳ ବିରାଶାଳ ଏୟାର ଷ୍ଟ୍ରିପ୍‌ରେ ଦିଆଯିବ ପାଇଲଟ ତାଲିମ, ବର୍ଷକୁ ତାଲିମ ନେବେ ୫୦୦ ପିଲା

କେନ୍ୟୁଜ୍‌(ବ୍ୟୁରୋ): ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପ୍‌ ରେ ଦିଆଯିବ ପାଇଲଟିଂର ତାଲିମ । ବର୍ଷକରେ ଏଠାରୁ ୫୦୦ ପିଲା ପାଇଲଟିଂର ତାଲିମ ନେବେ । ଆବଶ୍ୟକୀୟ ସମସ୍ତ ପ୍ରକ୍ରିୟା ଶେଷ ଅବସ୍ଥାରେ ପହିଁଚିଛି । ଏହାସହ ଏଥିପାଇଁ ଆବଶ୍ୟକୀୟ ହେଉଥିବା ଭିତ୍ତିଭୂମିର ବିକାଶ କରାଯିବ । ଏଠାରେ…

ଢେଙ୍କାନାଳ ହସ୍ପିଟାଲ ଓପିଡି ଆଗରେ ପ୍ଲାଷ୍ଟିକ ଜାର ଭିତରେ ବିଶାକ୍ତ ସାପଛାଡ଼ି ରୋଗୀ ଛୁ, ଉଦ୍ଧାର କରି ମେଘା ସଂରକ୍ଷିତ…

ଢେଙ୍କାନାଳ(କେନ୍ୟୁଜ୍): ବିଶାକ୍ତ ସାପ ଛାଡ଼ି ରୋଗୀ ଛୁ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡି ଆଗରେ ପ୍ଲାଷ୍ଟିକ ଜାର ଭିତରେ ବିଶାକ୍ତ ସାପଛାଡ଼ି ରୋଗୀ ଫେରାର । ସୂଚନା ଅନୁସାରେ ଗତକାଲି ସକାଳୁ ଜଣେ ମହିଳା ସାପ କାମୁଡିଥିବା ବ୍ୟକ୍ତିଙ୍କୁ ନେଇ ଚିକିତ୍ସା ପାଇଁ ହସ୍‌ପିଟାଲ…

ଢେଙ୍କାନାଳ : କପିଳାସରେ ଜଙ୍ଗଲ ସଫାରୀ ଆରମ୍ଭ

ଢେଙ୍କାନାଳ((କେନ୍ୟୁଜ୍‌)) : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଢେଙ୍କାନାଳ କପିଳାସରେ ଆରମ୍ଭ ହେଲା ଜଙ୍ଗଲ ସଫାରୀ । ଶିମିଳିପାଳ, ଦେବ୍ରିଗଡ଼ ଏବଂ ଚନ୍ଦକା ପରେ ଏବେ କପିଳାସ ଅଭୟାରଣ୍ୟରେ ଜଙ୍ଗଲ ସଫାରୀର ମଜା ଉଠାଇପାରିବେ ପର୍ଯ୍ୟଟକ । ସଫାରୀ ପାଇଁ ଏଣ୍ଟ୍ରି ପଏଣ୍ଟ କପିଳାସ ହୋଇଥିବା ବେଳେ…