Below header
Browsing Tag

diwali

ଗଳିରେ ବାଣ ଫୁଟାଇବାକୁ ମନା କରୁଥିଲେ ଯୁବକ, ରାଗରେ ଛୁରୀ ମାରି ହତ୍ୟା କଲେ ୩ ସାଙ୍ଗ

ମୁମ୍ବାଇର ଶିବାଜୀ ନଗରରେ ଯୁବକଙ୍କୁ ଦି ଦ୍ୱିପ୍ରହରରେ ହତ୍ୟା କଲେ ତିନି ଜଣ ପିଲା। ଏହି ତିନି ଜଣ ପିଲା ଗଳିରେ ବସି ବାଣ ଫୁଟାଉଥିଲେ, ଯୁବକ ଜଣକ ଏମିତି କରିବାକୁ ମନା କରିବାକୁ ଯୁବତଙ୍କୁ ଛୁରୀ ଭୁସି ହତ୍ୟା କଲେ ପିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ…

ରାଜ୍ୟରେ ଦୀପାବଳିରେ ଘଟିଛି ୪୬ଟି ଅଗ୍ନିକାଣ୍ଡ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଦୀପାବଳିରେ ଘଟିଛି ୪୬ଟି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ କାହାରି ଜୀବନ ହାନି ହୋଇନାହିଁ । ବାଣ ଓ ଦୀପଲଗାରୁ ଏହି ଅଗ୍ନିକାଣ୍ଡ ସବୁ ଘଟିଛି । କେନ୍ଦ୍ରାଞ୍ଚଳ ଅଗ୍ନିଶମ ରେଞ୍ଜରେ ୨୭ଟି ଅଗ୍ନିକାଣ୍ଡ ଘଟିଥିବା ବେଳେ ଉତ୍ତରାଞ୍ଚଳରେ ୪ଟି ଘଟିଛି । ସେହିପରି…

କାରଗିଲ୍‌ରେ ଯବାନମାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଫଟୋ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନମାନଙ୍କ ସହ ଦୀପାବଳି ପାଳନ ପାଇଁ କାରଗିଲରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଯବାନମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କୁ ନିଜ ପରିବାରର ଅଂଶ ବୋଲି କହିଥିଲେ। ଦୀପାବଳି ଅବସରରେ କାରଗିଲରେ ପିଏମ୍‌ ମୋଦି ଅସ୍ତ୍ରଶସ୍ତ୍ର ବିଷୟରେ ଅଧିକ ଧାରଣା ନେଇଥିଲେ…

ପବିତ୍ର କାଳୀପୂଜା ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା, ବ୍ୟବହାର ହୋଇଛି ୪ହଜାର ୪୫ଟି ଦୀପ

ପୁରୀ(କେନ୍ୟୁଜ୍): ପବିତ୍ର କାଳୀପୂଜା ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ବାଲୁକଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ମାଆ କାଳୀଙ୍କ ଆରାଧନା କରିଛନ୍ତି। ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୪ହଜାର ୪୫ଟି ଦୀପ ବ୍ୟବହାର କରିଛନ୍ତି। ବାଲୁକାକଳା ମାଧ୍ୟମରେ…

ଆଜି କାଳୀପୂଜା ଓ ଆଲୋକର ପର୍ବ ଦୀପାବଳି: କଟକରେ ୯୦ଟି ମାଆ ମେଢ, ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

କଟକ(କେନ୍ୟୁଜ୍): ଆଜି ଆଲୋକର ପର୍ବ ଦୀପାବଳି । କରୋନା କଟକଣା ହଟିବା ପରେ ଦୀର୍ଘ ୨ ବର୍ଷ ପରେ ଧୁମ୍‌ଧାମ୍‌ରେ ପାଳନ ହେବ। ରଙ୍ଗୀନ୍‌ ଆଲୋକରେ ଝଲସିବ ପରିବେଶ । ଗାଁଠୁ ସହର ଉତ୍ସବ ମୁଖର । ଆନନ୍ଦର ସହ ଆଲୋକର ପର୍ବକୁ ପାଳନ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ବାଣ କିଣିବାକୁ…

ସୂର୍ଯ୍ୟୋପରାଗ ହେତୁ ଏଥର ଦୀପୋତ୍ସବ ୬ ଦିନ! ୨୭ ବର୍ଷ ପରେ ପଡ଼ିବାକୁ ଯାଉଛି ପରାଗର ଛାଇ…

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଦୀପୋତ୍ସବର ପର୍ବ ୫ ନୁହେଁ, ବରଂ ୬ ଦିନର ହେବ। ୨୭ ବର୍ଷ ପରେ ଏମିତି ହେବାକୁ ଯାଉଛି, ଯାହାର କାରଣ ହେଉଛି ଦୀପାବଳିରେ ସୂର୍ଯ୍ୟୋପରାଗ ପଡ଼ିବା। ଏହା ପୂର୍ବରୁ ବର୍ଷ ୧୯୯୫ରେ ଦୀପାବଳି ଅବସରରେ ସୂର୍ଯ୍ୟୋପରାଗ ଲାଗିଥିଲା। ଏଥର ଲାଗିବାକୁ ଥିବା…

ଦୀପାବଳିରେ ମାଆଙ୍କ ପାଖରେ ଲଗାନ୍ତୁ ଏହି ସବୁ ଭୋଗ, ପ୍ରସନ୍ନ ହୋଇ କରିବେ ସବୁ ମନସ୍କାମନା ପୂର୍ଣ୍ଣ

ଧନ କିଏ ବା ନ ଚାହେଁ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଡାକିଥାନ୍ତି । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀରୂପେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଆର୍ଥକ ସଙ୍କଟକୁ ଦୂର କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ପୂଜା ଶୁଭ ହୋଇଥାଏ।…

ଫେଷ୍ଟିଭାଲ ସିଜିନ ପାଇଁ ରେଳ ବିଭାଗ ଜାରି କଲା ସତର୍କ ବାଣୀ, ଯଦି ଯାତ୍ରାରେ ଏହିସବୁ ସାମଗ୍ରୀ ସାଥିରେ ନେଉଛନ୍ତି ତେବେ…

ଗରିବଠୁ ଆରମ୍ଭ କରି ଧନୀ ଶ୍ରେଣୀର ଲୋକ ସମସ୍ତେ ଟ୍ରେନରେ ଯାତ୍ରା କରିିଥାନ୍ତି। ଏଥିରେ ପ୍ରତ୍ୟେକ ଯାତ୍ରୀଙ୍କର ସୁବିଧା କୁ ଧ୍ୟାନ ରଖାଯାଇଥାଏ। କେବଳ ଯାତ୍ରା ନୁହେଁ ବରଂ ଯାତ୍ରୀଙ୍କର ଜୀବନକୁ ମଧ୍ୟ ଧାନ ଦିଆଯାଏ। ଟ୍ରେନ ପ୍ରତିଦିନ ଲକ୍ଷାଧିକ ସଂଖ୍ୟାର ଯାତ୍ରୀଙ୍କୁ ନେଇ ଯାତ୍ରା କରିଥାଏ।…

ୟୁଜର୍ସଙ୍କୁ ଲାଗିଲା ଝଟକା : ଦୀପାବଳି ପରେ ଏହି ସବୁ ଫୋନ୍‌ରେ କାମ କରିବନି ହ୍ୱାଟ୍ସଆପ୍‌ ! ଦେଖନ୍ତୁ ତାଲିକା

ଯଦି ଆପଣ ଦୀର୍ଘ ସମୟ ଧରି ଆପଣଙ୍କର ପୁରୁଣା ଫୋନକୁ ଅପଡେଟ କରିନାହାଁନ୍ତି ଏବଂ ହ୍ୱାଟ୍ସଆପ୍‌ ବ୍ୟବହାର କରୁଛନ୍ତି ତ ଆପଣଙ୍କ ପାଇଁ ଖରାପ ଖବର। ଏହା ସାମ୍ନାକୁ ଆସିଛିକୁ ଆସିଛି ଯେ ଦୀପାବଳି ପରେ ହ୍ୱାଟ୍ସଆପ୍‌ ପୁରୁଣା ଆଇଫୋନ୍ ମଡେଲରେ କାମ କରିବ ନାହିଁ । ଏଥିପାଇଁ ୟୁଜରଙ୍କ ପାଖରେ iOSକୁ…

ଆଜି ହିଁ ସାରିଦିଅନ୍ତୁ ଜରୁରୀ କାମ, କାଲିଠାରୁ ୫ ଦିନ ବନ୍ଦ ରହିବ ବ୍ୟାଙ୍କ

ଯଦି ଆପଣଙ୍କର ବ୍ୟାଙ୍କରେ ଜରୁରୀ କାମ ଅଛି, ତେବେ ଆଜି ତୁରନ୍ତ ସାରିଦିଅନ୍ତୁ। ଜଲଦି ଯାଇ ଆଜି ବ୍ୟାଙ୍କ କାମ ତୁଟାଇ ଦିଅନ୍ତୁ। ଯଦି ଆପଣ ଆଜି ନ ଯାଆନ୍ତି, ତେବେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଯାଇପାରିବେ ନାହିଁ। ଆସନ୍ତା ୬ ଦିନ ବନ୍ଦ ରହିବ ବ୍ୟାଙ୍କ । ଧନତେରସ, ଦୀପାବଳି, ଭାଇଦୁଜ ଯୋଗୁଁ…

କଟକରେ ଦୀପାବଳିକୁ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି, ଅନୁମତି ମିଳିଥିବା ବାଣ ହିଁ ବିକ୍ରି କରାଯିବ

କଟକ(କେନ୍ୟୁଜ୍): ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳି ଓ କାଳୀପୂଜାକୁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି କଟକ କମିଶନରେଟ ପୋଲିସ । ବାଣ ବିକ୍ରି ପାଇଁ ଅନୁମତି ମିଳିଥିବା ସ୍ଥାନରେ ହିଁ ବିକ୍ରି ହେବ ବାଣ । ଯେଉଁ ବାଣକୁ ବିକ୍ରି ପାଇଁ ଅନୁମତି…

ଦୀପାବଳିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର; ଦେଶର ୭୫,୦୦୦ ଯୁବକ, ଯୁବତୀଙ୍କୁ ମିଳିବ ଚାକିରି, ବିଭିନ୍ନ ମନ୍ତ୍ରାଳୟରେ…

ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶର ୭୫ ହଜାର ଯୁବକ, ଯୁବତୀଙ୍କୁ ଚାକିରି ଉପହାର ଦେବେ। ୨୨ ଅକ୍ଟୋବରରେ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ପିଏମ୍‌ ମୋଦି ଦେଶର ଯୁବଗୋଷ୍ଠୀଙ୍କ ସହ ଯୋଡ଼ି ହେବେ ଏବଂ ୭୫,୦୦୦ ଯୁବକ, ଯୁବତୀଙ୍କୁ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ…