ସ୍ୱପ୍ନରେ ପ୍ରେମୀ ହସୁଥିବାର ଦେଖିଲେ, ମିଳିଥାଏ ଏମିତି ସଂକେତ
ସ୍ୱପ୍ନରେ ଆମେ ଏମିତି କିଛି କଥା ଦେଖିଥାଉଁ, ଯାହା ସମ୍ପର୍କରେ ସର୍ବଦା ଚିନ୍ତା କରିବାକୁ ପଡିଥାଏ । ସ୍ୱପ୍ନରେ ପ୍ରତ୍ୟେକ ଜିନିଷକୁ ଦେଖିବାର ଅର୍ଥ ରହିଛି । ସ୍ୱପ୍ନ ଶାସ୍ତ୍ରରେ ସ୍ୱପ୍ନ ସମ୍ପର୍କରେ କୁହାଯାଇଛି । କେଉଁ ସ୍ୱପ୍ନ ଦେଖିଲେ କ’ଣ ଫଳ ମିଳିଥାଏ । ଏହାର ବି ସୂଚନା ଦିଆଯାଇଛି ।…