ଖୁଦୁରୁକୁଣୀ ବିସର୍ଜନ କରିବାକୁ ଯାଇ ଭାସିଗଲେ ପିଙ୍କି, ୩୦ ଘଣ୍ଟା ହେଲାଣି ଖୋଜୁଛି ଅଗ୍ନିଶମ ବାହିନୀ
ବାଙ୍କୀ: ନଦୀ କୂଳରେ ବାଲିରେ ଫୁଲ ଥୋଇ ଖୁଦୁରୁକୁଣି ଓଷାର ଦୁହୁରି ଭସାଇବାକୁ ଯାଇଥିଲେ ପିଙ୍କି । ଖୁଦୁରୁକୁଣି ଓଷା ଥିବାରୁ କିଛି ଯୁବତୀ ଓ ମହିଳା ସାଙ୍ଗ ହୋଇ ମହାନଦୀକୁ କୂଳକୁ ଯାଇଥିଲେ । କିନ୍ତୁ ପିଙ୍କି ଯେ ଦୁହୁରି ଭସାଉ ଭସାଉ ନିଜେ ଭାସିଯିବେ କିଏ ବା ଜାଣିଥିଲା । ଅକାତ କାତ ପାଣିରେ…