ଦିଲ୍ଲୀରେ ଭୂକମ୍ପ ଅନୁଭୂତ, ତୀବ୍ରତା ୨.୮
ନୂଆଦିଲ୍ଲୀ : ଭାରତ ସମେତ ଅନେକ ଦେଶରେ ଭୂକମ୍ପର ଝଟକା ଅନୁଭୂତ ହେଉଛି । ଯାହାଦ୍ବାରା ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି । ମିଆଁମାର ଏବଂ ଆଫଗାନିସ୍ତାନ ସମେତ ଅନେକ ଦେଶରେ ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି ।
ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୮ଟା୪୪ରେ ଦିଲ୍ଲୀରେ ଭୂକମ୍ପ…