Browsing Tag

ED raids

ଦିଲ୍ଲୀ ମଦ ଦୁର୍ନୀତି: ବିଆର୍‌ଏସ୍‌ ନେତା କେ. କବିତାଙ୍କ ଘରେ ପଶିଲା ଇଡି, ଚାଲିଛି ବ୍ୟାପକ ଖୋଜାଖୋଜି

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବିଆର୍‌ଏସ୍‌ (ଭାରତ ରାଷ୍ଟ୍ର ସମିତି) ନେତା କେ. କବିତାଙ୍କ ଘରେ ଇଡି ଚଢ଼ାଉ କରିଛି । ଏହି ଚଢ଼ାଉ ତାଙ୍କ ହାଇଦ୍ରାବାଦସ୍ଥିତ ଘରେ ଚାଲିଛି । ମିଳିଥିବା ସୂଚନା ମୁତାବକ, ଇଡି ଆଜି ବିଆର୍‌ଏସ୍‌ ନେତା କବିତାଙ୍କ ଘରେ ପହଞ୍ଚିଥିଲା । ଏଜେନ୍ସି ଅଧିକାରୀମାନେ…

ସାଧାରଣ ନିର୍ବାଚନ ପୂର୍ବରୁ ଚାଲିବ ରେଡ୍

ଭୁବନେଶ୍ୱର  : ସାଧାରଣ ନିର୍ବାଚନ ପୂର୍ବରୁ ଚାଲିବ ରେଡ୍ । ଆଇନ ଖିଲାପକାରୀଙ୍କ ବିରୋଧରେ ହେବ କଡ଼ା ଆକ୍ସନ । ଏଥିପାଇଁ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ଏନଫୋର୍ସମେଣ୍ଟ…

ଜମି ଦୁର୍ନୀତି: ଗିରଫ ହୋଇପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ !

ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ରାଜଧାନୀ ଦିଲ୍ଲୀସ୍ଥିତ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଛି । ଦକ୍ଷିଣ ଦିଲ୍ଲୀର ପୋଶ୍‌ ଅଞ୍ଚଳରେ ଥିବା ହେମନ୍ତ ସୋରେନଙ୍କ ଶାନ୍ତି ନିକେତନ ବାସଭବନରେ ଇଡିର ଅଧିକାରୀମାନେ…

ପଶ୍ଚିମବଙ୍ଗରେ ପୁଣି EDର ଆକ୍ସନ, ସିଆର୍‌ପିଏଫ୍‌ର ୨୪ ଗାଡ଼ି ସହିତ ଟିଏମ୍‌ସି ନେତାଙ୍କ ଘରେ ପହଞ୍ଚିଲା ଟିମ୍‌

ପଶ୍ଚିମବଙ୍ଗର ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣିଥରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଶାହଜହାଁ ଶେଖଙ୍କ ଘରେ ପହଞ୍ଚିଛି । ଇଏ ସେହି ଟିଏମ୍‌ସି ନେତା, ଯାହାଙ୍କ ଘରେ ଜାନୁୟାରୀ ୫ରେ ପହଞ୍ଚିଥିବା ଇଡି ଟିମ୍‌ ଉପରେ ଲୋକେ ଆକ୍ରମଣ କରିଥିଲେ । ଏଥର ଇଡି…

ହେମନ୍ତ ସୋରେନଙ୍କ ମିଡିଆ ପରାମର୍ଶଦାତାଙ୍କ ସମେତ ଝାଡ଼ଖଣ୍ଡ ଓ ରାଜସ୍ଥାନର ୧୦ଟି ସ୍ଥାନରେ ED ଚଢ଼ାଉ

ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଝାଡ଼ଖଣ୍ଡ ଏବଂ ରାଜସ୍ଥାନରେ ୧୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମିଡିଆ ପରାମର୍ଶଦାତାଙ୍କ ସହ ଜଣେ ଜିଲ୍ଲାପାଳ ଓ ଜଣେ ଡିଏସ୍‌ପି ମଧ୍ୟ ଇଡି ପଞ୍ଝାରେ ଫସିଛନ୍ତି। ଯାଞ୍ଚ ଏଜେନ୍ସିର ହଠାତ୍…

ପଞ୍ଜାବ: ED ହେପାଜତରେ ଆପ୍‌ ବିଧାୟକ ଯଶୱନ୍ତ ସିଂ ଗଜନମାଜରା, ପଚରାଉଚରା ପାଇଁ ଜଳନ୍ଧର ନେଲା ଟିମ୍‌

ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଧାୟକ ଯଶୱନ୍ତ ସିଂ ଗଜନମାଜରାଙ୍କ ପାଇଁ ସମସ୍ୟା ବଢ଼ିପାରେ। ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଟିମ୍‌ ତାଙ୍କୁ ସାଙ୍ଗରେ ନେଇଛି। କୁହାଯାଉଛି ଯେ ଯଶୱନ୍ତ ସିଂ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ଅମରଗଡରେ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରୁଥିଲେ,…

ଦିଲ୍ଲୀ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ EDର ଚଢ଼ାଉ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୋଟିଏ ପଟେ ଇଡି ପଚରାଉଚରା ପାଇଁ ଡକାଇଥିବା ବେଳେ ଅନ୍ୟପଟେ ତାଙ୍କ ଦଳର ବିଧାୟକଙ୍କ ଘର ଏବଂ ଠିକଣା ଉପରେ ମଧ୍ୟ ଚଢ଼ାଉ ଜାରି ରଖିଛି। ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ଟିମ୍ ପହଞ୍ଚିଛି। ସିଭିଲ୍…

ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଗିରଫ, ୧୨ଟି ସ୍ଥାନରେ ଚଢ଼ାଉ ପରେ EDର ବଡ଼ କାର୍ଯ୍ୟାନୁଷ୍ଠାନ

ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଗିରଫ। ମନ୍ତ୍ରୀଙ୍କ ବାସଭବନ ସମେତ ୧୨ଟି ସ୍ଥାନରେ ଚଢ଼ାଉ ଏବଂ ଗହନ ପଚରାଉଚରା ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କେନ୍ଦ୍ରୀୟ ଏଜେନ୍ସିର ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତଥା ରାସନ…

ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ଘରେ EDର ଚଢ଼ାଉ, ରାସନ ଦୁର୍ନୀତି ମାମଲାରେ ୮ଟି ସ୍ଥାନରେ ଯାଞ୍ଚ

ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ତଥା ପୂର୍ବତନ ଖାଦ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ କୋଲକାତାସ୍ଥିତ ବାସଭବନରେ ଇଡି ଗୁରୁବାର ଚଢ଼ାଉ କରିଛି। ପଶ୍ଚିମବଙ୍ଗ ରାସନ ବଣ୍ଟନ ଦୁର୍ନୀତି ମାମଲାରେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ନାମ ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ଇଡି ଏହି ଦୁର୍ନୀତି…

BYJU ର ସିଇଓଙ୍କ ଘର ଏବଂ ଅଫିସରେ ଇଡିର ଚଢାଉ, ବୈଦେଶିକ ପାଣ୍ଠି ଆଇନର ଉଲ୍ଲଙ୍ଘନ ଅଭିଯୋଗ

BYJUର ସିଇଓ ରବୀନ୍ଦ୍ରନ ବାଇଜୁଙ୍କ ବେଙ୍ଗାଲୁରୁ ସ୍ଥିତ ଘର ଏବଂ ଅଫିସରେ ଚଢାଉ କରିଛି ଇଡି । ବୈଦେଶିକ ବିନିମୟ ପରିଚାଳନା ଆକ୍ଟର ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ତାଙ୍କ ଅଫିସ ଏବଂ ଘରୁ ଆପତ୍ତିଜନକ ଦସ୍ତାବିଜ ସହିତ ଡିଜିଟାଲ ଡାଟା ଜବତ କରାଯାଇଛି । ଫେମା ନିୟମ ଉଲ୍ଲଂଘନ…

ପଶ୍ଚିମବଙ୍ଗରେ ଇଡିର ଚଢଉ: ପୂର୍ବତନ ଶିକ୍ଷା ମନ୍ତ୍ରୀଙ୍କ ନିକଟତରଙ୍କ ଘରୁ ମିଳିଲା ନଗଦ ୨୦ କୋଟି ଟଙ୍କା

ନୂଆଦିଲ୍ଲୀ : ଲକ୍ଷେ କି ଦୁଇ ଲକ୍ଷ ନୁହେଁ । ଦଶ ଲକ୍ଷ କି ୨୦ ଲକ୍ଷ ନୁହେଁ କି କୋଟିଏ କି ଦୁଇ କୋଟି ନୁହେଁ । ଏକାଥରକେ ୨୦ କୋଟି ନଗଦ ଟଙ୍କା। କଥା ଟିକେ ଅଡୁଆ ଲାଗୁଥିବ। ଆମେ କହୁଛୁ ଶୁକ୍ରବାର ଇଡି ପକ୍ଷରୁ କୋଲକତାରେ ଏକ ରେଡ୍‌ କରାଯାଇଥିବା କଥା । ପଶ୍ଚିମବଙ୍ଗରେ ଶିକ୍ଷା ଭର୍ତ୍ତି…

ମନି ଲଣ୍ଡରିଂ ନେଇ ଇଡି ଜାଲରେ ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଙ୍ଘଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଘରୁ ମିଳିଲା ୧୭ କୋଟି…

କେନ୍ୟୁଜ୍(ବ୍ୟୁରୋ): ମନି ଲଣ୍ଡରିଂ ନେଇ ଇଡି ଜାଲରେ ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଙ୍ଘଲ। ତାଙ୍କର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଘରୁ ମିଳିଲା ୧୭ କୋଟି ଟଙ୍କା। ପ୍ରିଭେସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧିନରେ ଆଜି ୧୮ଟି ସ୍ଥାନରେ ରେଡ୍‌ କରିଥିଲା ଇଡି। ଏଥିରେ ପୂଜା ସିଂଘଲ ଏବଂ ତାଙ୍କ…