Browsing Tag

Ekadashi

ଜାଣନ୍ତୁ ଏହି ବର୍ଷର ଶେଷ ଏକାଦଶୀ କେବେ ପଡୁଛି

ହିନ୍ଦୁ ଧର୍ମରେ ସବୁ ତିଥି ମଧ୍ୟରୁ ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କ ପରି ତାଙ୍କ ଭକ୍ତଙ୍କର ମଧ୍ୟ ପ୍ରିୟ ହୋଇଥାଏ । ଏହି ଏକାଦାଶୀର ଉପବାସ କରିବା ଅତ୍ୟନ୍ତ ପୂଣ୍ୟ ହୋଇଥାଏ ବୋଲି ବିବେଚନା କରାଯାଏ । ଏହି ଉପବାସ ବିଷୟରେ ଶାସ୍ତ୍ରରେ ଅନେକ କଥା କୁହାଯାଇଛି ଯେ ଯଦି ଆପଣ ଏହାକୁ ଶୁଣିବାକୁ…

ସପ୍ତାହର ଏହିଦିନ ଭୁଲରେ ବି ତୁଳସୀ ଗଛକୁ ଛୁଅନ୍ତୁ ନାହିଁ, ନଚେତ୍‌ ଭୋଗିବେ ବଡ଼ ଦୁର୍ଦ୍ଦଶା

ତୁଳସୀ ଗଛ। ପ୍ରତ୍ୟେକ ଙ୍କ ଘରେ ଏହି ଗଛକୁ ଆପଣ ପାଇବେ। ସମସ୍ତେ ଏହି ଗଛକୁ ପୂଜା କରନ୍ତି। ଏ ହେଉଛନ୍ତି ମାଆ ବୃନ୍ଦାବତି। କିନ୍ତୁ ଅନେକ ନିୟମ ରହିଛି ଏହି ଗଛକୁ ପୂଜା କରିବା ପାଇଁ.. ଆପଣ ମନଇଚ୍ଛା ଏହାକୁ ପୂଜା କଲେ ଆଉ ଗଛ ସ୍ପର୍ଶ କରି ପତ୍ର ଛିଣ୍ଡାଇଲେ ଭାଗ୍ୟରେ ଦୁର୍ଦ୍ଦଶା ଆସିଯିବ। ଆଜି…

ବର୍ଷର ପ୍ରଥମ ଏକାଦଶୀରେ ଧ୍ୟାନ ରଖନ୍ତୁ ଏହି କଥା, ନଚେତ ଆଦୌ ମିଳିବନି ସମ୍ପୂର୍ଣ୍ଣ ଫଳ

ନୂତନ ବର୍ଷ ୨୦୨୩ ଆସିବାକୁ ଆଉ ମାତ୍ର କେଇଟା ଦିନ ବାକି ଅଛି। ୨୦୨୩ର ପ୍ରଥମ ଏକାଦଶୀ ଅର୍ଥାତ୍‌ ପୌଷ ଶୁକ୍ଳ ଏକାଦଶୀ ଯେମିତିକି ପୁତ୍ରଦା ଏକାଦଶୀ ମଧ୍ୟ ଏହାକୁ କୁହାଯାଏ। ଦୁଇ ଜାନୁଆରୀ ସୋମବାରରେ ପଡୁଛି ଏହି ପୁତ୍ରଦା ଏକାଦଶୀ। ଏହି ବ୍ରତରେ ଅନେକ କିଛି କଥାକୁ ଧ୍ୟାନ ରଖିବା ବହୁତ ଜରୁରୀ…

ଆଜି ଅପରା ଏକାଦଶୀରେ ପଡ଼ୁଛି ଅନେକ ଶୁଭ ଯୋଗ, ଭୁଲରେ ବି କରନ୍ତୁନି ଏସବୁ କାମ

ହିନ୍ଦୁ ପାଞ୍ଜି ଅନୁସାରେ, ପ୍ରତି ବର୍ଷ ମୋଟ୍‌ ୨୪ଟି ଏକାଦଶୀ ପଡ଼େ। ଏଭଳି ଭାବେ ଗୋଟିଏ ମାସରେ ଦୁଇ ଥର ଏକାଦଶୀ ପଡ଼େ। ପ୍ରଥମଟି କୃଷ୍ଣ ପକ୍ଷରେ ଓ ଅନ୍ୟଟି ଶୁକ୍ଳ ପକ୍ଷରେ। ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷରେ ପଡ଼ୁଥିବା ଏକାଦଶୀକୁ ଅପରା ଏକାଦଶୀ କୁହାଯାଏ। ଏହାକୁ ଅଚଳା ଏକାଦଶୀ ମଧ୍ୟ କୁହାଯାଏ।…

ଧନ ପ୍ରାପ୍ତି ପାଇଁ ୧୪ ମାର୍ଚ୍ଚକୁ କରନ୍ତୁ ଏହି ଉପାୟ, ଖୋଲିଯିବ ଆପଣଙ୍କ ଭାଗ୍ୟ, ଚାରି ଆଡୁ ବର୍ଷିବ ଧନ  

ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତକୁ ବିଶେଷ ମହତ୍ୱ ଦିଆଯାଏ | ପ୍ରତି ମାସ 2 ଟି ଏକାଦଶୀ ଆସିଥାଏ | ପ୍ରତି ଏକାଦଶୀର ଅଲଗା ମହତ୍ୱ ରହିଛି | ହେଲେ କିଛି ଏକାଦଶୀ ଖାସ ହୋଇଥାଏ | ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଏକାଦଶୀକୁ ଅଁଳା ଏକାଦଶୀ କୁହାଯାଏ | ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜାର ବିଧାନ ରହିଛି |…

ମନା କରିବା ସତ୍ତ୍ୱେ ଏକାଦଶୀରେ ଆମିଷ ଆଣି ଖାଇଲା ସ୍ୱାମୀ, ସହି ନ ପାରି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲା…

ବିହାରର ପଶ୍ଚିମ ଚମ୍ପାରଣ ଜିଲା ବେତିୟାରେ ସ୍ୱାମୀଙ୍କ ପ୍ରତାଡ଼ନାରେ ଅସ୍ତବ୍ୟସ୍ତ ହୋଇ ଜଣେ ନବବିବାହିତା କିରୋସିନ ଢାଳି ନିଜକୁ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ମହିଳା ଜଣକ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ଚିକିତ୍ସାରତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେପଟେ ସ୍ତ୍ରୀଙ୍କୁ…

ଏକାଦଶୀରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ଭଗବାନ ହୋଇଯିବେ ରୁଷ୍ଟ

ସନାତନ ଧର୍ମରେ ଏକାଦଶୀକୁ ଭଗବାନ ବିଷ୍ଣୁଙ୍କ ପ୍ରିୟ ଦିନ ବୋଲି କୁହାଯାଏ । ବର୍ଷର ୧୨ ମାସରେ ୨୪ ଏକାଦଶୀ ପଡ଼ିଥାଏ । ଏହି ସବୁ ଏକାଦଶୀ ନିଜ ନିଜର ନାମ ରହିଛି । ସେହିପରି ଭିନ୍ନ ଭିନ୍ନ ଏକାଦଶୀ ଭିନ୍ନ ଭନ୍ନ ଫଳ ଦେଇଥାଏ । ଆସନ୍ତାକାଲି ପଡ଼ୁଛି ଏକାଦଶୀ । ଏହି ଏକାଦଶୀର ନାମ ଦେବୋଥ୍ଥାନ…

ଶାସ୍ତ୍ର ଅନୁସାରେ ଏକାଦଶୀ ଦିନ ଏହିସବୁ କାମ କରିବା ଅନୁଚିତ

ଧର୍ମଗ୍ରନ୍ଥରେ ସମସ୍ତ ତିଥିରେ ଏକାଦଶୀ କୁ ସର୍ବଶ୍ରେଷ୍ଠ କୁହାଯାଇଥାଏ। ଏହି ଦିନ ଜପ-ତପ ର ମଧ୍ୟ ଅଧିକ ମହତ୍ଵ ରହିଥାଏ। ଧର୍ମଗ୍ରନ୍ଥ ଅନୁଯାୟୀ ଏକାଦଶୀ ଦିନ ଏପରି କିଛି କାର୍ଯ୍ୟ ରହିଛି ଯାହା କରିବା ବିଲକୁଲ ଅନୁଚିତ। ତେବେ ଆଜିଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକାଦଶୀ ଦିନ କେଉଁ କେଉଁ କାମ…