Below header
Browsing Tag

election 2019

୭୨ ଘଣ୍ଟାରୁ କମ୍‌ ସମୟ, ଆସି ଯିବ ଫଳାଫଳ . . ଓଡ଼ିଶାରେ କିଏ ଗଢ଼ିବ ସରକାର ?

୭୨ ଘଣ୍ଟାରୁ କମ୍‌ ସମୟ । ଆସି ଯିବ ଫଳାଫଳ। ଓଡ଼ିଶାରେ କିଏ ଗଢ଼ିବ ସରକାର । ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ? ନା ପରିବର୍ତ୍ତନ ହେବ ସରକାର ? ବିଭିନ୍ନ ଏକ୍‌ଜିଟ୍‌ ପୋଲ କହୁଛି, ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି । ପ୍ରଗତିବାଦୀ ଏକ୍‌ଜିଟ୍‌ ପୋଲରେ ଜଣାପଡିଛି, ବିଜେଡି ୧୦୫-…

ଫେଲ୍‌ ମାରିବ କି ଓଡ଼ିଶା ପାଇଁ ବିଜେପିର ମିଶନ ୧୨୦ ପ୍ଲସ ? ପୁଣି ମୁଖ୍ୟମନ୍ତ୍ରୀ ହେବେ ନବୀନ

ଫେଲ୍‌ ମାରିବ କି ଓଡ଼ିଶା ପାଇଁ ବିଜେପିର ମିଶନ ୧୨୦ ପ୍ଲସ ? ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ମିଶନ ୧୨୦ ପ୍ଲସର ନାରା ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ହେଲେ ଗତକାଲି ଆସିଥିବା ସମସ୍ତ ଏକଜିଟ୍‌ ପୋଲରେ ବିଜେପିର ମିଶନକୁ ଧକ୍କା ଲାଗିଲା ଭଳି ଆସିଛି ତଥ୍ୟ। କିନ୍ତୁ ରାଜ୍ୟ ବିଜେପି…

ଏକଜିଟ୍ ପୋଲ ରିପୋର୍ଟ, ଓଡ଼ିଶାରେ ଅଧିକ ଆସନ ପାଇବ ବିଜେଡି : ଜାଣନ୍ତୁ କଣ ରହିଛି ଓଡିଶାର ଭାଗ୍ଯ

ବିଭିନ୍ନ ସଂସ୍ଥା ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ଓଡ଼ିଶାରେ ଅଧିକ ଲୋକସଭା ଆସନ ପାଇବ ବିଜେଡି । ତେବେ ୨୦୧୪ ତୁଳନାରେ କମିପାରେ ସଂଖ୍ୟା । ଫାଇଦାରେ ରହିବ ବିଜେପି । କଂଗ୍ରେସ ପୁଣି ନିରାଶ ହେବାକୁ ପଡ଼ିବ । ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ NEWS 18-IPSOSର ରିପୋର୍ଟ ଅନୁସାରେ ବିଜେଡିକୁ…

୨୦୧୯ ସାଧାରଣ ନିର୍ବାଚନ ଫଳାଫଳକୁ ମଝିରେ ଆଉ ତିନି ଦିନ, କାହାକୁ ମିଳିବ କେତେ ଭୋଟ୍‌ ?

୨୦୧୯ ସାଧାରଣ ନିର୍ବାଚନ ଫଳାଫଳକୁ ମଝିରେ ଆଉ ତିନି ଦିନ । କାହାକୁ ମିଳିବ କେତେ ଭୋଟ୍‌ ? ସେ ନେଇ ଚାଲିଛି ଅଙ୍କକଷା । ବଢୁଛି ନେତାଙ୍କ ହୃତସ୍ପନ୍ଦନ । ଆଜି ସଂଧ୍ୟାରେ ଆକଳନ ଓ ସମୀକ୍ଷା ସହିତ ଆସିବ ଏକ୍‌ଜିଟ୍‌ ପୋଲ । ବିଭିନ୍ନ ଗଣମାଧ୍ୟମ ଦ୍ୱାରା ସର୍ଭେ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇବ…

ରାଜ୍ୟର ସାନି ମତଦାନ ଆରମ୍ଭ : ତୃତୀୟ ପର୍ଯ୍ୟାୟର ୧୨ଟି ଏବଂ ଚତୁର୍ଥ ପର୍ଯ୍ୟାୟର ୨୨ଟି ବୁଥରେ ଚାଲିଛି ଭୋଟିଂ

ରାଜ୍ୟର ୧୧ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୩୪ଟି ବୁଥରେ ସାନି ମତଦାନ ଆରମ୍ଭ । କଡା ସୁରକ୍ଷା ମଧ୍ୟରେ କଟକର-୫, ସମ୍ବଲପୁରର ଗୋଟିଏ, ପୁରୀର ତିନିଟି, ଢେଙ୍କାନାଳ, କେନ୍ଦୁଝର ଓ ବ୍ରହ୍ମପୁର ଲୋକସଭା ଅଧିନରେ ଗୋଟିଏ ଲେଖାଏଁ, ଯାଜପୁରରେ ୯ଟି, ବାଲେଶ୍ୱରରେ ୨ଟି, ମୟୂରଭଂଜର ୫, କେନ୍ଦ୍ରାପଡ଼ାର ୫ ଓ…

ଶେଷ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ ଲୋକସଭା ଆସନରେ ଭୋଟିଂ, ମୈଦାନରେ ବହୁ କେନ୍ଦ୍ରମନ୍ତ୍ରୀ ଓ ହେଭିୱେଟ

ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ୯୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର । ପଞ୍ଜାବର ସମସ୍ତ ୧୩, ଉତ୍ତରପ୍ରଦେଶର ୧୩, ପଶ୍ଚିମବଙ୍ଗର ୯, ବିହାର ୮ ସିଟ୍, ହିମାଚଳ ପ୍ରଦେଶର ୪, ଝାଡ଼ଖଣ୍ଡର…

ନିର୍ବାଚନ ବେଳେ ମୋଟ୍ ୩୪୩୯ କୋଟି ମୂଲ୍ୟର ନଗଦ ଟଙ୍କା ଓ ସାମଗ୍ରୀ ଜବତ : ନିର୍ବାଚନ କମିଶନ

ସାଧାରଣ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବାକୁ ଏଥର କଡ଼ା ପଦକ୍ଷେପ ନେଇଥିଲେ ନିର୍ବାଚନ କମିଶନ । ଫୋକସରେ ଥିଲା ଟଙ୍କା ଓ ନିଶା କାରବାର ରୋକିବ । । ତଥାପି ଏଥିରେ ବ୍ରେକ୍ ଲାଗି ପାରି ନଥିଲା । ଏବର୍ଷ ଜବତ ହୋଇଛି ମୋଟ୍ ୩ ହଜାର ୪୩୯ କୋଟିର ନଗଦ ଟଙ୍କା ଓ ସାମଗ୍ରୀ। ଯାହାକି ଗତଥର…

ନିର୍ବାଚନ କମିଶନରେ ଫାଟ : ମଡେଲ କୋଡ୍ ଅଫ କଣ୍ଡକ୍ଟ ଉଲ୍ଲଂଘନ ସମ୍ପର୍କିତ ବୈଠକରେ ଯୋଗ ଦେବାକୁ ମନା କଲେ ନିର୍ବାଚନ…

ନିର୍ବାଚନ କମିଶନରେ ଫାଟ। ମୋଡେଲ କୋଡ୍ ଅଫ କଣ୍ଡକ୍ଟ ଉଲ୍ଲଂଘନ ନେଇ ବସୁଥିବା ବୈଠକରେ ଯୋଗ ଦେବାକୁ ମନା କରି ଦେଇଛନ୍ତି ନିର୍ବାଚନ କମିଶନର ଅଶୋକ ଲାଭାସା। ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରାଙ୍କୁ ଏ ନେଇ ପତ୍ର ଲେଖିଛନ୍ତି, ନିର୍ବାଚନ କମିଶନର ଅଶୋକ ଲାଭାସ। ବୈଠକଗୁଡିକରେ ତାଙ୍କର ମତକୁ…

କିଏ ଗଢ଼ିବ କେନ୍ଦ୍ରରେ ସରକାର ? ଫଳାଫଳ ପୂର୍ବରୁ ୨୩ ତାରିଖରେ ବୈଠକ ଡାକିଲେ ସୋନିଆ

ଏଥର କେଉଁ ଦଳ କେନ୍ଦ୍ରରେ ଗଢିବ ସରକାର? କାହାକୁ ବହୁମତ ମିଳିବ? ନା ଝୁଲା ସରକାର ହେବ? ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ରରେ ସରକାର ଗଠନ ନେଇ ଆରମ୍ଭ ହେଲାଣି କମରକଷା। ୟୁପିଏ ଓ ଅଣବିଜେପି ଦଳକୁ ଏକଜୁଟ କରିବା ପାଇଁ ଆଗକୁ ଆସିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି। ୨୩ ତାରିଖରେ…

ରାଜ୍ୟରେ ସରିଛି ନିର୍ବାଚନ, ୪ଟି ପର୍ଯ୍ୟାୟରେ ହୋଇଛି ମତଦାନ

କେନ୍ୟୁଜ୍ : ରାଜ୍ୟରେ ସରିଛି ନିର୍ବାଚନ । ୪ଟି ପର୍ଯ୍ୟାୟରେ ମତଦାନ ହୋଇଛି । ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛନ୍ତି ଭୋଟର । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା, ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲେଖାଏଁ ଲୋକସଭା ଓ ଏହା ଅଧିନରେ ଆସୁଥିବା…

ସୀମା ଟପିଛି ସମସ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧ, ଶୀର୍ଷରେ ନେତାଙ୍କ ପରସ୍ପର ବିରୋଧୀ ଆରୋପ ପ୍ରତ୍ୟାରୋପ

ଭୋଟ ହାତେଇବାକୁ ରାଜନୈତିକ ପ୍ରତିଦ୍ୱନ୍ଦୀମାନେ କିଛି ବି ଅଭିଯୋଗ ଆଣିଥାନ୍ତି। ୨୦୧୯ ସାଧାରଣ ନିର୍ବାଚନରେ କିନ୍ତୁ ଏହା ସୀମା ଲଙ୍ଘିଛି। ଆରମ୍ଭ ହୋଇଥିଲା ଚୌକିଦାର ଚୋର ହୈରୁ। ଆଉ ମୋଦି ଟ୍ଵିଟର ଆକାଉଣ୍ଟରେ ନିଜ ନାଁ ପୂର୍ବରୁ ଯୋଡିଲେ ଚୌକିଦାର। ଏପରିକି ସମସ୍ତ ବିଜେପି ନେତା ମଧ୍ୟ ନାଁ…

କେନ୍ଦ୍ରରେ କିଏ ଗଢ଼ିବ ସରକାର ? ରାଜନୈତିକ ଦଳର ସର୍ଭେ କହୁଛି ଆସିପାରେ ଏନଡିଏ

ସରିିଛି ୬ଷ୍ଠ ପର୍ଯ୍ୟାୟ ମତଦାନ । ଆଉ ଗୋଟିଏ ପର୍ଯ୍ୟାୟ ର ୫୯ଟି ଲୋକସଭା ଆସନ ରହିଯାଇଥିବା ବେଳେ ସମ୍ଭାବ୍ୟ ଫଳାଫଳ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡୁଛି କେନ୍ଦ୍ରରେ ଏନଡିଏ ସରକାର ଆସିପାରେ କିମ୍ବା ଆଞ୍ଚଳିକ ଦଳଗୁଡ଼ିକ ମିିଳିତ…