Browsing Tag

election 2019

ସରିଲା ୬ଷ୍ଠ ପର୍ଯ୍ୟାୟ ମତଦାନ, ୫୯ଟି ଲୋକସଭା ଆସନ ପାଇଁ ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌

୬ଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସରିଲା ମତଦାନ। ୯୭୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ କରିଛନ୍ତି ୧୦କୋଟି ୧୬ଲକ୍ଷ ଭୋଟର। ଦିଲ୍ଲୀର ୭ଟି ଆସନ ଉପରେ ରହିଛି ଦେଶର ନଜର। କଂଗ୍ରେସ ସହ ଆପ ମେଣ୍ଟ ପ୍ରୟାସ ବିଫଳ ହେବା ପରେ ସମସ୍ତ ୭ଆସନରେ ତ୍ରିମୁଖୀ ଲଢେଇ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ…

ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ମହିଳା ପୋଲିଂ ଅଫିସର, କାହିଁକି ଜାଣନ୍ତୁ

ଲୋକସଭା ନିର୍ବାଚନ ଏବେ ତାହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି । ଏନେଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଚାରର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳୁଛି । କିନ୍ତୁ ନିକଟରେ ପ୍ରାର୍ଥୀ ଏବଂ ଷ୍ଟାର ପ୍ରଚାରକଙ୍କ ବ୍ୟତୀତ ସୋସିଆଲ ମିିଡିଆରେ ଭାଇରାଲ ହୋଇଥିଲେ ଜଣେ ମହିଳା ପୋଲିଂ ଅଫିସର। ଏପରି ଖବର ମଧ୍ୟ…

ପୁଅର ମୃତ ଦେହକୁ ଘରେ ଛାଡି ମତଦାନ କରିବାକୁ ଗଲା ପରିବାର, ଭୋଟ ଦେଇ ସାରି କଲେ ଅନ୍ତିମ ସଂସ୍କାର

ମତଦାନ ଆମର ଅଧିକାର ବି ଆଉ କର୍ତ୍ତବ୍ୟ ବି । କିନ୍ତୁ ଅନେକ ଲୋକ ଏପରି ଅଛନ୍ତି ଯିଏ ନିଜର ଏହି କର୍ତ୍ତବ୍ୟର ପାଳନ ଠିକ୍ ଭାବରେ କରନ୍ତି ନାହିଁ । ସାମ୍ନାକୁ ଟିକେ ବି ସମସ୍ୟା ଆସିଗଲେ ମତଦାନ କରିବାକୁ ଛାଡି ଦିଅନ୍ତି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯିଏ ଥାନ୍ତି କର୍ତ୍ତବ୍ୟନିଷ୍ଠ । ଆଉ…

ଦେଶର ୯ଟି ରାଜ୍ୟର ୭୨ ଲୋକସଭା ଆସନରେ ପଡ଼ିଲା ଭୋଟ୍‌ ! ଲାଗିଛି ବିଜେପିର ବାଜି, ଚ୍ୟାଲେଞ୍ଜ ଦେଉଛି କଂଗ୍ରେସ

ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୨ଟି ଆସନ ପାଇଁ ହେଲା ଭୋଟିଂ। ଏଥିରେ ରହିଛି ରାଜସ୍ଥାନର ୨୫ ଆସନ। ସେଥିରୁ ଆଜି ୧୩ଟି ଆସନ ପାଇଁ ଭୋଟିଂ ହୋଇଛି। ୨୦୧୪ରେ ଏଠାରୁ ବିଜେପି ୨୫ରୁ ୨୫ ଆସନ ଜିତିଥିଲା। କିନ୍ତୁ ୨୦୧୮ ବିଧାନସଭା ନିର୍ବାଚନରେ ହାରିଥିଲା ବିଜେପି। ଏଠାକାର ଗଣିତ କହୁଛିି, ଯେଉଁ…

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ ମତଦାତା

ଚତୁର୍ଥ ପର୍ଯ୍ୟାୟରେ ଉତ୍ସାହର ସହ ମତଦାନ କରିଛନ୍ତି ନେତା ଓ ଜନତା । ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ନିଜେ ଭୋଟ୍‌ ଦେବା ସହ ନିଜ ଭାଗ୍ୟ ପରୀକ୍ଷା ବି କରାଇଛନ୍ତି । ଭୋଗରାଇରେ ମନ୍ତ୍ରୀ ଅନନ୍ତ ଦାସ, ବାଲେଶ୍ୱରରେ ବିଧାୟକ ଜୀବନ ପ୍ରଦୀପ ଦାସ, ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ଭୋଟ୍‌ ଦେଇଛନ୍ତି।…

ବିଜେପି ନାଁରେ ବୁଥ୍‌ ରିଗିଂ ଅଭିଯୋଗ, କେନ୍ଦ୍ରାପଡ଼ାରେ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ ପ୍ରବର୍ତ୍ତାଉଥିଲେ ପୋଲିଂ…

ପୋଲିଂ ଷ୍ଟେସନରେ ବ୍ୟାପକ ରିଗିଂ। ଏହାକୁ ନେଇ ଉତ୍ତେଜନା। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ମୋବାଇଲରେ ଘୁରି ବୁଲୁଥିବା ଭିଡିଓରେ ପ୍ରିଜାଇଡିଂ ଅଫିସର ମାନେ ରିଗିଂରେ ସାହାଯ୍ୟ କରିଥିବା ଅଭିଯୋଗ ଆଣିଛନ୍ତି ଭୋଟର। ଜଣେ ବୃଦ୍ଧା ବିଜେଡିରେ ଭୋଟ ଦେବା ପାଇଁ…

ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ, ସନ୍ଧ୍ୟା ୫ଟା ସୁଦ୍ଧା ୬୬ % ଭୋଟିଂ

ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଓ ୪୧ ବିଧାନସଭା ଆସନରେ ସରିଛି ଭୋଟିଂ। ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୬% ମତଦାନ ହୋଇଛି। ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୬୬ ପ୍ରତିଶତ, ଭଦ୍ରକ ୬୮, ବାଲେଶ୍ୱରରେ ୬୪, ଯାଜପୁର ୬୫, କେନ୍ଦ୍ରାପଡ଼ା ୬୫ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ୬୪…

ନବୀନ ବନାମ ମୋଦି ! ନିର୍ବାଚନ ତାରିଖ ଘୋଷଣା ପରେ ଦୁଇ ନେତାଙ୍କ ପ୍ରଚାର ଟକ୍କର

ମାର୍ଚ୍ଚ ୧୦ ତାରିଖରେ ଘୋଷଣା ହୋଇଥିଲା ନିର୍ବାଚନ ତାରିଖ। ଏହାପରେ ଆରମ୍ଭ ହୋଇଗଲା ପ୍ରାର୍ଥୀ ଚୟନ। ଆଉ ଏପ୍ରିଲ ଆସୁ ଆସୁ ଆରମ୍ଭ ହେଲା କ୍ୟାମ୍ପେନ। ବିଜେଡିର ମଙ୍ଗ ଧରିଥିଲେ ନବୀନ ପଟ୍ଟନାୟକ। ଏପ୍ରିଲ ୪ ତାରିଖରେ ଓଡ଼ିଶାବାସୀ ଦେଖିଲେ ନବୀନଙ୍କ ନୂଆ ଶୈଳୀର ପ୍ରଚାର। ହାଇଟେକ୍‌ ବସରେ ବସି…

ଜଗତସିଂହପୁରରେ ଏଥର ରୋଚକ ଲଢ଼େଇ, ନିର୍ବାଚନ ରଣାଙ୍ଗନାରେ ବାପା-ପୁଅ

ଚଳିତ ନିର୍ବାଚନରେ ରାଜ୍ୟବାସୀଙ୍କ ନଜର ରହିଛି ଜଗତସିଂହପୁର ଉପରେ। ବାପା-ପୁଅଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌। ଭେଟେରାନ୍‌ ଦାମୋଦର ରାଉତ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ। ଗୋଟିଏ ପରିବାର, କିନ୍ତୁ ଦଳ ଦୁଇଟି। ବିଜେଡିରୁ ବହିଷ୍କୃତ ଦାମୋଦର ଏଥର ବିଜେପି ଟିକେଟରେ ଲଢୁଛନ୍ତି।…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ସବୁ ରାଜନୈତିକ ଦଳଙ୍କ ହାତରେ ରହିଲା ଆଉ କିଛି ଘଣ୍ଟା, କମ୍ପୁଛି ଉପକୂଳ ଓ…

କେନ୍ୟୁଜ୍ : ଆଜି ସରୁଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କ୍ୟାମ୍ପେନିଂ । ପ୍ରଚାର ପାଇଁ ସବୁ ରାଜନୈତିକ ଦଳଙ୍କ ହାତରେ ରହିଛି ଆଉ କିଛି ଘଣ୍ଟା । କମ୍ପୁଛି ଉପକୂଳ ଓ ଉତ୍ତର ଓଡ଼ିଶା । ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀ ଏବେ ସବୁ ବଳ ଖଟାଇ ଦେଇଛନ୍ତି । ଦିନ ରାତି ଚଳାଇଛନ୍ତି ପ୍ରଚାର ।…

ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ର ଏବେ କେଉଁଠି ? ଇଭିଏମ୍‌ ଭଙ୍ଗାରୁଜା ଘଟଣାରେ ଖୋଜୁଛି ପୋଲିସ

ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଇଭିଏମ୍‌ ଭଙ୍ଗାରୁଜା ଘଟଣାର ଦୁଇ ଅଭିଯୁକ୍ତ ମାନସ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ। ଏମାନଙ୍କୁ ବାନ୍ଧିଛି ପୋଲିସ। ଦୁଇ ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଛି ପିସ୍ତଲ ଓ ୬ ରାଉଣ୍ଡ ଗୁଳି। ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ର ଏବେ…

କେନ୍ଦ୍ରାପଡ଼ା ଆସନ ଲାଗି ବିଜେଡିର ଜୋରଦାର ପ୍ରଚାର, ସହରରୁ ଗାଁ ବୁଲୁଛନ୍ତି ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଲୋକସଭା ଓ ଏହା ଅଧିନରେ ଥିବା ୭ ବିଧାନସଭା, ଚତୁର୍ଥ ପର୍ଯ୍ୟାୟର ହାଇପ୍ରୋଫାଇଲ ଆସନ। ସବୁ ଦଳ ଚଳାଇଛନ୍ତି ପ୍ରଚାର। ଲୋକସଭା ଆସନଟି ବିଜେଡି ପାଇଁ ସ୍ୱାଭିମାନର ପ୍ରଶ୍ନ ହୋଇଛି। ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି, ନିର୍ବାଚନୀ କ୍ଷେତ୍ରର ଗାଁଠୁ ସହର…