Browsing Tag

electric vehicle

ଏଣିକି ରାସ୍ତାରେ ଯିବା ସମୟରେ ଚାର୍ଜ ହେବ ଆପଣଙ୍କ ଇଲେକ୍ଟ୍ରିକ୍ ଗାଡ଼ି, ଆରମ୍ଭ ହେଲା ଦୁନିଆର ପ୍ରଥମ ମୋଟରୱେ

ଏବେ ରାସ୍ତାରେ ଚାଲିବା ସମୟରେ ଚାର୍ଜ ହେବ ଆପଣଙ୍କ ଗାଡ଼ି । ହଁ ଆଜ୍ଞା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ପ୍ରସ୍ତୁତ ହୋଇଯାଇଛି ଦୁନିଆର ପ୍ରଥମ ମୋଟରୱେ । ଯେଉଁ ରାସ୍ତାରେ ଯିବା ସମୟରେ ଗାଡି ମନକୁ ମନ ଚାର୍ଜ ହେବ । ଆଜିକାଲି ସାରା ବିଶ୍ୱରେ ଅନେକ ନୂଆ ଇନୋଭେସନ୍ ଦେଖାଯାଉଛି…

ଓଡ଼ିଶାରେ ୫ ବର୍ଷରେ ପଞ୍ଜିକୃତ ହୋଇଛି ୧.୫ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ୍ ଯାନ, ୨୩୨.୪୫ କୋଟି ମିଳିଛି ସବସିଡି

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଗୁରୁବାର ଦିନ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବସିଡି ବଣ୍ଟନ ତଥ୍ୟରୁ ଜଣାପଡିଛି ଯେ ଓଡ଼ିଶାରେ ପଞ୍ଜିକୃତ ଇଲେକ୍ଟ୍ରିକ୍ ଯାନ (ଇଭି) ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୧,୫୫,୦୬୮…

ଇଭି ଫର୍ମୁଲା ରେସିଂ ଗାଡ଼ି ତିଆରି କଲେ ଭିସୁଟ ଛାତ୍ରଛାତ୍ରୀ, ପ୍ରତିଯୋଗିତାରେ ଅଧିକାର କଲେ ୩ୟ ସ୍ଥାନ

ଇଚ୍ଛା ଆଗରେ ସମୟ ବି ହାରମାନେ । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଏହି ଛାତ୍ରଛାତ୍ରୀମାନେ । ହାତରେ ଥିଲା ମାତ୍ର ୧୫ ଦିନ । ଆଉ ସମୟକୁ ନଷ୍ଟ ନକରି ଆରମ୍ଭ କରିଥିଲେ ଗାଡ଼ି ନିର୍ମାଣ କାର୍ଯ୍ୟ । ଗାଡ଼ି ତିଆରି କରିବା ପାଇଁ ଦିନ ରାତି ଏକ କଲେ । ଆଉ ଶେଷରେ ପ୍ରସ୍ତୁତ କରି ପାରିଥିଲେ ଏକ ରେସିଂ…

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ନୂଆ ଇଲେକ୍ଟ୍ରିକ୍ କାର୍ ମହିନ୍ଦ୍ରା XUV700 ର ଏକ ଇଲେକ୍ଟ୍ରୋଫାଏଡ୍‌ ମଡେଲ୍ ହୋଇପାରେ । କମ୍ପାନୀ ଏହାର ନୂଆ ଇଭିକୁ XUV.e8 ଭାବେ ମାର୍କେଟକୁ ଆଣିବ ବୋଲି କୁହାଯାଉଛି ।…

ଆପଣଙ୍କ ପାଖରେ ଇଲେକ୍ଟ୍ରିକ୍‌ କାର ଅଛି କି? ସର୍ଭିସ କରିବା ସମୟରେ ଧ୍ୟାନ ରଖନ୍ତୁ ଏହି ଜିନିଷ

ଭାରତରେ ଇଲେକ୍ଟ୍ରିକ୍‌ କାର ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପେଟ୍ରୋଲ ଏବଂ ଡିଜେଲ ସହିତ ଇଲେକ୍ଟ୍ରିକ୍‌ କାରଗୁଡିକର ରେଗୁଲାର ସର୍ଭିସ ମଧ୍ୟ ଅତ୍ୟନ୍ତ ଜରୁରୀ । ରେଗୁଲାର ସର୍ଭିସ ନକରିବା ଦ୍ୱାରା ଅନେକ ସମସ୍ୟା ଦେଖାଯାଏ । ଇଲେକ୍ଟ୍ରିକ୍ କାର୍ ସର୍ଭିସ କରାଇବା ସମୟରେ କିଛି ଜିନିଷକୁ…

ଲଞ୍ଚ ହେବ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି, ଟ୍ରାଭେଲ୍‌ ପାଇଁ ରନୱେର ଆବଶ୍ୟକତା ନାହିଁ

ଭାରତରେ ଟ୍ୟାକ୍ସି କେଉଁ ସମୟରୁ ଚାଲୁଛି ତାର ହିସାବ ନାହିଁ । ଟ୍ୟାକ୍ସି ଏପରି ଏକ ଟ୍ରାଭେଲିଂ ଗାଡ଼ି ଯାହା ଲୋକଙ୍କୁ କମ ଟଙ୍କାରେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଥାଏ । ଏହି ଟ୍ୟାକ୍ସି ଚଲାଇ ଡ୍ରାଇଭରମାନେ ଭଲ ରୋଜଗାର ମଧ୍ୟ କରନ୍ତି । ବର୍ଷ ବର୍ଷ ଧରି ଟ୍ୟାକ୍ସିର ଚାହିଦା ଅନ୍ୟ ରିଜର୍ଭ…

ଇଲେକ୍ଟ୍ରିକ୍‌ କାର ବିକ୍ରି କରିବାରେ ଆଗରେ ରହିଛି ଚୀନ୍‌ର ଏହି କମ୍ପାନୀ, ୬ ମାସ ମଧ୍ୟରେ ବିକ୍ରି କରିଛି ଏତିକି କାର

ପେଟ୍ରୋଲ ଏବଂ ଡିଜେଲ ଦାମ ବଢ଼ୁଥିବାରୁ ସାରା ବିଶ୍ୱରେ ଇଲେକ୍ଟ୍ରିକ୍‌ ଭେଇକିଲ ଗୁଡ଼ିକର ଚାହିଦା ବଢ଼ି ଚାଲିଛି । ଯଦି ଆପଣ ଭାବୁଛନ୍ତି ଯେ ଟାଟା ମୋଟର୍ସ ସର୍ବାଧିକ ଇଲେକ୍ଟ୍ରିକ୍‌ ଗାଡ଼ି ବିକ୍ରି କରୁଛି ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ । ଆଜି ଆମେ ଆପଣଙ୍କୁ କିଛି ବଡ ପ୍ଲେୟର୍ସଙ୍କ ବିଷୟରେ…

Maruti Gypsy ର ଇଲେକଟ୍ରିକ ଅବତାର ହେଲା ଲଞ୍ଚ୍‌, ଖାସ କରି ଇଣ୍ଡିଆନ୍‌ ଆର୍ମିଙ୍କ ପାଇଁ ରେଟ୍ରୋଫିଟ ହେଲା SUV

ବର୍ଷ ବର୍ଷ ଧରି ଭାରତୀୟ ରାସ୍ତାରେ ଧୂମ ମଚାଇଥିବା ମାରୁତି ଜିପସୀ ଆସୁଛି ଏକଦମ୍‌ ନୂଆ ଅବତାରରେ । ନୂଆ ଇଲେକଟ୍ରିକ ଅବତାରରେ ଲଞ୍ଚ୍‌ ହୋଇଛି ମାରୁତି ଜିପସୀ । ଆଉ ଏହି ଜିପ୍ସୀକୁ ଖାସ କରି ଇଣ୍ଡିଆନ୍‌ ଆର୍ମିଙ୍ଗ ପାଇଁ ପ୍ରସ୍ତୁତ କରାଯାଇଛି । ଏହାକୁ ଇଣ୍ଡିଆନ୍‌ ଆର୍ମି, ଆଇଆଇଟି ଦିଲ୍ଲୀ…

ଲଞ୍ଚ୍‌ ପୂର୍ବରୁ ପ୍ରଥମ ଥର ପାଇଁ ଦେଖାଗଲା ଇଲେକଟ୍ରିକ ହ୍ୟୁଣ୍ଡାଇ କ୍ରେଟା, ୨୦୨୫ ସୁଦ୍ଧା ହେବ ଲଞ୍ଚ୍‌

ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଗତ ମାସ ଅଟୋ ଏକ୍ସପୋରେ ନିଜର ଇଲେକଟ୍ରିକ ଏସୟୁଭି Ioniq 5 କୁ ଲଞ୍ଚ୍ କରିଥିଲା । ଏହାସହିତ କମ୍ପାନୀ Ioniq 6କୁ ଶୋକେସ ମଧ୍ୟ କରିଥିଲା । ଏବେ ନିକଟରେ ହ୍ୟୁଣ୍ଡାଇ ଏକ ଇଲେକଟ୍ରିକ କ୍ରେଟା କ୍ରସଓଭର (କୋଡନେମ SU2i EV) ର ପ୍ରଟୋଟାଇପ ଭ୍ୟାରିୟଣ୍ଟକୁ ପ୍ରଥମ ଥର…

ଖୁବ ଶୀଘ୍ର ବଜାରରେ ପ୍ରବେଶ କରିବ Royal Enfield EV, ପପୁଲାର ବାଇକର ଏହି ସେଗମେଣ୍ଟ ରହିବ ଖୁବ ଜବରଦସ୍ତ

ୟୁଥ୍‌ଙ୍କ ମନ ପସନ୍ଦ ରୟାଲ ଏନଫିଲ୍ଡ । ଆଜିର ଦୁନିଆରେ ବାଇକପ୍ରେମୀଙ୍କ ସଂଖ୍ୟା ଅଧିକ ବଢ଼ିଲାଣି। ଆଜିର ଯୁବପିଢ଼ୀ ନୂଆ ନୂଆ ଷ୍ଟାଇଲିଷ୍ଟ ଗାଡି ଧରିବାକୁ ବହୁତ ପସନ୍ଦ କରୁଛନ୍ତି। ତେବେ କିଛି ଖାସ୍‌ ବାଇକ ମଧ୍ୟରୁ କିଛି ବାଇକ ଏମିତି ରହିଛି ଯାହାକୁ ଯୁବବର୍ଗ ଅଧିକ ପସନ୍ଦ କରନ୍ତି। ତେବେ ଏହି…

ଆସନ୍ତା ଜାନୁଆରୀରେ ଲଞ୍ଚ ହେବ Honda Activa Ev, ଥରକ ଚାର୍ଜରେ ଯିବ ସିଧା ୫୦ କିଲୋମିଟର

କାର ପ୍ରେମୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର। ତେଲ ଦରକୁ ନେଇ ଏବେ ସମସ୍ତ ନାମୀଦାମୀ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଇଲେକଟ୍ରିକ ଭେଇକିଲ ବାହାର କରୁଛନ୍ତି। ଏହାରି ମଧ୍ୟରେ ହୋଣ୍ଡା କମ୍ପାନୀ ବାଦ ପଡ଼ିନି। ଏବେ ରେସ୍‌ ରେ ସାମିଲ ହୋଇଛି ହୋଣ୍ଡା କମ୍ପାନୀ। ହୋଣ୍ଡା କମ୍ପାନୀ ଉପରେ ପ୍ରାୟ…

Honda କରିବ ଧମାଲ ! ଆଉ ମାତ୍ର କେଇଟା ଦିନରେ ଏଣ୍ଟ୍ରି କରିବ ହୋଣ୍ଡାର ଇଲେକଟ୍ରିକ୍‌ ସ୍କୁଟର Activa

ହୋଣ୍ଡା ଲଭରଙ୍କ ପାଇଁ ଖୁସି ଖବର। ବହୁତ ଜଲଦି ଏଣ୍ଟ୍ରି କରିବାକୁ ଯାଉଛି ହୋଣ୍ଡାର ଇଲେକଟ୍ରିକ ସ୍କୁଟର। ଜାପାନର ଦୁଇପାହିଆ ବାହନ ନିର୍ମାଣକାରୀ କମ୍ପାନୀ ହୋଣ୍ଡା ଟୁହ୍ଵିଲର୍ସ ବହୁତ ଜଲଦି ହିଁ ଧମାକା କରିବାକୁ ଯାଉଛି। କମ୍ପାନୀ ୨୦୨୫ ପର୍ଯ୍ୟନ୍ତ ବୈଷୟିକ ସ୍ତରରେ ୧୦ରୁ ବି ଅଧିକ ଇଲେକଟ୍ରିକ…