Below header
Browsing Tag

elephant attack

ହାତୀ ଆକ୍ରମଣରେ ଏକ ବର୍ଷର ଶିଶୁକନ୍ୟା ମୃତ, ବାପା ମା’ ଗୁରୁତର

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ। ଘଟଗାଁ ରେଞ୍ଜ ଅନ୍ତର୍ଗତ ସାନ୍ତରାପୁର ମେଣ୍ଢାମୁଣ୍ଡି ସାହିରେ ହାତୀ ଆକ୍ରମଣରେ ଏକ ବର୍ଷର ଶିଶୁକନ୍ୟା ମୃତ ମୃତ୍ୟୁ ଘଟିଥିବା ବେଳେ ମାଆ ଓ ବାପା ସହିତ ଅନ୍ୟ ଜଣେ ଶିଶୁ ଗୁରୁତର ଆହତ ହୋଇଛନ୍ତି। ସୂଚନ ଅନୁଯାୟୀ ଗ୍ରାମର ଡାକ…

ଫୁଲ ତୋଳୁଥିବା ବେଳେ ଦଳିଦେଲା ଦନ୍ତା: ଜଣେ ମୃତ, ଜଣେ ଗୁରୁତର

ଖୋର୍ଦ୍ଧା (କେନ୍ୟୁଜ୍): ଫୁଲ ତୋଳୁଥିବା ବେଳେ ଦଳିଦେଲା ଦନ୍ତା । ଜଣେ ମୃତ, ଜଣେ ଗୁରୁତର। ଖୋର୍ଦ୍ଧା ଟାଉନ୍‌ ପାନବରଜ ଗାଁରେ ଅଭାବନୀୟ ଘଟଣା । ମୃତ ମହିଳା ହେଲେ କିରଣବାଳା ମାନଧାତା । କିରଣବାଳା ଆଜି ସକାଳେ ଫୁଲ ତୋଳୁଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ସେହିପରି ଟାଙ୍ଗିଆପଡାର…

ଛେଳି ଚରାଳିଙ୍କୁ ଦଳିଦେଲା ହାତୀ, ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ

କାମାକ୍ଷାନଗର (କେନ୍ୟୁଜ): ହାତୀ ଆକ୍ରମଣରେ ଛେଳି ଚରାଳିଙ୍କ ମୃତ୍ୟୁ। ମୃତକ ହେଲେ ମହାବୀରୋଡ଼ ଥାନା ଗୋଳାଗାଡିଆ ଗ୍ରାମର ଶରତ ଧଳ। ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଥିବା ବେଳେ ହାତୀ ଆକ୍ରମଣ ର ଶିକାର ହୋଇଥିଲେ।ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ, ବନବିଭାଗ ମୃତ ଦେହ ଜବତ…

ହାତୀ ଆକ୍ରମଣରେ ବୃଦ୍ଧ ମୃତ, ଶୋଇଥିବାବେଳେ ଘରେ ପଶି ଦଳିଦେଲା

କରଞ୍ଜିଆ (କେନ୍ୟୁଜ): ଓଡିଶା ଏବଂ ଝାଡ଼ଖଣ୍ଡ ବଡ଼ରରେ ଥିବା କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ବାଟେ ସାହିରେ ମାତିଲା ଗୋଠଛଡା ଦନ୍ତା । ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା । ଘଟଣାସ୍ଥଳରେବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ । ସୂଚନା ଅନୁସାରେ ବିଳମ୍ବିତ…

ଶୌଚ ହେବାକୁ ଯାଇ ଦନ୍ତା ଆକ୍ରମଣରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ଢେଙ୍କାନାଳ (କେନ୍ୟୁଜ): ଦଳି ଦେଲା ଦନ୍ତା ହାତୀ । ଶୌଚ ହେବାକୁ ଯାଇ ଦନ୍ତା ଆକ୍ରମଣରେ ଜଣେ ମୃତ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଗୁହାଳଡିହ ଗ୍ରାମର ଘଟଣା । ମୃତକ ହେଲେ ୫୫ ବର୍ଷୀୟ ଜୟାନନ୍ଦ ସୁତାର । ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି ।…

ବଢୁଛି ହାତୀ ଉପଦ୍ରବ: ସକାଳୁ ସକାଳୁ ଦନ୍ତା ଆକ୍ରମଣରେ ୨ ମୃତ

କାମାକ୍ଷାନଗର (କେନ୍ୟୁଜ): ମହାବିରରୋଡ ରେଞ୍ଜରେ ଥମୁନି ହାତୀ ଆତଙ୍କ। ସକାଳୁ ସକାଳୁ ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ଵୟ ହେଲେ ଖାଲପାଳ ଗ୍ରାମର ଅଲେଖ ନାୟକ ଓ ପର୍ଜଙ୍ଗ ଗଣ୍ଡତଇଳା ଗ୍ରାମର ବାରି ନାୟକ। ଅଲେଖ ଶୌଚ ପାଇିଁ ଗ୍ରାମ ନିକଟ ପଡିଆକୁ ଯାଇଥିବା ବେଳେ ବାରି ଘର…

ମକର ମେଳା ଦେଖି ଯାଉଥିଲେ, ହାତୀ ଆକ୍ରମଣ ରେ ବାପା ମା’ ଓ ଶିଶୁ ଗୁରୁତର

ବାଂଶପାଳ(କେନ୍ୟୁଜ୍‌) : ମକର ମେଳା ଦେଖିବାକୁ ବିଳମ୍ବିତ ରାତିରେ ଯାଉଥିବା ବେଳେ ହାତୀ ହାବୁଡରେ ପଡି ବାପା ମା ଓ ୪ ବର୍ଷର ଶିଶୁ ହୋଇଛନ୍ତି ଗୁରୁତର । ଏପରି ଅଘଟଣ ଘଟିଛି ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ ଅଧୀନରେ । ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବାପା-ମା’ ନିଜର ୪…

ଶୋଇଥିବା ବେଳେ କାନ୍ଥକୁ ପେଲି ଦେଲା ହାତୀ, ଚାପି ହୋଇ ଜଣେ ମୃତ

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ରାଇକୁଦର ଗ୍ରାମରେ କାନ୍ଥକୁ ହାତୀ ପେଲି ଦେବାରୁ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରବି ମହାନ୍ତ। ସୂଚନା ଅନୁଯାୟୀ, ରବି ମହାନ୍ତ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଧାନ…

ଫସଲ ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ୨ ମୃତ, ଜଣେ ଗୁରୁତର

ଅନୁଗୁଳ(କେନ୍ୟୁଜ): ଅନୁଗୁଳର ୩ଟି ସ୍ଥାନରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ ଜଣେ ଗୁରୁତର । ଅଙ୍ଗାର ବନ୍ଧ ନିକଟରୁ ଫସଲ କରିବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ପରେ ହାତୀ ସହ ମୁହାଁମୁହିଁ ବେଳେ ପ୍ରାଣ ହରାଇଥିଲେ ଅନିରୁଦ୍ଧ ସାହୁ। ସେହିପରି ଛେଳିଆପଡା ନିକଟରେ…

ହାଟରୁ ସଉଦା ନେଇ ଘରକୁ ଫେରୁଥିବାବେଳେ ଯୁବକଙ୍କୁ ଦଳିଦେଲା ହାତୀ

ସୋର(କେନ୍ୟୁଜ୍): ଯୁବକଙ୍କୁ ଦଳିଦେଲା ହାତୀ। ବାଲେଶ୍ବର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତର ଶୂଳଭଉଣୀ କ୍ଷୁଦ୍ରଜଳ ଅମଳ ପ୍ରକଳ୍ପ ବନ୍ଧ ଉପରେ ଯୁବକଙ୍କୁ ହାତୀ ଦଳି ଚକଟି ମାରି ଦେଇଥିବା ଜଣାପଡିଛି । ଗତକାଲି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଟୁଲଗଢିଆ ଗ୍ରାମର ୪୫…

ଝାରସୁଗୁଡା ଭଅଁରା ଗାଁରେ ଅଘଟଣ: ହାତୀ ଆକ୍ରମଣରେ ୨ ଶିଶୁ ମୃତ, ବର୍ତ୍ତିଗଲେ ବାପା ଓ ମାଆ

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡା କିରମୀରା ବ୍ଳକର ଭଅଁରା ଗାଁରେ ଅଘଟଣ। ରାତିରେ ଶୋଇଥିବା ସମୟରେ ଘରେ ପଶିଗଲା ହାତୀ। ହାତୀ ଆକ୍ରମଣରେ ଉଭୟ ସ୍ବାମୀ, ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ଆହତ ସ୍ବାମୀ ଓ ସ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟ…

ସୁନ୍ଦରଗଡ: ମହିଳାଙ୍କୁ ଦଳିଦେଲା ଦନ୍ତା, ଜଣେ ଆହତ

ସୁନ୍ଦରଗଡ(କେନ୍ୟୁଜ୍): ସୁନ୍ଦରଗଡ ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ କୁଲବା ଗ୍ରାମରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ମହିଳା ମୃତ, ଜଣେ ଆହତ। ସପ୍ତାହକ ମଧ୍ୟରେ ହାତୀ ଆକ୍ରମଣରେ ୨ଜଣଙ୍କର ମୃତ୍ଯୁ ହୋଇସାରିଥିବାବେଳେ, ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ମୃତ ମହିଳାଙ୍କ ନାମ…