Browsing Tag

elephant video

ତେଲ ଲଗାଇ ନିଜ ମାଲିକକୁ ପାଦରୁ ପିଠି ଯାଏଁ ମାଲିସ କରୁଛି ହାତୀ, ଦେଖନ୍ତୁ ଭିଡିଓ

ହାତୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀ ଜଣେ ବ୍ୟକ୍ତିଙ୍କ ପିଠିରେ ତେଲ ମାରି ମସାଜ କରୁଥିବା ଦେଖିବାକୁ ମିଳିଛି। ହାତୀଟି ଶୁଣ୍ଢରେ ବ୍ୟକ୍ତିଙ୍କ ପିଠିରେ ତେଲ ଲଗାଇ ଆରାମରେ ମାଲିସ କରୁଛି। ଭିଡିଓଟିକୁ ରାଜୀବ ଅଗ୍ରଓ୍ଵାଲ ନିଜ…

ଗୋଟେ ଗୋଡ ସମ୍ପୂର୍ଣ୍ଣ କଟିଯାଇଛି ହେଲେ ଭାଙ୍ଗିନି ସାହସ, ଦେଖନ୍ତୁ କିପରି ନିଜ କଟା ଗୋଡରେ ଚାଲୁଛି ହାତୀ

ସୋସିଆଲ ମିଡିଆରେ ଏବେ ଏକ ହାତୀର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ହାତୀଟିର ଗୋଡ କଟିଯାଇଛି ଏବଂ ତାର କୃତ୍ରିମ ଗୋଡ ଲାଗିଛି। ଯାହା ସାହାଯ୍ୟରେ ସେ ଚାଲୁଥିବ ଭିଡିଓରେ ନଜର ଆସୁଛି। ତେବେ ବଲିଉଡର ଲୋକପ୍ରିୟ ଡାଇରେକ୍ଟର ମଧୁର ଭଣ୍ଡାରକରଙ୍କ ନଜର ଏହି ଭିଡିଓ…

ଜଙ୍ଗଲରେ ଦୋଳି ଖେଳିବାକୁ ଯାଇ ଏମିତି ଫସିଗଲା ହାତୀ, ଦେଖନ୍ତୁ ଭିଡିଓ

ଜୀବଜନ୍ତୁଙ୍କ ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଏ। କେତେବେଳେ ମାଙ୍କଡ଼ଙ୍କ ମାଙ୍କଡ଼ାମୀ ତ ଆଉ କେତେ ବେଳେ ଜୀବଜନ୍ତୁଙ୍କ ଅଦ୍ଭୁତ କାମ ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେଭଳି ଏକ ହାତୀର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ହାତୀ ଜଙ୍ଗଲରେ…

ବାଃ ବାଃରେ ହାତୀ ଛୁଆର ଖେଳ: ଗଡ଼ାଣିଆ ରାସ୍ତାରେ ବସି ବସି ଖସି ଆସିଲା ତଳକୁ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ। ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ଖୁବ୍‌ ପସନ୍ଦ କରିଥାନ୍ତି। ଏବେ ସେହିଭଳି ଏକ ହାତୀର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ହାତୀ ଏକ ଗଡ଼ାଣିଆ ସ୍ଥାନରେ କିଭଳି ତଳକୁ ଆସୁଛି ତାହା ଦେଖାଯାଇଛି। ଭିଡିଓଟିକୁ ଲୋକମାନେ ମଧ୍ୟ ବେଶ୍‌…

ଶୋଷ ହେବାରୁ ଉପାୟ ନ ପାଇ ଶୁଣ୍ଢରେ ଟ୍ୟାପ୍‌ ଖୋଲି ପାଣି ପିଉଛି ହାତୀ, ଦେଖନ୍ତୁ ଭିଡିଓ

କିଛି ଦିନ ହେବ ସୋସିଆଲ ମିଡିଆରେ ହାତୀ ମୃତ୍ୟୁର ଖବର ଖୁବ୍‌ ଭାଇରାଲ ହେଉଛି। ଏହି ଘଟଣା ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ଯାଏଁ ସମସ୍ତଙ୍କୁ ବ୍ୟଥିତ କରିଛି। ହାତୀକୁ ସପୁରୀରେ ବାଣ ଦେଇ ହତ୍ୟା କରିଥିବା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଥିବା ଜଣାଯାଇଛି।…