Browsing Tag

elephant

ମାନବ ସାଜିଲା ଦାନବ ! ହାତୀ ପିଠିରେ ନିଆଁ ଲଗାଇଦେଲେ ଲୋକେ, ଭିଡିଓ ଭାଇରାଲ

କରଞ୍ଜିଆ (କେନ୍ୟୁଜ): ଅମାନବୀୟ...ଅମାନୁଷିକ । ହାତୀକୁ ନିଆଁ ମାଡ଼ । ହାତୀ ପିଠିରେ ନିଆଁ ଲଗାଇଦେଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ କିଛି ଦିନ ହେଲା ହାତୀପଲ ରହିଛନ୍ତି । ହାତୀ ଘଉଡାଇବାକୁ ନିଆଁ ମାଡ କରିଛନ୍ତି ଲୋକ । ଏବେ ଏହି ଭିଡିଓ ଭାଇରାଲ ହେଉଛି। ଜଣେ ଯୁବକ ହାତୀ…

ରାଜଧାନୀର ରାସ୍ତାରେ ଗଜରାଜ, ଲୋକେ ଛାନିଆ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ରାତିରେ ବୁଲୁଛି ହାତୀ । ଭୁବନେଶ୍ୱର ମୈତ୍ରୀ ବିହାରରେ ପୁଣି ହାତୀ ଆତଙ୍କ । ମେନ୍‌ ରୋଡ଼ ଉପରେ ବୁଲିଲା ହାତୀ । ହାତୀକୁ ଦେଖି ଲୋକେ ଛାନିଆ । ମୈତ୍ରୀ ବିହାରର ନୂଆ ରାସ୍ତାରେ ଦେଖିବାକୁ ମିଳିଲା ହାତୀ । ତେବେ ହାତୀଟି କାହାର କିଛି କ୍ଷୟକ୍ଷତି…

ଡ୍ରୋନ ଧରୁଛି ହାତୀ, ଦନ୍ତା ଧରିବାକୁ କେନ୍ଦୁଝର ବନ ବିଭାଗର ନୂଆ କୌଶଳ

କେନ୍ଦୁଝର (କେନ୍ୟୁଜ): ଡ୍ରୋନରେ ନଜର ଆସିଲେ ହାତୀ। ଜଙ୍ଗଲରେ ବୁଲୁଥିବା ହାତୀ ପଲଙ୍କୁ ଧରିଲା ଡ୍ରୋନ୍‌। ଜଙ୍ଗଲରେ ହାତୀମାନଙ୍କୁ ଟ୍ରାକ୍‌ କରିବା ପାଇଁ ଡ୍ରୋନ୍‌ର ସହାୟତା ନେଇଛନ୍ତି କେନ୍ଦୁଝର ବନ ବିଭାଗ । ପ୍ରଥମ ଥର ପାଇଁ ହାତୀଙ୍କ ସୁରକ୍ଷା ପାଇଁ ନିୟୋଜିତ Thermal Drone Cameraରେ…

କୌଣସି ବ୍ୟକ୍ତି କିମ୍ବା ଧାର୍ମିକ ଅନୁଷ୍ଠାନ ହାତୀ ପାଳି ପାରିବେ ନାହିଁ, ନିର୍ଦ୍ଦେଶ ଦେଲେ କୋର୍ଟ

ଆଉ କେହି ହାତୀ ପାଳି ପାରିବେ ନାହିଁ । ହାତୀ ପାଳିବା ଉପରେ ରୋକ୍ ଲଗାଇଲେ କୋର୍ଟ । କୌଣସି ବ୍ୟକ୍ତି କିମ୍ବା ଧାର୍ମିକ ଅନୁଷ୍ଠାନ ହାତୀ ପାଳି ପାରିବେ ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ । ଖାଲି ସେତିକି ନୁହେଁ, ବର୍ତ୍ତମାନ ମଧ୍ୟ କେହି…

ଦିନ ଦି’ପହର ସହରରେ ବୁଲୁଛି ହାତୀ, ଲୋକେ ଭୟଭୀତ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ସହରରେ ଦିନ ଦି'ପହର ସମୟରେ ହାତୀ ଆତଙ୍କ। ଦିନ ଦି’ ପହରରେ ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ହାତୀଟି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାର୍ଶ୍ୱ କାଜୁ ଓ ପଟାଶ ଜଙ୍ଗଲକୁ ଆସିଛି। ହାତୀଟି ଜନବସତି ଅଞ୍ଚଳରେ ଥିବାରୁ ବନ ବିଭାଗ ତା’ର ଗତିବିଧି…

ମୟୂରଭଞ୍ଜ : ହାତୀ ଶିକାର କରି ଦାନ୍ତ କାଟିନେଲେ ଦୁର୍ବୃତ୍ତ

ମୟୂରଭଞ୍ଜ(କେନ୍ୟୁଜ୍‌) : ସପ୍ତାହ ନ ପୁରୁଣୁ ପୁଣି ଏକ ମୃତ ହାତୀକୁ ଠାବ କରାଯାଇଛି ମୟୁରଭଞ୍ଜ ରେଞ୍ଜରେ । ଦୁର୍ବୃତ୍ତ ହାତୀର ଦାନ୍ତ କାଟିନେଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ପିଠାବଟା ରେଞ୍ଜ ଗୋପୀନାଥପୁର ବିଟ୍‌ ଅଞ୍ଚଳର ଘଟଣା । ଶିମିଳିପାଳରେ ପୁଣି ହାତୀକୁ ଶିକାର କରି ଦାନ୍ତ…

ବାଲୁଖଣ୍ଡରେ ଟ୍ରାଙ୍କୁଲାଇଜ୍‌ ହେଲା ଦନ୍ତା, ୩ ଦିନ ହେଲା କରୁଥିଲା ନାକେଦମ

ପୁରୀ (କେନ୍ୟୁଜ): ଟ୍ରାଙ୍କୁଲାଇଜ୍‌ ହେଲା ଦନ୍ତା । ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି । ବନବିଭାଗର ସ୍ୱତନ୍ତ୍ର ଟିମ୍‌ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିଛି। ହାତୀକୁ କାବୁ କରି ବାନ୍ଧୁଛି ବନ ବିଭାଗ। ଗତକାଲି ଠାରୁ ପୁରୀ ସହର ଓ ଆଖପାଖ…

ପୁରୀ: ଚନ୍ଦନପୁର ପୁରୁଷୋତ୍ତମପୁରରେ ବୁଲୁଛି ହାତୀ, ଲୋକେ ଆତଙ୍କିତ

ପୁରୀ(କେନ୍ୟୁଜ): ପୁରୀରେ ହାତୀ। ସଦର ବ୍ଲକ ଚନ୍ଦନପୁର ପ୍ରତାପ ପୁରୁଷୋତ୍ତମପୁରରେ ବୁଲୁଛି ହାତୀ। ଗାଁରେ ହାତୀ ପଶିବା ଦେଖି ଲୋକେ ଆତଙ୍କିତ ହୋଇ ରହିଛନ୍ତି। ହାତୀକୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ହାତୀଟି କାହାର କିଛି କ୍ଷତି କରିନାହିଁ। ଗୋଟିଏ ହାତୀ କି ହାତୀ…

ଅନୁଗୋଳ ବନଖଣ୍ଡ ଅଙ୍ଗାରବନ୍ଧ ଗାଁରେ ହାତୀ ଆତଙ୍କ, ଭୟରେ ଦିନ କାଟୁଛନ୍ତି ଲୋକ

ଅନୁଗୋଳ(କେନ୍ୟୁଜ୍‌) : ଅନୁଗୋଳ ବନଖଣ୍ଡ ଅଙ୍ଗାରବନ୍ଧ ଗାଁରେ ଦେଖାଦେଇଛି ହାତୀ ଆତଙ୍କ । ଅଙ୍ଗାରବନ୍ଧ ଅଞ୍ଚଳରେ ଦେଖିବାକୁ ମିଳିଛି ୩୦ ଟିକିଆ ହାତୀ ପଲ । ଭୟରେ ଦିନ କାଟୁଛନ୍ତି ଲୋକ । ଗାଁରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।ବନ…

ଅନୁଗୁଳ କାଙ୍ଗୁଲା ଚଣ୍ଡୀଖମଣରେ ୩୪ ଟିକିଆ ହାତୀପଲ, ଘଉଡ଼ାଇବାକୁ ବନବିଭାଗର ପ୍ରୟାସ ଜାରି

ଅନୁଗୁଳ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା କାଙ୍ଗୁଲା ଚଣ୍ଡୀଖମଣରେ ୩୪ ଟିକିଆ ହାତୀପଲ । ଗତକାଲି ବିଳମ୍ବିତ ରାତି ଯାଏଁ ତୁରଙ୍ଗର ଦୁର୍ଗାବିହାର, ଦେହୁରୀ ସାହିରେ ହାତୀପଲ ଥିବା ବେଳେ ରାତିରେ କାଙ୍ଗୁଲା ଚଣ୍ଡୀଖମଣ ଆଡ଼କୁ ଯାଇଥିବା ଜଣାପଡ଼ିଛି । ହାତୀପଲରେ ଅଛନ୍ତି ୫ ଦନ୍ତା, ୨୩ ମାଈ ହାତୀ ଓ…

କଟକ ଛାଡିଲେ ହାତୀପଲ, ଏବେ ପାଣି ଭିତରେ ନୂଆପାଟଣା ମଧୁସୁଦନ ବ୍ରିଜ୍‌ ପାର ହୋଇ ଆଠଗଡ ବନଖଣ୍ଡ ମୁହାଁ

କଟକ(କେନ୍ୟୁଜ): କଟକକୁ ଆଉ ନାହଁ ହାତୀ ବିପଦ । କଟକ ଛାଡିଲେ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ମହାନଦୀ ପଠାରୁ ହାତୀପଲ ପଳାଇଛନ୍ତି। ପାଣି ଭିତରେ ନୂଆପାଟଣା ମଧୁସୁଦନ ବ୍ରିଜ୍‌ ପାର ହୋଇ ହାତୀପଲ ଆଠଗଡ ବନଖଣ୍ଡ ଆଡକୁ ଯାଉଛନ୍ତି । କଟକ ଗଡଗଡିଆ ଘାଟରୁ ଅଳ୍ପ କିଛି ଦୂର ହରିଣ ପାର୍କ…

ଗାଁ ନିକଟରେ ଜଗି ରହିଛନ୍ତି ୨୦ଟି ହାତୀ, ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ

ଭଞ୍ଜନଗର(କେନ୍ୟୁଜ୍): ଗାଁ ନିକଟରେ ଜଗି ରହିଛନ୍ତି ୨୦ଟି ହାତୀ । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଗାଲେରୀ ବନାଞ୍ଚଳର ବଦାଙ୍ଗି - ଦୋମୁହାଣି- ଏବଂ ହରିଗଡ ଗାଁ ନିକଟରେ ୨୦ଟି ହାତୀ ଅଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡିଥିବା ବେଳେ , ସଂପୃକ୍ତ ଅଞ୍ଚଳରେ…