ରାଜସ୍ଥାନ ବିଧାନସଭାରେ ପେନସନ ପାଇଁ ଆବେଦନ କଲେ ଜଗଦୀପ ଧନଖଡ଼, ମାସିକ ମିଳିବ ଏତିକି ଟଙ୍କା
ନୂଆଦିଲ୍ଲୀ : ଜଗଦୀପ ଧନଖଡ଼ ପେନସନ ପାଇଁ କଲେ ଆବେଦନ । ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରାଜସ୍ଥାନ ବିଧାନସଭାରେ ପେନସନ ପାଇଁ ଆବେଦନ କରିଛନ୍ତି । ୧୯୯୩ ମସିହାରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ଆଜମେର ଜିଲ୍ଲାର କିଷନଗଡ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାୟକ…