Browsing Tag

eviction drive

ମାଣିକପାଟଣା ଗାଁରେ ଜବରଦଖଲ ଉଚ୍ଛେଦ ପକ୍ରିୟା ଆରମ୍ଭ, ମାଟିରେ ମିଶିବ ୧୨୦ଘର

ଆଳି(କେନ୍ୟୁଜ୍): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଜବରଦଖଲ ଉଛେଦ ପକ୍ରିୟା । କେନ୍ଦ୍ରାପଡା ଜିଲ୍ଲା ଆଳି ତହସିଲ ଅଧିନସ୍ଥ ମାଣିକପାଟଣା ଗାଁରେ ବର୍ଷ ବର୍ଷ ଧରି ଗାଁର କିଛି ଲୋକ ଗ୍ରାମ୍ୟ ରାସ୍ତା ଓ ସରକାରୀ ଜମିକୁ ଜବରଦଖଲ କରି ଘର ନିର୍ମାଣ କରିଥିଲେ । ଫଳରେ ଗାଁକୁ ଆମ୍ବୁଲାନ୍ସ…

ଭଦ୍ରକରେ ଉଚ୍ଛେଦ ବେଳେ ଉତ୍ତେଜନା:ଜବରଦଖଲକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି, ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭଦ୍ରକ(କେନ୍ୟୁଜ୍): ଭଦ୍ରକରେ ଉଚ୍ଛେଦ ବେଳେ ଉତ୍ତେଜନା । ପୋଲିସ-ଜବରଦଖଲକାରୀ ମୁହାଁମୁହିଁ । ବନ୍ତ ଛକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଜବରଦଖଲକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ୫ ପ୍ଲାଟୁନ…

ଦିଲ୍ଲୀ ଜାହାଙ୍ଗୀରପୁରୀରେ ବେଆଇନ ନିର୍ମାଣ ଉଚ୍ଛେଦ ଉପରେ ରୋକ୍, ରହିତାଦେଶ ଲାଗୁ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀରେ ବେଆଇନ ନିର୍ମାଣ ଉଚ୍ଛେଦ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଉଚ୍ଛେଦ ଉପରେ ରହିତାଦେଶ ଲାଗୁ କରିଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। କୋର୍ଟଙ୍କ ଆଦେଶ ପରେ ଉଚ୍ଛେଦ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଭୁବନେଶ୍ୱର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ବିରୋଧ, ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର(କେନ୍ୟୁଜ୍): ଉଚ୍ଛେଦକୁ ନେଇ ଉତ୍ତେଜନା। ଭୁବନେଶ୍ୱର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ବିରୋଧ। ହଠାତ୍‌ ଉଚ୍ଛେଦକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଝାରପଡ଼ା ହାଟ ବଣିକ ସଂଘ ପକ୍ଷରୁ ଉଚ୍ଛେଦକୁ ବିରୋଧ କରିଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ…

ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ମିଟର ସୁରକ୍ଷା ଜୋନରୁ ପୁଣି ଉଛେଦ କାର୍ଯ୍ୟ ଆରମ୍ଭ

ପୁରୀ: ପୁରୀରେ ପୁଣି ଉଛେଦ ଅଭିଯାନ। ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ମିଟର ସୁରକ୍ଷା ଜୋନରୁ ପୁଣି ଆରମ୍ଭ ହୋଇଛି ଉଛେଦ କାର୍ଯ୍ୟ। ଉତ୍ତର ଦ୍ୱାର ନିକଟରେ ଥିବା ଗୋପାଳ ଭବନରୁ ଉଛେଦ କରାଯାଉଛି। ଉପଜିଲ୍ଲାପାଳ ଓ ପୋଲିସ ଉପସ୍ଥିତିରେ ଚାଲିଛି ଉଛେଦ ଅଭିଯାନ। ଶାନ୍ତି ଶୃଙ୍ଖଳା ସ୍ଥିତିକୁ…

SCB ସମ୍ପ୍ରସାରଣ ପାଇଁ କଟକରେ ଜାରି ରହିଛି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା

କଟକ: କଟକରେ ଜାରି ରହିଛି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା। SCB ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ ଚାଲିଛି । ଆଜି ଭଙ୍ଗାଯାଉଛି ୬ଟି ଧାର୍ମିକ ଅନୁଷ୍ଠାନ। ହିନ୍ଦ ସିନେମା ଛକରୁ ମାତୃଭବନ କେନାଲ କୂଳ ରାସ୍ତାରେ ଚାଲିଛି ଉଚ୍ଛେଦ କାମ। ପରବର୍ତ୍ତୀ ସମୟରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରି…

ବଲାଙ୍ଗିରରେ ଜୋରଦାର ଚାଲିଛି ଜବର ଦଖଲ ଉଚ୍ଛେଦ

ବଲାଙ୍ଗିର: ବଲାଙ୍ଗିରରେ ଜବର ଦଖଲ ଉଚ୍ଛେଦ ଅଭିଯାନ। ସୂର୍ଯ୍ୟନଗର ଓ ଆନନ୍ଦ ନଗରରେ ଜବର ଦଖଲ ଉଚ୍ଛେଦ ଜାରି ରହିଛି। ବଲାଙ୍ଗିର ପୌର ପରିଷଦ, ଜିଲ୍ଲା ପ୍ରଶାସନ ଓ ପୋଲିସ୍‌ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାର ସାଇନ୍ସ ପାର୍କ ଓ ରିଙ୍ଗ ରୋଡ ପାଇଁ ଚାଲିଛି ଜବର ଦଖଲ…

କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜବରଦଖଲ ଉଚ୍ଛେଦ, ଘଟଣାସ୍ଥଳରେ ୧ପ୍ଲାଟୁନ୍‌ ପୋଲିସ୍ ଫୋର୍ସ ମୁତୟନ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜବରଦଖଲ ଉଚ୍ଛେଦ। BDA, BMC, ସ୍ମାର୍ଟ ସିଟି ଓ କମିଶନରେଟ୍‌ ପୋଲିସ ପକ୍ଷପୁ ମିଳିତ ଭାବେ ଉଚ୍ଛେଦ କରାଯାଉଛି। ଦୀର୍ଘ ବର୍ଷ ଧରି ଥିବା ମେଡିସିନ୍‌ ଷ୍ଟୋର ପଛରେ ଥିବା ଗ୍ୟାରେଜ୍‌ ଘରକୁ ଉଚ୍ଛେଦ କରାଯାଇଛି। ଏହି ସ୍ଥାନରେ ନୂଆ କରି ଟ୍ରମା…

ଶ୍ରୀମନ୍ଦିର ନିକଟରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ: ଭଙ୍ଗାଯାଉଛି ମେଘନାଦ ପାଚେରୀର ୭୫ମିଟର ପରିଧିରେ ଥିବା…

ପୁରୀ: ଶ୍ରୀମନ୍ଦିର ପରିସରରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ। ମାର୍ଚ୍ଚ ମାସରୁ ବନ୍ଦ ଥିବା ଉଚ୍ଛେଦ କାର୍ଯ୍ୟ ଆଜି ପୁଣି ଆରମ୍ଭ ହୋଇଛି। ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଉଚ୍ଛେଦ କାର୍ଯ୍ୟ ବିଧିବଦ୍ଧ ଭାବେ ବାସେଳିସାହି ମୌଜାରୁ ଆରମ୍ଭ ହୋଇଛି। ମେଘନାଦ ପାଚେରୀର ୭୫ମିଟର ପରିଧି ଭିତରେ ରହିଥିବା…

ରଥଯାତ୍ରାକୁ ନେଇ ପୁଣି ବଢିଲା ଆଶା, ପୁରୀ ବଡ଼ଦାଣ୍ଡ ଖାଲି କରିବାକୁ ପୌରପ୍ରଶାସନର ନିର୍ଦ୍ଦେଶ

ପୁରୀ: ରଥଯାତ୍ରାକୁ ନେଇ ପୁଣି ବଢିଲା ଆଶା। ପୁରୀ ବଡ଼ଦାଣ୍ଡ ଖାଲି କରିବାକୁ ନିର୍ଦ୍ଦେଶ। ସମସ୍ତ ଅସ୍ଥାୟୀ ଦୋକାନ ଓ କ୍ୟାବିନ୍‌ ଉଠାଇବାକୁ ପୌରପ୍ରଶାସନ ପକ୍ଷରୁ ନୋଟିସ୍ ଜାରି‌ କରାଯାଇଛି । ଏହାସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଆସ୍ଥାୟୀ ଦୋକାନ ଖାଲି କରିବାକୁ କୁହାଯାଇଛି।…

ଏସ୍‌ସିବି ପୁନର୍ବିନ୍ୟାସ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଆରମ୍ଭ, ଭଙ୍ଗାଯାଉଛି ଯୋବ୍ରା ତାଳଦଣ୍ଡା କେନାଲ ଅଞ୍ଚଳରେ…

କଟକ(କେନ୍ୟୁଜ୍): କଟକ ବଡ଼ ମେଡିକାଲ ପୁନର୍ବିନ୍ୟାସ ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ଯୋବ୍ରା ଅଞ୍ଚଳରୁ ଉଚ୍ଛେଦ କରାଯାଉଛି । ଯୋବ୍ରା ତାଳଦଣ୍ଡା କେନାଲ ଅଞ୍ଚଳରେ ଥିବା ମାଛ ମାର୍କେଟ୍‌, କୁକୁଡା ବଜାର ସମେତ ଏକାଧିକ କ୍ୟାବିନ୍ ଓ ଦୋକାନ…

କଟକ ବଡ଼ ମେଡିକାଲ ପୁନର୍ବିନ୍ୟାସ ପାଇଁ ଆଜିଠୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଥଇଥାନ ଓ ସହାୟତା ପ୍ୟାକେଜ୍‌ ବାବଦରେ…

କଟକ(କେନ୍ୟୁଜ୍): କଟକ ବଡ଼ ମେଡିକାଲ ପୁନର୍ବିନ୍ୟାସ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ଥଇଥାନ ଓ ସହାୟତା ପ୍ୟାକେଜ ବାବଦରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଉଛି । ଏନେଇ ମାଇକ ଯୋଗେ…